- ଉନ୍ନୟନ ନାଁରେ ବୃକ୍ଷ କ୍ଷୟ , ବିଗିଡୁଛି ଜଳବାୟୁ ବଢୁଛି ତାତି
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗତ କିଛି ଦିନ ହେଲା ତାପମାତ୍ରା ୩୯ ଡିଗ୍ରୀ ଉପରେ ରହୁଛି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବାହ୍ନ ୧୦ଟା ବାଜିଲେ ରାସ୍ତାଘାଟ ଶୂନସାନ ହୋଇପଡୁଥିବା ବେଳେ ଗଛ ଛାଇ ମିଳୁନାହିଁ। ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନାଁରେ ଦୈନିକ ବୃକ୍ଷ କ୍ଷୟ ହେଉଥିବାରୁ କ୍ରମଶଃ ଗଛ ସଂଖ୍ୟା କମି ପ୍ରତିକୂଳ ପ୍ରଭାବରେ ଜଳବାୟୁ ବିଗିଡି […]
- ଶ୍ରୀ ଶ୍ରୀ ଦଧିବାମନଜୀଉ ଙ୍କର ଚନ୍ଦନଯାତ୍ରା ଉଦ୍ଯାପିତ
କେନ୍ଦ୍ରାପଡା୧୧/୫: ଚନ୍ଦନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତମାଳଶାସନ ସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କର ବାହାର ଚନ୍ଦନଯାତ୍ରା ୧୦/୦୫/୨୦୨୬ ସନ୍ଧ୍ୟା ସମୟରେ ଉଦ୍ଯାପିତ ହୋଇଯାଇଛି । ମ୍ୟାନେଜିଂ ଟ୍ରଷ୍ଟି ଇଂ ଦେବାଶୀଷ ମହାନ୍ତି, ତପନ ଦାସ, ଦୁର୍ଗାଶୀଷ ମହାନ୍ତି, ପ୍ରଶାନ୍ତ ବିଶ୍ୱାଳ, ରମାକାନ୍ତ ମଳିକ ସରପଞ୍ଚ ସମସ୍ତ ସେବାୟତମାନେ ଯୋଗଦାନ କରି ବାହାର ଚନ୍ଦନ ଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିଥିଲେ । ୧୧/୦୫/୨୦୨୬ ତାରିଖଠାରୁ ୨୯/୦୫/୨୦୨୬ ତାରିଖ ପର୍ଯ୍ୟନ୍ତ ଶ୍ରୀ ପଭୁଙ୍କର […]
- ପୁନର୍ବାସ ପକ୍ଷରୁ ‘ମାତୃ ସ୍ୱୀକୃତି ଉତ୍ସବ’ ଅନୁଷ୍ଠିତ
କେନ୍ଦ୍ରାପଡା ୧୧/୫: ପ୍ରତିବର୍ଷ ମେ ୧୦ ତାରିଖକୁ ମାତୃ ଦିବସ ରୂପେ ପାଳନ କରାଯାଇ ଆସୁଥିବାବେଳେ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରିଛି ପୁନର୍ବାସ। ଦୀର୍ଘ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ଚିକିତ୍ସା ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରି ଆସୁଥିବା ଏହି ଅନୁଷ୍ଠାନ ପକ୍ଷରୁ ଏହାକୁ ‘ମାତୃ ସ୍ୱୀକୃତି ଉତ୍ସବ’ ରୂପେ ପାଳନ କରାଯାଇଛି। ସାଧାରଣ ପିଲାଙ୍କ ଅପେକ୍ଷା ସ୍ୱତନ୍ତ୍ର ଶିଶୁମାନଙ୍କ ଲାଳନପାଳନ ଅଧିକ […]
- ଶିଶୁ ଓ କିଶୋରୀ ସୁରକ୍ଷା ଓ ଅପରାଧ ସଚେତନତା କାର୍ଯ୍ୟକ୍ରମ ଜୁଭେଣ୍ଟିକା
ପଟ୍ଟାମୁଣ୍ଡାଇ ତା ୮/୫-ସମଗ୍ର ଓଡିଶାରେ ମହିଳା କିଶୋରୀ ଶିଶୁ ନିର୍ଯ୍ୟାତନା ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମହିଳା କିଶୋରୀ ଓ ଶିଶୁ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଏ ସମ୍ପର୍କରେ ଜନଚେତନା ସୃଷ୍ଟି କରି ମହିଳା କିଶୋରୀ ଶିଶୁ ଅପରାଧ ରୋକିବା ପାଇଁ ୟୁନିସେପ ଓ ଓଡିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜୁଭେନ୍ତିକା ଆୟୋଜନ କରାଯାଉଛି I ଏଇ ପରିପ୍ରେକ୍ଷୀରେ ୟୁନିସେପ ଓ […]
- ପଟ୍ଟାମୁଣ୍ଡାଇ ବିଜେପିର ବିଜୟ ଉତ୍ସବ
ପଟ୍ଟାମୁଣ୍ଡାଇ ତା ୪/୫- ସଦ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟରେ ବିଜେପି ସଫଳତା ହାସଲ କରିବା ସହିତ ବିଶେଷ କରି ପଶ୍ଚିମବଙ୍ଗ ଓ ଆସାମରେ ବୃହତ ବିଜୟ ହାସଲ କରିଛି I ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବିଜେପି ନେତା ଓ କର୍ମୀମାନେ ବାଜା ବଜାଇ ବାଣ ଫୁଟାଇ ଶୋଭାଯାତ୍ରାରେ ବାହାରି […]