କେନ୍ଦ୍ରାପଡ଼ା,୬ା୧୦:ମା ‘ପୌର୍ଣ୍ଣମାସୀ ଦୁର୍ଗା ପୂଜା ସମିତି,ବାଲିଆ ପକ୍ଷରୁ ଆମ ଗାଁ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବାଲିଆ ହାଟସ୍ଥିତ ଦୁର୍ଗା ମଣ୍ଡପରେ ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ପୂଜା ସମିତିର ସଭାପତି ବିଶିଷ୍ଟ ବାସ୍ତୁବୀତ ନାରାୟଣ ପତିଙ୍କ ଅଧ୍ୟକ୍ଷତା ଓ ଆମ ଗାଁ ସାହିତ୍ୟ ପରିଷଦ ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଜିଲ୍ଳା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ମୁଖ୍ୟବକ୍ତା […]
Day: 7 October 2025
କେନ୍ଦ୍ରାପଡ଼ା,୬ା୧୦:ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡ଼ା ଚେସ ଆସୋସିଏସନ୍ ଅନୁକୁଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଚାମ୍ପିଅନସିପ ତଥା ୫ମ ଡାକ୍ତର ବୈଷ୍ଣବ ପରିଡା ସ୍ମାରକୀ ଚେସ ଚାମ୍ପିଅନସିପ -୨୦୨୫ ଚଳିତ ଅକ୍ଟୋବରମାସ ୧୮ ଓ ୧୯ ତାରିଖ ୨ଦିନ ବ୍ୟାପୀ ସ୍ଥାନୀୟ ଗରାପୁର ଡାକବଙ୍ଗଳାଛକ ସ୍ଥିତ ସ୍ୱୟଂସିଦ୍ଧା ହୋଟେଲରେ ଆୟୋଜିତ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ବର୍ଗର ଖେଳାଳି ଭାଗ ନେଇ […]
କେନ୍ଦ୍ରାପଡ଼ା,୬ା୧୦:କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ସହର ଏବେ ରଙ୍ଗୀନ ଆଲୋକମାଳାରେ ଝଲସୁଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ନିକଟରେ ରଙ୍ଗୀନ ଆଲୋକରେ ଗେଟ୍ ନିର୍ମାଣ ହୋଇଛି। ଏହି ଝଲସୁଥିବା ମନଲୋଭା ଗେଟ୍ ଦେଖିବା ପାଇଁ ସନ୍ଧ୍ୟାରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। କେନ୍ଦ୍ରାପଡ଼ା ସହର ସମେତ ପୁରପଲ୍ଲୀରୁ ଲୋକମାନଙ୍କ ଭିଡ଼ ଜମୁଛି କେନ୍ଦ୍ରାପଡ଼ା ସହର ସମେତ ଏହାର ଉପକଣ୍ଠରେ ହୋଇଥିବା ରଙ୍ଗୀନ ଆଲୋକମାଳାର ଗେଟ୍ […]










