ପଟ୍ଟାମୁଣ୍ଡାଇ ତା ୨୪/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ହରେକୃଷ୍ଣ ହାଇସ୍କୁଲର ୧୯୮୦ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ଓ ପୁରାତନ ଶିକ୍ଷକଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି I ପୁରାତନ ଛାତ୍ର ଡ଼ ପ୍ରମୋଦ ମହାନ୍ତ, ଇଂ ଅଭୟ ନାୟକ,ଖଗେଶ୍ୱର ମହାନ୍ତି, ମହେନ୍ଦ୍ର ପରିଡା, ପିତାମ୍ବର ମଲ୍ଲିକ, ରାଜେଶ୍ୱରୀ ପଣ୍ଡା, ସଂଯୁକ୍ତା ସାହୁ, ମିନା ପଣ୍ଡା, ଲଷ୍ମୀପ୍ରିୟା ପରିଡା, ଅମୂଲ୍ୟ ପାଢ଼ୀ, ମହେଶ୍ୱର ପଣ୍ଡା, ମନ୍ମଥ ବିଶ୍ୱାଳ, କିଶୋର […]
