ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍ରୁ ଉଦ୍ଧୃତ । ସଂସ୍କୃତ ଭାଷାରେ ଏହି ନଦୀକୁ ସିନ୍ଧୁ ଓ ପାର୍ସୀ ଭାଷାରେ ଏହି ନଦୀକୁ ହିନ୍ଦୁ ବୋଲି କୁହାଯାଏ । ସଂସ୍କୃତରେ ସିନ୍ଧୁ ଶବ୍ଦର ଅର୍ଥ ହେଲା ସାଗର, ମହାସାଗର ଅଥବା କୌଣସି ବୃହତ୍ ଜଳାଶୟ । ପରବର୍ତ୍ତୀ ସମୟରେ ପାରସ୍ୟ ଭାଷାରେ ସିନ୍ଧୁ ନଦୀକୁ ଦରିଆ ବୋଲି ମଧ୍ୟ ନାମିତ କରାଯାଇଛି । […]
Day: 10 May 2025
ପଟ୍ଟାମୁଣ୍ଡାଇ ତା ୯/୫- ସମଗ୍ର ବିଶ୍ୱରୁ ଆତଙ୍କବାଦ ହଟାଇବା ପାଇଁ ଆତଙ୍କବାଦ ବିରୋଧରେ ଲଢେଇ କରୁଥିବା ଭାରତ ପେହେଲଗାମ ଆକ୍ରମଣ ପ୍ରତିବାଦରେ ପାକିସ୍ତାନ ଆତଙ୍କବାଦୀ ଶିବିର ଧ୍ବଂସ ସହ ପାକିସ୍ତାନକୁ ସବକ ଶିଖାଇବା ପାଇଁ ଭାରତୀୟ ସେନା ଅପୂର୍ବ ସାହାସିକତାର ସହ ଆତଙ୍କବାଦୀ ବିରୋଧୀ ଲଢେଇ ଜାରି ରଖିଛନ୍ତି । ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନ ଧ୍ୱସ୍ତବିଧ୍ୱସ୍ତ ହୋଯାଇଛି । ପାକିସ୍ତାନର ଭାରତ ଉପରେ ଆକ୍ରମଣକୁ ଅତ୍ୟନ୍ତ ଦୃଢ଼ତା […]










