ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ବିଶ୍ୱାଳଙ୍କ ସ୍ମୃତିସଭା

କେନ୍ଦ୍ରାପଡ଼ା,୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମର ଗଣକବି ଗୋପାଳ ଦାଶ ସ୍ମୃତି ସଂସଦ ଆନୁକୂଲ୍ୟରେ ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ବିଶ୍ୱାଳଙ୍କ ଏକ ସ୍ମୃତିସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି କେଶବ ଚନ୍ଦ୍ର ବିଶ୍ୱାଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ କେନ୍ଦ୍ରାପଡା…

ନପଙ୍ଗ ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ କଲେ ବିଧାୟକ

ପଟ୍ଟାମୁଣ୍ଡାଇ ତା ୯/୩- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତ ନପଙ୍ଗ ଠାରେ ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି ।  ଏହି ଉପଲକ୍ଷେ ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀଙ୍କ ପୌରହିତ୍ୟରେ…

ପଟ୍ଟାମୁଣ୍ଡାଇରେ ନୂତନ ଅପରାଧୀକ ଆଇନ ସଚେତନତା

ପଟ୍ଟାମୁଣ୍ଡାଇ ତା ୯/୩- ଭାରତବର୍ଷ କୁ ସବୁ ଦୃଷ୍ଟିରୁ ସୁରକ୍ଷିତ ରଖିବା ଓ ଅପରାଧମୁକ୍ତ ରାଷ୍ଟ୍ର ଗଠନ କରିବା ପାଇଁ କେନ୍ଦ୍ର ସରକାର ନୂତନ ଅପରାଧୀକ ଆଇନ ପ୍ରଣୟନ କରିବା ସହିତ ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ସବୁ…

ନିଆରା ପରମ୍ପରା ରେ ବନ୍ଧୁ ମିଳନ .

କେନ୍ଦ୍ରାପଡା -ତା ୭.୩.୨୦୨୫. କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରାତନ ଶିକ୍ଷାନୁଷ୍ଠାନ ମହାଵୀର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ନିକିରାଇ ୧୯୭୭ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ର ଏକ ନିଆରା ପରମ୍ପରା ରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନିକିରାଇ…