ଚାହା ଦୋକାନ ଟେବୁଲରେ କେତେ ଜଣ ବନ୍ଧୁ ବସି ଗପା ମାରୁଥାନ୍ତି ଜଣେ ବନ୍ଧୁ କହିଲା – ଭାଇନା ଏଇ ଯେଉଁ କହୁଛ ମରିଯିବା ପରେ ସ୍ୱର୍ଗକୁ ଯିବ, କାହିଁକି ଯିବ ? ସ୍ୱର୍ଗକୁ ଗଲେ କ’ଣ ମଣିଷରୁ ଦେବତା ହୋଇଯିବ କି ? ସ୍ୱର୍ଗରେ ଶାନ୍ତି ଅଛି ବୋଲି ଆଉ ଜଣେ ବନ୍ଧୁ କହିଲେ କି ଶାନ୍ତି ତୁମେ ଦେଖିଛ ? ହଉ, ମନେକର ତୁମେ ସ୍ୱର୍ଗକୁ ଯାଇ […]










