କେନ୍ଦ୍ରାପଡା,୨୪ା୧୦: ତୁଳସୀ କ୍ଷେତ୍ରର ଆରାଧ୍ୟଦେବତା ଶ୍ରୀ ଶ୍ରୀ ବଳଦେବ ଜୀୟୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ଗତ ଗୁରୁବାର ସନ୍ଧ୍ୟାରେ ମନ୍ଦିର ଯାତ୍ରୀ ନିବାସ ସଭା କକ୍ଷରେ ଟ୍ରଷ୍ଟ ବୋର୍ଡ ସଭାପତି ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ବୈଠକରେ ମନ୍ଦିର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଦେବୋତ୍ତର ସଂସ୍ଥାର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଗରାପୁର ସ୍ଥିତ ଦିବ୍ୟ ଜୀବନ […]










