କେନ୍ଦ୍ରାପଡା,୧୨ା୧୧: ଗହୀର ମଥା କଇଁଛ ସୁରକ୍ଷା ସମିତିର ଆହ୍ୱାନରେ ପରିବେଷ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ସମିତିର ସଭାପତି ପ୍ରକୃତି ବନ୍ଧୁ ହେମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ପରିବେଷ ବିଜ୍ଞାନୀ ଡଃ ମିହିର ପଟ୍ଟନାୟକ ଯୋଗଦାନ କରି କହିଲେ ଗହୀରମଥା ଲୁଣା ଜଙ୍ଗଲ କେନ୍ଦ୍ରାପଡା ଜିଲ୍ଲା ପ୍ରାକୃତିକ ପ୍ରାଚୀର ଆଉ ବାତ୍ୟା ସାମୁଦ୍ରିକ ଝଡରୁ କେନ୍ଦ୍ରାପଡାର […]