ଉକ୍ତଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ କେନ୍ଦ୍ରାପଡ଼ା,୯ା୧୦:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଉତ୍କଳର ମଣି ନୁହଁନ୍ତି। ସେ ହେଉଛନ୍ତି ଜାତୀୟ ମଣି। କାରଣ ଅଦ୍ୟାବଧି କୌଣସି ରାଜ୍ୟରେ ଏଭଳି ନେତା ସୃଷ୍ଟି ହୋଇନାହାଁନ୍ତି ଯିଏ ଦୁଃଖି, ଦରିଦ୍ରଙ୍କ ସେବା ପାଇଁ ନିଜ ଅସୁସ୍ଥ ପୁଅର ଚିକିତ୍ସାକୁ ଗୁରୁତ୍ୱ ନ ଦେଇ ଜନ ସେବାକୁ ଗୁରୁତ୍ୱ ଦେଇଥିଲେ। ଜନତାଙ୍କ ସେବା ପାଇଁ ଶେଷରେ ସେ ନିଜ ପୁଅକୁ ହରାଇଥିଲେ। ତେଣୁ […]