ପଟ୍ଟାମୁଣ୍ଡାଇ, ୨୫/୧୧-ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁଯାୟୀ ପ୍ରାଚୀନ ଭାରତର ଆତ୍ମା ଗାଁରେ ରହିଛି । ଆଧୁନିକତାର ସ୍ପର୍ଶରେ ବଦଳି ଯାଇଛି ଗାଁର ପରିପାଟି ଓ ଚଳଣି । ମାତ୍ର ଉଜୁଡି ଯାଇଛି ଗାଁର ପୂର୍ବ ମାଦକତା ଓ ସ୍ନେହ ପ୍ରେମ ଓ ଭାଇଚାରା ଓ ଆଧୁନିକତାରେ ବିଭୋର ହୋଇ ଗାରିମାମୟ ଗାଁକୁ ଆଉ କଳୁଷିତ ଓ ବିକଳାଙ୍ଗ କରାନଯାଉ ବୋଲି ଅଇନିପଡ଼ା-ପଛପଡ଼ା ଗାଁଉତ୍ସବ ‘ବସୁଧା’ର ପଞ୍ଚଦଶତମ ଉତ୍ସବର ଉଦ୍‌ଯାପନୀ […]

କେନ୍ଦ୍ରାପଡା,୨୫ା୧୧: କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ମିଳିତ କ୍ରିୟା ଅନୁଷ୍ଠାନ କମିଟି, କେନ୍ଦ୍ରାପଡା ଜଣାଉଅଛିକି, ଏଠାରେ ଟିପି.ସି.ଓଡି.ଏଲ୍ ଜନସାଧାରଣଙ୍କୁ ସେବା ଯୋଗାଇଦେବା ବଦଳରେ ଶୋଷଣ କରୁଛି । ମିଟର ଠିକ୍ ଥାଇ ପ୍ରତ୍ୟେହ ବିଲ୍ ଦିଆଯାଉଥିଲେବି, ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଟାଟା ପାୱର ତାର ନିଜର ପାୱର ବଳରେ ସ୍ମାଟ ଲୁଟ କରି ଚାଲିଛି । ବାରମ୍ବାର ବିଦ୍ୟୁତ କାଟ ବା ଅନ୍‌.ଅଫ୍ କରିବା ଦ୍ୱାରା ସ୍ମାର୍ଟ ମିଟରରେ […]

କେନ୍ଦ୍ରାପଡା,୨୫ା୧୧: ମଧୁସାଗର ବିଦ୍ୟାପୀଠର ପ୍ରାଣ ପ୍ରତିଷ୍ଠାତା ସମାଜ ସଂସ୍କାରକ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଚିନ୍ତାମଣି ଗୁରୁଜୀଙ୍କ ୧୦୯ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ମଧୁସାଗର ପୁରାତନ ଛାତ୍ର ସଂସଦ । ଚିନ୍ତାମଣି ଗୁରୁଜୀ ଓ ରୁକ୍ମିଣୀ ଦେବୀ ସ୍ମାରକୀ ନ୍ୟାସ ପକ୍ଷରୁ ପସ୍ତା ବନ୍ଧାଣ ଅଣ୍ଟା ମଠ ପରିସରରେ ସ୍ମାରକି ନ୍ୟାସର ସଭାପତି ହୃଦାନନ୍ଦ ରାଉତଙ୍କ ସଭାପତିତ୍ୱରେ ପାଳିତ ହୋଇଅଛି । ଏହି ଦିବସ ଉପଲକ୍ଷେ ଛାତ୍ର ସଂସଦ ଓ ସ୍ମାରକୀ […]