କେନ୍ଦ୍ରାପଡ଼ା ୧୧/୧୦ କେନ୍ଦ୍ରାପଡ଼ା ସହର ଉପକଣ୍ଠ ମୁଗବାଡ଼ି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହେଉଅଛି । ପ୍ରଥମ କରି ୫୭ ବର୍ଷ ପୂର୍ବେ ବିଲ ମୁଗବାଡ଼ିର କୋଲିଆ ଛକ ଠାରେ ଥାନପତି ପୂଜା କମିଟି ଦ୍ୱାରା ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯାଇ ଥିଲା । ପରେ ପରେ ପର୍ଯ୍ୟାୟ କ୍ରମେ ସମଗ୍ର ଅପଲମଳରେ ଏହା ଏକ ଗଣପର୍ବରେ ପରିଗଣିତ ହେଇଛି। ମା ବୋଉଲେଶ୍ୱରି ପୂଜା କମିଟି ବିଲ ମୁଗବାଡି, […]










