କେନ୍ଦ୍ରାପଡା,୧୧ା୧୧: ଐତିହାସିକ କନ୍ଦ୍ରୋପଡା ବାଲିଯାତ୍ରା ମହୋତ୍ସବ ୨୦୨୫ର ଉଦ୍ଯାପନି ଉତ୍ସବ ବାଲିଯାତ୍ରା ମହୋତ୍ସବର ସଭାପତି ପ୍ରଦିପ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଟ ଆଇଜୀବୀ ସଂଞ୍ଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରକଳ୍ପ ନିର୍ଦ୍ଧେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଜାମ୍ବର ମହାନ୍ତି ଯୋଗଦାନ କରି କହିଲେ ମାନବୀୟ ଗୁଣାବଳିର ବିକାଶ […]










