ଜଳସଂପଦ ସହନିର୍ବାହୀ ଯନ୍ତ୍ରିଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଦନା



ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଆସନ୍ତାକାଲି ଅବସର ଗ୍ରହଣ କରିବେ । ସେ ୧୮/୧/୨୦୨୧ୁର ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଏସଡିଓ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ୩୦/୬/୨୦୨୪ରେ ଅବସର ନେବେ । ଏଥିନେଇ ଶନିବାର ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ତାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଦନା ଦିଆଯାଇଛି । ଏଥିରେ କେନ୍ଦ୍ରାପଡା ଅଧିକ୍ଷଣଯନ୍ତ୍ରୀ ଉମେଶ କୁମାର ସେଠୀ ଯୋଗ ଦେଇ କହିଥିଲେ ଯେ ପ୍ରଭାତ ବାବୁ ଜଣେ ଅତି ଶାନ୍ତଶିଳ ପ୍ରକୃତିର ଏବଂ କଠିନ ପରିଶ୍ରମ କରନ୍ତି ବୋଲି କହିଥିଲେ ।ଏଥିରେ ଅଳଭା-୧ ଯନ୍ତ୍ରୀ ସୁନିଲ ନାୟକ, ଅଳଭା-୨ ଯନ୍ତ୍ରୀ ମନରଞନ ସାହୁଙ୍କ ସମେତ ଜଳସଂପଦବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


Next Post

କର୍କଟ ପିଡିତାକୁ ସହାୟତାର ହାତବଢାଇଲା ଚାରିଟେବୁଲ ଟ୍ରଷ୍ଟ

Sun Jun 30 , 2024
କେନ୍ଦ୍ରାପଡା, ୨୯/୬: କେନ୍ଦ୍ରାପଡ଼ା ସହରର କଜଳା ନିବାସୀ ନାରାୟଣ ମଲ୍ଲିକ(୪୫) ଗତ କିଛି ବର୍ଷ ହେବ ମୁଖ କର୍କଟ ରୋଗରେ ପିଡିତ ହେଇଛନ୍ତି । ଶ୍ରୀ ମଲ୍ଲିକ ତାଙ୍କ ପରିବାରର ଏକ ମାତ୍ର ରୋଜଗାର ବ୍ୟକ୍ତି ଅଟନ୍ତି । ସେ ଇଲେଟ୍ରିସିଆନ ଭାବେ କାର୍ଯ୍ୟ କରି ତାଙ୍କ ବୃଦ୍ଧ ମାତା, ଅବିଭାହିତା ଭଉଣି, ପତ୍ନୀ ଓ ଦୁଇଟି ପିଲାଙ୍କ ଭରଣ ପୋଷଣ କରିଥାନ୍ତି । ବର୍ତ୍ତମାନ ସେ ପରିବାର ପୋଷଣ […]

KANIKA