ପଟ୍ଟାମୁଣ୍ଡାଇ ତା ୨୪/୫- କାଶ୍ମୀର ପହେଲଗାମ ଆକ୍ରମଣର କଡା ଜବାବ ଦେବା ପାଇଁ ଭାରତ ସରକାରଙ୍କ ଅପରେସନ ସିନ୍ଦୁର ଅପୂର୍ବ ସଫଳତା ହାସଲ କରି ପାକିସ୍ତାନ ମାଟିରେ ଆତଙ୍କବାଦ ଉପରେ ଭାରତର ବିଜୟ ହୋଇଛି । ଭାରତବର୍ଷର ଏକତା ଅଖଣ୍ତତା ସୁଦୃଢ…
Month: May 2025
ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ; ୬୨ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ
ପଟ୍ଟାମୁଣ୍ଡାଇ ୧୯/୫ – କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ସୋମବାର ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ସହକାରୀ ଜିଲ୍ଲାପାଳ ତୃପ୍ତି…
ସିପିଆଇର ଦୁଇଦିନିଆ ଦଶମ ଜିଲ୍ଲା ସମ୍ମିଳନୀ ଉଦଯାପିତ
କେନ୍ଦ୍ରାପଡ଼ା,୧୯ା୫ : ଭାରତୀୟ କମ୍ୟୁନିଷ୍ଟ ପାର୍ଟ( ସି.ପି.ଆ.ଇ.)ର ଦୁଇଦିନିଆ ଦଶମ ଜିଲ୍ଲା ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଜିଲ୍ଲା ସହସାମ୍ପାଦକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଖୋଲା ଅଧିବେସନରେ ମୁଖ୍ୟଅତିଥି ଭାବେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପୂର୍ବତନ ବିଧାୟକ ସାଥି…
କେନ୍ଦ୍ରାପଡା ଜିଲ୍ଲା ପାଲାଗାୟକ ପରିଷଦର କର୍ମକର୍ତ୍ତା ଚୟନ
କେନ୍ଦ୍ରାପଡ଼ା, ୧୯/୫: କେନ୍ଦ୍ରାପଡା ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରତି ୩ବର୍ଷରେ ଥରେ ପରିବର୍ତ୍ତନ କରାଯାଇଥାଏ । ଏହି ଅବସରରେ ଗରାପୁର ସ୍ଥିତ ଗୋପାଳଜିୟୁ ମନ୍ଦିର ପରିସରରେ ୧୦୯ତମ ବୈଠକରେ ଶ୍ରୀ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ…
ଅସୁସ୍ଥ ଥିବାବେଳେ ମାଟି ତାଡି ନେଲା ବିଭାଗ ,ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ
କେନ୍ଦ୍ରାପଡ଼ା,୧୯ା୫: ଜଣେ ବ୍ୟକ୍ତି ଅସୁସ୍ଥ ଥିବାବେଳେ ଏହାର ଫାଇଦା ନେଇ ଜଳସଂପଦ ବିଭାଗ ସଂପୃକ୍ତ ବ୍ୟକ୍ତିଙ୍କ ଜମିରୁ ମାଟି ତାଡ଼ି ନେଇଛି। ଏ ନେଇ ବ୍ୟକ୍ତି ଜଣକ ପ୍ରଥମେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ପରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ…
ଶ୍ରୀ ରାଧାଗୋବିନ୍ଦଜୀୟୁଙ୍କ ଚନ୍ଦନ ଯାତ୍ରା ଉଦ୍ଯାପିତ
କେନ୍ଦ୍ରାପଡ଼ା,୧୯ା୫ : କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଶ୍ରୀ ରାଧାଗୋବିନ୍ଦଜୀୟୁଙ୍କ ଚନ୍ଦନ ଯାତ୍ରା ମହୋତ୍ସବ ସୋମବାର ଦିନ ବିଳମ୍ବିତ ରାତ୍ରରେ ଉଦ୍ଯାପିତ ହୋଇଯାଇଛି । ଏପ୍ରିଲ ମାସ ୩୦ତାରିଖ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଧୁମଧାମରେ କେନ୍ଦ୍ରାପଡା ସହର ଚାଟରାପାଟଣାସ୍ଥିତ…
ସଶ୍ମିତା ପଣ୍ଡା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ନିଯୁକ୍ତ
