କେନ୍ଦ୍ରାପଡା ୧୪/୧୧- ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ସେବା, ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ପକ୍ଷରୁ ଏକ ସ୍ୱତନ ଶିଶୁ ଥେରାପି କେନ୍ଦ୍ର ଆଜି କେନ୍ଦ୍ରାପଡ଼ା ସହରର ମ।ଧପୁର ସ୍ଥିତ ଅମର ଉଦ୍ୟାନ ମଣ୍ଡପରେ ଉଦ୍ ଘାଟିତ ହେ।ଇଯାଇଛି । ଏହି ଥେରାପି କେନ୍ଦ୍ରରେ ନିୟୋଜିତ ଥିବା ଫିଜିଓଥେରାପିଷ୍ଟ, ଅକ୍ୟୁପେଶନାଲ୍ ଥେରାଥେରାପିଷ୍ଟ, ସ୍ପିଚ ଥେରାପିଷ୍ଟ ଓ […]










