କେନ୍ଦ୍ରାପଡା,୨୫ା୯: କେନ୍ଦ୍ରାପଡାରେ ଚଳିତ ବର୍ଷ ପବିତ୍ର ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ପର୍ବ ଭକ୍ତି ଓ ଉତ୍ସାହର ସହ ପାଳୀତ ହେବ । ଏହି ଗଜଲକ୍ଷ୍ମୀ ପୂଜା ଓଡିଶା ବିଖ୍ୟାତ ଏବଂ କେନ୍ଦ୍ରାପଡା ଜିଲ୍ଲାର ଏହା ସର୍ବବୃହତ ସାର୍ବଜନୀନ ଗଣପର୍ବ । ଏହା ସାତ ଦିନ ବ୍ୟାପି ପୂଜା କରାଯିବା ସହିତ ଦୁଇଦିନ ଧରି ମେଲଣ ଓ ଭଷାଣୀ ପର୍ବ ପାଳନ କରାଯାଇଥାଏ । ବିଗତ ୧୯୨୫ ମସିହା ଠାରୁ […]
Day: 26 September 2025
କେନ୍ଦ୍ରାପଡା,୨୫ା୯: କେନ୍ଦ୍ରାପଡା ସ୍ଥିତ କଜଳା ଶିରିଡି ସାଇ ମନ୍ଦିରରେ ପବିତ୍ର ଦଶହରା ଓ ଶିରିଡି ସାଇ ବାବାଙ୍କ ୧୦୭ ତମ ମହାସମାଧି ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ଅମାବାସ୍ୟା ତିଥିଠାରୁ ନବଦୁର୍ଗା ମାତାଙ୍କର ପୂଜା ଆରମ୍ଭ କରାଯାଇଛି । ନବରାତ୍ର ପୂଜା ନବମୀ ତିଥିରେ ଉଦ୍ଯ।।ପନ କରାଯାଇ ଦରିଦ୍ର ନାରାୟଣ ସେବା […]










