Day: 27 September 2026

ବସ ଦୁର୍ଘଟଣାର ସୁଯୋଗ ନେଇ ଚୋରି: ୭ଟି ଭିଭୋ ମୋବାଇଲ ଉଦ୍ଧାର, ହେଲପର ଗିରଫ

ପଟ୍ଟାମୁଣ୍ଡାଇ ୨୭/୯ - ବସ ଦୁର୍ଘଟଣାର ସୁଯୋଗ ନେଇ ମୋବାଇଲ ଚୋରି ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଚୋରି ହୋଇଥିବା...