କେନ୍ଦ୍ରାପଡ଼ା,୧୮ା୫ : ପୂର୍ବତନ କେନ୍ଦ୍ରାପଡା ଜିଲ୍ଲା ମହିଳା କଂଗ୍ରେସ ସଭାପତି ସଶ୍ମିତା ପଣ୍ଡାଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଭାରତୀୟ ଜାତୀୟ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଥିବା ଏ.ଆଇ.ସି.ସି.…
ପ୍ରଶାସନିକ ଅଧିକାରୀଙ୍କ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,୧୮ା୫ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଲାହାଖଣ୍ଡ ଭରତପୁରର ଜମିଦାର ପରିବାର ଅବସରପ୍ରାପ୍ତ ଯୁଗ୍ମଶାସନ ସଚିବ ତଥା ଓଡିଶା ସଚିବାଳୟ ସେବା ସଙ୍ଘର ପ୍ରାକ୍ତନ ସଭାପତି ମନୋରଞ୍ଜନ ଦାସଙ୍କ ଧର୍ମପତ୍ନୀ ସମାଜସେବୀ ସ୍ନେହଲତା ଦାସଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଭରତପୁରସ୍ଥିତ ବାସଭବନରେ…
ବଲୁରିଆ ପଞ୍ଚାୟତ ପ୍ରଥମ ସରପଞ୍ଚ ଜିତେନ୍ଦ୍ର ରାଉତଙ୍କ ପରଲୋକ
ପଟ୍ଟାମୁଣ୍ଡାଇ ତା ୧୫/୫ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ଗ୍ରାମ ପଞ୍ଚାୟତର ପ୍ରଥମ ସରପଞ୍ଚ ଜିତେନ୍ଦ୍ର କୁମାର ରାଉତ ( ଜିତୁ )ଆଜି ଗୁରୁବାର ପ୍ରାତଃ ଭ୍ରମଣ ସାରି ଘରେ ଗାଧୋଇ ସାରିବା ପରେ ହଠାତ ଅସୁସ୍ଥ ଅନୁଭବ କରି ବିଶ୍ରାମ ନେବା…
ପଟ୍ଟାମୁଣ୍ଡାଇରେ ନାରଦ ଜୟନ୍ତୀ ଭ୍ରମାତ୍ମକ ଖବର ପରିବେଷଣ ସମାଜ ପାଇଁ କ୍ଷତିକାରକ
ପଟ୍ଟାମୁଣ୍ଡାଇ ୧୪/୫- ସାମ୍ପ୍ରତିକ ସମୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ବିଶେଷ ଉନ୍ନତି ହୋଇ ଥିବାରୁ ପ୍ରତି ମୁହୂର୍ତ୍ତର ଖବର କ୍ଷଣିକେ ପହଂଚି ଯାଉଛି I କିନ୍ତୁ ବହୁ ସମୟରେ ଦେଶ ଓ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ…
ସମାଜସେବୀଙ୍କ ଅକାଳ ବିୟୋଗ
କେନ୍ଦ୍ରାପଡା,୧୪ା୫: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ୧୧ୱାର୍ଡ ନିବାସୀ ଉମାକାନ୍ତ ଗୁରୁଙ୍କ ଗତ ୧୪ ତାରିଖ ସକାଳେ ତାଙ୍କ ବାସଭବନରେ ହୃଦଘାତରେ ଅକାଳ ବିୟୋଗ ଘଟିଛି । ଏହି ଖବର ପାଇ ସ୍ଥାନୀୟ ଜୟୀପୁରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଉମାକାନ୍ତ…
“ସିନ୍ଧୁ ନଦୀର ଇତିହାସ ଓ ଭାରତ ପାକିସ୍ତାନ ମୂଳ ଚୁକ୍ତି’
ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍ରୁ ଉଦ୍ଧୃତ । ସଂସ୍କୃତ ଭାଷାରେ ଏହି ନଦୀକୁ ସିନ୍ଧୁ ଓ ପାର୍ସୀ ଭାଷାରେ ଏହି ନଦୀକୁ ହିନ୍ଦୁ ବୋଲି କୁହାଯାଏ । ସଂସ୍କୃତରେ ସିନ୍ଧୁ ଶବ୍ଦର ଅର୍ଥ…
ଭାରତୀୟ ସେନା ସପକ୍ଷରେ ଶୋଭାଯାତ୍ରା , ଜୟ ଯବାନ ଧ୍ୱନିରେ ପ୍ରକମ୍ପିତ ପଟ୍ଟାମୁଣ୍ଡାଇ
ପଟ୍ଟାମୁଣ୍ଡାଇ ତା ୯/୫- ସମଗ୍ର ବିଶ୍ୱରୁ ଆତଙ୍କବାଦ ହଟାଇବା ପାଇଁ ଆତଙ୍କବାଦ ବିରୋଧରେ ଲଢେଇ କରୁଥିବା ଭାରତ ପେହେଲଗାମ ଆକ୍ରମଣ ପ୍ରତିବାଦରେ ପାକିସ୍ତାନ ଆତଙ୍କବାଦୀ ଶିବିର ଧ୍ବଂସ ସହ ପାକିସ୍ତାନକୁ ସବକ ଶିଖାଇବା ପାଇଁ ଭାରତୀୟ ସେନା ଅପୂର୍ବ ସାହାସିକତାର ସହ…










