
କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ତାଙ୍କ ମାଆଙ୍କ ସହିତ ଝିଅ ଦେଖିବାକୁ ଆସି ଯୁବତୀଙ୍କ ଗଳା କାଟିଦେଲେ । ପରିବାର ଲୋକ ଝିଅର ଚିତ୍କାର ଶୁଣି ଘର ି ଝିଅକୁ ଉଦ୍ଧାର କରିଥିଲେ । ଗାଁ ଲୋକମାନେ ଅଭିଯୁକ୍ତକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରୁ ଯୁବକକୁ ଥାନାକୁ ଆଣି ତଦନ୍ତ ଚଳାଇଛି ।
Sun Oct 12 , 2025
କେନ୍ଦ୍ରାପଡ଼ା,୧୨ା୧୦: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମେଳଣ ଏବଂ ଭସାଣି ନିମନ୍ତେ ଆଜି ମୁନିସିପାଲିଟି ଟାଉନହଲ ଠାରେ ଭସାଣି ଏବଂ ମେଳଣର ଶୃଙ୍ଖଳିତ ଆୟୋଜିତ ନେଇ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ରବିବାର ଦିନ ବିସର୍ଜନ ହୋଇଛି। ୭ଦିନ ଧରି ଚାଲିଥିବା ଏହି ଗଣ ପର୍ବରେ ଲକ୍ଷ ଲକ୍ଷଙ୍କ ସମାଗମ ହୋଇଥିଲା। ଦର୍ଶକମାନେ କେବଳ କେନ୍ଦ୍ରାପଡ଼ା ଜିଲାର […]