କିଶୋର/କିଶୋରୀ ମାନଙ୍କର ‘କିଶୋର ସ୍ପନ୍ଦନ’

10 January 2026 kanika odisha 0

ପୁସ୍ତକ ମେଳା ପଞ୍ଚମ ସଂନ୍ଧ୍ୟାରେ କେନ୍ଦ୍ରାପଡ଼ା,୧୦ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ପଞ୍ଚମସନ୍ଧ୍ୟାରେ କିଶୋର/କିଶୋରୀ ମାନଙ୍କର ପ୍ରତିଭାର ପ୍ରଦର୍ଶନ ‘କିଶୋର ସ୍ପନ୍ଦନ’ […]

ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ , ପରିସ୍ଥିତି ନସୁଧୁରିଲେ ଏସପି କାର୍ଯ୍ୟାଳୟ ଘେରିବ ବିଜେଡି

7 January 2026 kanika odisha 0

କେନ୍ଦ୍ରାପଡ଼ା,୭ା୧:କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ଅବସ୍ଥାକୁ ଚାଲି ଯାଇଛି। ପରିସ୍ଥିତି ନ ସୁଧୁରିଲେ ଆସନ୍ତା ୧୬ ତାରିଖରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେଡି ଧମକ ଦେଇଛି। ଏ ନେଇ […]

ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ , ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା

7 January 2026 kanika odisha 0

କେନ୍ଦ୍ରାପଡ଼ା,୭ା୧:ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ ବୋଲି ୨୩ ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ପ୍ରକାଶ କରିଥିଲେ । ଆଜିର ପୁସ୍ତକ […]

କେନ୍ଦ୍ରାପଡା ବ୍ଲକ ଓ ପୈାରପରିଷଦ ବ୍ରାହ୍ମଣ ସଭାର କର୍ମକର୍ତ୍ତା ନିର୍ବାଚନ

6 January 2026 kanika odisha 0

କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡା ବ୍ଲକ ଓ ପୈାରପରିଷଦର ବ୍ରାହ୍ମଣ ମହାସଭାର ନୂତନ କର୍ମକର୍ତ୍ତା ନିର୍ବାଚନ କପାଳେଶ୍ୱର ସ୍ଥିତ ଗୋପାଳଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପବିତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ନିତ୍ୟାନନ୍ଦ ମିଶ୍ର […]

ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ

6 January 2026 kanika odisha 0

୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦ୍‌ଘାଟିତ କେନ୍ଦ୍ରାପଡା: ୨୩ ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ସ୍ଥାନୀୟ ମହିପାଳ ସ୍ଥିତ ଟେଲିକମ ପଡିଆରେ ଉଦଘାଟିତ ହୋଇଯାଇଛି । ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ ବୋଲି […]

ପୁସ୍ତକମେଳାରେ “ବେଷ୍ଟ ଅଫ୍ କେନ୍ଦ୍ରାପଡ଼ା” ଚିତ୍ର ପ୍ରଦର୍ଶନ : ରାଜ୍ୟସ୍ତରୀୟ ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ

5 January 2026 kanika odisha 0

କେନ୍ଦ୍ରାପଡା ୫/୧: ୬ ଜାନୁୟାରୀରୁ ୧୩ ଜାନୁୟାରୀ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ଆୟୋଜିତ ହେଉଥିବା ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାରେ ଚଳିତ ବର୍ଷ ସାମିଲ ହେବ ନିଆରା ଚିତ୍ର ପ୍ରଦର୍ଶନୀ । “ବେଷ୍ଟ ଅଫ୍ […]

ତୁଳସୀ ମହୋତ୍ସବ ମହାସମାରୋହରେ ଉଦ୍‌ଯାପିତ

5 January 2026 kanika odisha 0

ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ନାଟକ, ଘୋଡ଼ା ନାଚ, କଣ୍ଢେଇ ନାଚ ଏବଂ ଅକ୍ଷୟ ସଙ୍ଗୀତର ଅପୂର୍ବ ସମାହାରରେ ସଭିଏଁ ଉଲ୍ଲସିତ କେନ୍ଦ୍ରାପଡା ୫/୧ : କେନ୍ଦ୍ରାପଡ଼ା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ […]

ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗୀତ ସଦନର ବୈଠକ

5 January 2026 kanika odisha 0

କେନ୍ଦ୍ରାପଡା ୫/୧- କେନ୍ଦ୍ରପଡା ବ୍ଲକ ଅନ୍ତର୍ଗତ ମରଡପୁର ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗୀତ ସଦନର ବାର୍ଷିକ ବୈଠକ ଓ ବନ୍ଧୁମିଳନ ଉତ୍ସବ ବନ୍ଦରେଶ୍ୱରରେ ଥିବା ନଙ୍ଗୁଳି ମଠରେ […]

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ କ୍ରୀଡା ପ୍ରତିଯୋଗିତା ଉଦଯାପିତ

4 January 2026 kanika odisha 0

କେନ୍ଦ୍ରାପଡ଼ା,୪ା୧: କେନ୍ଦ୍ରାପଡା ଶିକ୍ଷା ବିକାଶ ସମିତି ଅଧିନରେ କେନ୍ଦ୍ରାପଡ଼ା ସଂକୁଳର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଡେରାବିଶ ବ୍ଲକ ଅନ୍ତର୍ଗତ ତିଲଙ୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଗାର ଗୋଟି ଶିଶୁବିଦ୍ୟାମନ୍ଦିରରୁ ଦୁଇଶହ […]

ଦୃଷ୍ଟିବାଧିତ ବି ସର୍ବଗୁଣ ସମ୍ପନ୍ନ

4 January 2026 kanika odisha 0

କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡ଼ା ପୌରସଂସ୍ଥା ଦ୍ୱାରା ପରିଚାଳିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ମହାତ୍ମା ଲୁଇସ ବ୍ରେଲିଙ୍କ ୨୧୭ ତମ ଜୟନ୍ତୀ ଓ ବିଶ୍ୱ ବ୍ରେଲି ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ […]

ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦଯାପିତ

4 January 2026 kanika odisha 0

କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚୟତ ଖେଳପଡିଆରେ ସାହାସପୁର ମହାବୀର ଆଥଲେଟିକ କ୍ଲବ ଆନୁକୂଲ୍ୟରେ ମଣିବାବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟିମ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ […]

ରାସ୍ତା ଅବରୋଧ ଯୋଗୁଁ ଦୁର୍ଘଟଣାରେ ପଡୁଛନ୍ତି ପଥଚାରୀ

4 January 2026 kanika odisha 0

କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡ଼ା ଜିଲ୍ଲାର ବସପୁର ଠାରୁ କେନ୍ଦ୍ରାପଡା ସଦର ଥାନା ଦେଇ କାକଟ ଲକ୍ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟରାସ୍ତାରେ ଯାତାୟତ କରିବାରେ ଏବେ ଗୁରୁତର ବାଧା ଉପୁଜିଛି। ଏହି ରାସ୍ତା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଦୁଇଟି […]

ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁପୂଜନ

4 January 2026 kanika odisha 0

କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ […]