ପଟ୍ଟାମୁଣ୍ଡାଇରେ ବିରଳ ହଳଦିଆ ବେଙ୍ଗ ,ପ୍ରଜନନ ଋତୁରେ ଅଣ୍ଡିରା ବେଙ୍ଗ ହଳଦିଆ ହୁଅନ୍ତି

6 July 2026 kanika odisha 0

ପଟ୍ଟାମୁଣ୍ଡାଇ୮/୫– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ଅଦ୍ଭୁତ ଏବଂ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଂଚଳରେ ହଳଦିଆ ରଙ୍ଗର କେତେଗୁଡିଏ ବେଙ୍ଗ ଠାବ କରାଯାଇଛି। ସାଧାରଣତଃ ଉପକୂଳ ଅଂଚଳରେ ଶାଗୁଆ କିମ୍ବା […]

କୁସଂସ୍କାର ବିରୋଧରେ ସ୍ୱର ଉତୋଳନ ହିଁ ପ୍ରକୃତ ଶିକ୍ଷା

6 July 2026 kanika odisha 0

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ପଟ୍ଟାମୁଣ୍ଡାଇ୭/୫–୧୯୭୦ ମସିହାରେ ସ୍ଥାପିତ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ଦୀର୍ଘ ୫୬ ବର୍ଷର ଗୌରବମୟ ଯାତ୍ରା ଅତିକ୍ରମ କରି ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି। ଏହି ଅନୁଷ୍ଠାନ […]

ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଙ୍ଘର ବାହୁଡା ପାଇଁ ପ୍ରସ୍ତୁତି ବୈଠକ

6 July 2026 kanika odisha 0

କେନ୍ଦ୍ରାପଡ଼ା,୫ା୭:କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଆଗନ୍ତୁକ ଭକ୍ତମାନଙ୍କ ସେବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ […]

କେନ୍ଦ୍ରାପଡାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ପ୍ରକାଶନ

6 July 2026 kanika odisha 0

କେନ୍ଦ୍ରାପଡ଼ା,୫ା୭:କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅନର୍ଗତ ଭୋଟର ତାଲିକା ଚିଠା ପ୍ରକାଶନ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ରଘୁରାମ ଆର. ଆୟର ତଥ୍ୟ ପ୍ରଦାନ କରିଥିଲେ। ମୁଖ୍ୟ […]

ଶୂନ୍ୟ ବାଲ୍ୟ ବିବାହ ଜିଲ୍ଲା ହେବ କେନ୍ଦ୍ରାପଡ଼ା: ଜିଲ୍ଲାପାଳ

5 July 2026 kanika odisha 0

କେନ୍ଦ୍ରାପଡ଼ା,୪ା୭:କେନ୍ଦ୍ରାପଡ଼ା ଜିଲ୍ଲା ଶୂନ୍ୟ ବାଲ୍ୟ ବିବାହ ଜିଲ୍ଲା ହେବ। ଏ ନେଇ ଏକ ଆକ୍ସନ ପ୍ଲାନ ତିଆରି ହୋଇଛି। ଏହି ଯୋଜନା ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯିବ। […]

ରଥଯାତ୍ରା ୨୦୨୬ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

5 July 2026 kanika odisha 0

କେନ୍ଦ୍ରାପଡ଼ା, ୪ା୭: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ୨୦୨୬କୁ ଶାନ୍ତିଶୃଙ୍ଖଳା ସହିତ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ […]