ପଟ୍ଟାମୁଣ୍ଡାଇରେ ଜଳ ସମ୍ପଦ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ
ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ତତ୍ପର ବିଭାଗ, କେନାଲ ଜଳ ଯୋଗାଣ, ନିର୍ମାଣଧୀନ ମେଗା ପ୍ରକଳ୍ପର ସମୀକ୍ଷା, ବ୍ୟାରେଜ୍ ନିର୍ମାଣର ଆକଳନ ପଟ୍ଟାମୁଣ୍ଡାଇ ୨୫/୭ –ପଟ୍ଟାମୁଣ୍ଡାଇ ଅଂଚଳର ଜଳ ସେଚନ, ନିକାସ ଓ ପାନୀୟ […]
ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ତତ୍ପର ବିଭାଗ, କେନାଲ ଜଳ ଯୋଗାଣ, ନିର୍ମାଣଧୀନ ମେଗା ପ୍ରକଳ୍ପର ସମୀକ୍ଷା, ବ୍ୟାରେଜ୍ ନିର୍ମାଣର ଆକଳନ ପଟ୍ଟାମୁଣ୍ଡାଇ ୨୫/୭ –ପଟ୍ଟାମୁଣ୍ଡାଇ ଅଂଚଳର ଜଳ ସେଚନ, ନିକାସ ଓ ପାନୀୟ […]
ପଟ୍ଟାମୁଣ୍ଡାଇ ୨୪/୭ -ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅନ୍ତର୍ଗତ ଅଳପୁଆ ପଂଚୟତର ଦାମୋଦରପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ବିଦ୍ୟାଳୟ ଚାଲିଥିବା ଅଭିଯୋଗ ହୋଇଆସୁଥିବା ବେଳେ ଗ୍ରାମବାସୀ ଓ […]
କେନ୍ଦ୍ରାପଡା ୨୪/୭ : କେନ୍ଦ୍ରାପଡା-ପବିତ୍ର ବାହୁଡା ଯାତ୍ରା ଅବସରରେ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ବଳ ଦେବଜୀୟୁଙ୍କ ବଡ ଦାଣ୍ଡରେ ବାହୁଡା ଯାତ୍ରାରେ ଯୋଗ ଦେବାକୁ ଆସିଥିବା ଭକ୍ତ ମାନଙ୍କର ସେବା […]
କେନ୍ଦ୍ରାପଡ଼ା,୨୪ା୭:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ପୂର୍ବତନ ସଭାପତି ବିମ୍ବାଧର ମୁଦୁଲିଙ୍କ ଆଜି ଭୋର ସମୟରେ କଟକସ୍ଥିତ ଏସ୍.ସି.ବି. ମେଡିକାଲ […]
କେନ୍ଦ୍ରାପଡ଼ା,୨୪ା୭:ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ରାଜସ୍ୱ ନୀରିକ୍ଷକ। ଏକ ମ୍ୟୁଟେସନ କେଶରେ ରିପୋର୍ଟ ପ୍ରଦାନ ନିମନ୍ତେ ଆର.ଇ. ୫ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ସୂଚନା ଅନୁଯାୟି […]
କେନ୍ଦ୍ରାପଡା୨୩ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଦୁହୁରିଆ ବିଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ନଡିଆ ଗଛର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ […]
କେନ୍ଦ୍ରାପଡ଼ା,୨୩ା୭:ଜଣେ ଦଳିତ ବର୍ଗର ମହିଳାଙ୍କୁ ଖାଉଟି ସାମଗ୍ରୀ ପ୍ରଦାନରୁ ବଞ୍ଚିତ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ ବାରିମୂଳ ଗ୍ରାମପଞ୍ଚାୟତର ଖଣ୍ଡସାହି ଗ୍ରାମର ଗୈାତ୍ତମ ମଳିକଙ୍କ […]
ପଟ୍ଟାମୁଣ୍ଡାଇ ତା ୨୩/୭- ପଟ୍ଟାମୁଣ୍ଡାଇ (ନରେନ୍ଦ୍ର ଧଳ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଦେଇ ଯାଇଥିବା ଅଳପୁଆ-ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ସୃଷ୍ଟି ହୋଇଛି ଗଭୀର ରେନକଟ। ପ୍ରବଳ ବର୍ଷା ଜଳ ଓ ଭାରିଯାନ […]
ଖଡିଅଂଟା ବାତ୍ୟା ଆଶ୍ରୟସ୍ଥଳୀ ପଟ୍ଟାମୁଣ୍ଡାଇ ୨୩/୭ -ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଖଡିଅଂଟା ସ୍କୁଲ ନିକଟରେ ଥିବା ବିପଦପୂର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। କୋଠାର ଛାତରୁ ହଠାତ୍ […]
କେନ୍ଦ୍ରାପଡ଼ା,୨୩ା୭:ମାଇଁ ଆଲୁମନି ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ଆଲୁମନି ଗାର୍ଡେନରେ ପରିବେଶ […]
କେନ୍ଦ୍ରାପଡ଼ା ୨୩/୭ : ନିଟ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ହୋଇଥିବା ପ୍ରତିବାଦ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ କଥିତ ପୋଲିସ ଆକ୍ରମଣ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ […]
କେନ୍ଦ୍ରାପଡ଼ା,୨୨ା୭:ପାରାଦୀପସ୍ଥିତ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଷ୍ଟେଟବ୍ୟାଙ୍କ ପେନସନର୍ସମାନଙ୍କ ସମସ୍ୟା ସମାଧାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ପରିଚାଳକ […]
