Day: 23 October 2026

ପଟ୍ଟାମୁଣ୍ଡାଇରେ ଶାରଦୀୟ ଦୁର୍ଗାପୂଜା ବଙ୍ଗଳୀଦୂର୍ଗାଙ୍କ ନିକଟରେ ଅପରାଜିତା ପୂଜା, ସିନ୍ଦୂର ଖେଳ

କେନ୍ଦ୍ରାପଡା ୨୨/୧୦ -କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସହର ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୁର୍ଗାପୂଜା ପାଇଁ ସମଗ୍ର ଅଂଚଳ ଏବେ ଉତ୍ସବମୁଖର...