କେନ୍ଦ୍ରାପଡା ଜିଲ୍ଲା ବାଳକ ଓ ବାଳିକାମାନଙ୍କ କ୍ରିକେଟ ଟୁର୍ଣ୍ଣାମେଟ ପ୍ରସ୍ତୁତି



କେନ୍ଦ୍ରାପଡା ତା.୧୨/୪ :କେନ୍ଦ୍ରାପଡା ଜିଲ୍ଲା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ୧୬ବର୍ଷ ଓ ୧୯ବର୍ଷରୁ କମ ବାଳକ ଓ ସେହିପରି ବାଳିକାମାନଙ୍କର ପ୍ରସ୍ତୁତି ମ୍ୟାଚ ହେଉଥିବା ସମୟରେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଆସି ସେଠାରେ ପିଲାମାନଙ୍କୁ ଉତ୍ସହିତ କରିଥିଲେ । ଅତିଥିମାନେ ପିଲାମାନଙ୍କ ସହିତ ପରିଚିତ ହୋଇ ଖେଳିଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲ୍ଲା ଡିଏସଓ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତି, ସଭାପତି ମହମ୍ମଦ ନଇମ ଓ ନିରଞ୍ଜନ କର, ବରଦାକାନ୍ତ ବରାଳ, ଜଗନ୍ନାଥ ସାହୁ, ରଶ୍ମିରଞ୍ଜନ ସିଂହ, ପ୍ରଫୁଲ୍ଲକୁମାର ମଲ୍ଲିକ, ଅସିତ କୁମାର ଦାସ, ହରିହର ବେହେରା, ଜ୍ୟୋତି ନାରାୟଣ ଶତପଥି, ଆକବର ଅଲ୍ଲୀ ଖାନ ଓ ଅନାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।


Leave a Reply

Your email address will not be published. Required fields are marked *

Next Post

ପଟ୍ଟାମୁଣ୍ଡାଇ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ସାମ୍ବିଧାନିକ ସମ୍ମିଳନୀ

Mon Apr 13 , 2026
ପଟ୍ଟାମୁଣ୍ଡାଇ ତା ୧୨/୪- ପଟ୍ଟାମୁଣ୍ଡାଇ ବ୍ଲକ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୧୭ତମ ସାମ୍ବିଧାନିକ ସମ୍ମିଳନୀ ବଡ଼ମୋହନ ପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ଆରମ୍ଭରେ ପ୍ରାକ୍ତନ ବ୍ଲକ ସଭାପତି ସୁନାମଣି ଦାଶ ପତାକା ଉତ୍ତୋଳନ କରିଥିଲେ ।  ଜିଲ୍ଲା ସଂଘ ସଭାପତି କରୁଣାକର ଭଳ ଓ ଯୁଗ୍ମ ସମ୍ପାଦକ ତୁଷାରକାନ୍ତ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ଫଟୋ […]

KANIKA