କେନ୍ଦ୍ରାପଡ଼ା,୨୨/୭ – କେନ୍ଦ୍ରାପଡ଼ା ଜିଲ୍ଲା ଜମଧର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଦିନ ବିଳମ୍ବରେ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ କରି ଗ୍ରାମବାସୀମାନେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ […]
ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ଶିବିର ପଟ୍ଟାମୁଣ୍ଡାଇ ୨୧/୭ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ପ୍ରତି […]
କେନ୍ଦ୍ରାପଡା୨୧ା୭: ମଧୁସାଗର ଆବାସିକ ବିଦ୍ୟାପୀଠର ପ୍ରତିଷ୍ଠାତା ସ୍ୱର୍ଗତ ଚିନ୍ତାମଣି ଗୁରୁଜୀଙ୍କ ପ୍ରିୟ ଛାତ୍ର ତଥା ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଶିକ୍ଷକ ନେତା ଭ୍ରମର ରାଉତଙ୍କ ଜନ୍ମ ବାର୍ଷିକୀ ଅବସରରେ ଅଙ୍ଗୁଳାଇ ଗ୍ରାମ […]
କେନ୍ଦ୍ରାପଡ଼ା ୨୧/୭: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମାଉସୀ ମା ମନ୍ଦିର ପରିସରରେ ହେରାପଞ୍ଚମୀ ଉପଲକ୍ଷେ ସମିର ଟିଭି ଏସ୍ ଏବଂ ଚକ୍ରବ୍ୟୁହ ନିୟୁଜ୍ ଚ୍ୟାନେଲ ତରଫରୁ ଲୁଚି ରହିଥିବା […]
କେନ୍ଦ୍ରାପଡ଼ା,୨୧ା୭:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଇଛନ୍ତି ପ୍ରାଧ୍ୟାପକ ଚିତ୍ତରଞ୍ଜନ ଦାସ। ପ୍ରାଧ୍ୟାପକ ଦାସ କଟକ ଜିଲ୍ଲା କୁଆଁପାଳସ୍ଥିତ ଜବାହରଲାଲ ନେହେରୁ ଡିଗ୍ରୀ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ।ଉଚ୍ଚଶିକ୍ଷା ବିଭାଗ ପ୍ରାଧ୍ୟାପକ […]
କେନ୍ଦ୍ରାପଡ଼ା,୨୧ା୭:ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ଶ୍ରୀବଳଦେବଜୀଉ ଭାଇ ଶ୍ରୀଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଶ୍ରୀମନ୍ଦିରରୁ ଗୁଣ୍ଡିଚା ଯାତ୍ରାରେ ବହାରି ମାଉସୀ ମା’ ଆଡ଼ପ ମଣ୍ଡପରେ ବିଜେ ହୋଇଛନ୍ତି। ରଥଯାତ୍ରାର ତୃତୀୟ ଦିବସରେ ପହଣ୍ଡି […]
କେନ୍ଦ୍ରାପଡ଼ା,୨୧ା୭:ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଜଗନ୍ନାଥ ମନ୍ଦିରରେ ଭାଗବତ ସପ୍ତାହ ପାରାୟଣକୁ ଉଦଘାଟନ କରି କହିଲେ ଭାଗବତ ମହାପୁରାଣ ସପ୍ତାହ ବିଧିବିଧାନ ଭାବରେ ପାରାୟଣ କଲେ […]
କେନ୍ଦ୍ରାପଡ଼ା,୨୧ା୭: କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ପବିତ୍ର ବାହୁଡା ରଥଯାତ୍ରା ନିମନ୍ତେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଶ୍ରୀଜୀୟୁଙ୍କ ଯାତ୍ରୀ ନିବାସ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରଘୁରାମ […]
ପଟ୍ଟାମୁଣ୍ଡାଇ ୨୦/୭ – ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ କଷଣଅଂଟା ଥରେ ୫୫କୋଟି ଟଙ୍କା ବ୍ୟୟରେ ନୂତନ ସବଡିଭିଜନ ହସ୍ପିଟାଲ ଗୃହ ନିର୍ମାଣ ଚାଲିଛି । ଆଗାମୀ ଦିନରେ ଏହି ନୂତନ ସବଡିଭିଜନ ହସ୍ପିଟାଲ […]
ପଟ୍ଟାମୁଣ୍ଡାଇ ୨୦/୭ – ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଅଧୀନରେ ଥିବା ସାନଜରିଆ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଜନସଂଖ୍ୟା ଦିବସ ଓ ସଚେତନତା ପକ୍ଷ ପାଳିତ ହୋଇଯାଇଛି । […]
ପଟ୍ଟାମୁଣ୍ଡାଇ ୨୦/୭\ ପଟ୍ଟାମୁଣ୍ଡାଇ କଲେଜର ନୂତନ ଅଧ୍ୟକ୍ଷ ଭାବେ କେନ୍ଦ୍ରାପଡ଼ା କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ବରିଷ୍ଠ ପ୍ରାଧ୍ୟାପକ ଗୌର ପ୍ରସାଦ ଷଢଙ୍ଗୀ ବିଦାୟୀ ଅଧ୍ୟକ୍ଷ କ୍ୟାପଟେନ ମନୋଜ ପରିଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ […]
କେନ୍ଦ୍ରାପଡା୨୦ା୭: ରାମ ମନ୍ଦିର ନାମରେ ରାଜନୀତି କରି ସରକାରକୁ ଆସିଥିବା ବିଜେପି ଦଳର ସମର୍ଥକ ତଥା ଆରଏସ୍ଏସ୍ ସଦସ୍ୟ ରାମ ମନ୍ଦିର ଦାନ ବା ଭେଟିକୁ ଚୋରି କରାଯାଉଛି । ଏହି ଚୋରି ଅର୍ଥରେ […]
Copyright © 2026 | WordPress Theme by MH Themes