ବାବା ବୈକୁଣ୍ଠନାଥ ସେବାସଂସ୍ଥା ପକ୍ଷରୁ ପୁରୀରେ ଶୁଖିଲାଖାଦ୍ୟ ବଣ୍ଟନ



କେନ୍ଦ୍ରାପଡ଼ା,୧୮ା୭:କେନ୍ଦ୍ରାପଡାର ଗରାପୁରସ୍ଥିତ ବାବା ବୈକୁଣ୍ଠନାଥ ସେବା ସଂସ୍ଥା ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ପୁରୀ ବଡଦାଣ୍ଡର ଗୋୟେଙ୍କା ଧର୍ମଶାଳା ସମୁଖରେ ୧୦ହଜାର ଭକ୍ତଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ଦହି ପାଣି, ଚା ଓ ବିସ୍କୁଟ ପ୍ରଭୃତି ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ପ୍ରଶାନ୍ତ ଆଚାର୍ଯ୍ୟ, ସରୋଜ ସାହୁ, ପ୍ରଶାନ୍ତ ବେହେରା, ବିଭୁଦତ୍ତ ମଲିକ, କାଳିଆ ସାହୁ,ଟିଟୁ କୁଣ୍ଡୁ, ବିଶ୍ୱଜିତ ତରେଇ, ଧନ ସାହୁ, ପ୍ରତାପ ମହାନ୍ତି, ଶିବେନ୍ଦ୍ର ସାହୁ, କୃପାସିନ୍ଧୁ ମଲିକ, ମୃତୁଞ୍ଜୟ ମହାନ୍ତି, ସନାତନ ବେହେରା, ରାଜେନ୍ଦ୍ର ମହାପାତ୍ର, କାବୁ ଦାସଙ୍କ ସମେତ ସେବା ସଂସ୍ଥାର ୮୦ ସଦସ୍ୟ ସହଯୋଗ କରିଥିଲେ।


Be the first to comment

Leave a Reply

Your email address will not be published.