କେନ୍ଦ୍ରାପଡ଼ା, ୫ା୮: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗରୁ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଶୁଭଶ୍ରୀ ଶସ୍ମିତା ସ୍ୱାଇଁ ସ୍ନାତ୍ତୋକୋତ୍ତର(ପିଜି) ଶ୍ରେଣୀରେ ଅଧ୍ୟୟନ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଥିଲେ । ସୁଶ୍ରୀ ସ୍ୱାଇଁ ପିଜି ପ୍ରବେଶିକା ପରୀକ୍ଷାରେ ସାରା ରାଜ୍ୟରେ ଦଶମ ସ୍ଥାନ ଅଧିକାର କରିଛନ୍ତି । ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଥିବା ସୁଶ୍ରୀ ସ୍ୱାଇଁ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ସ୍ଥିତ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ କନ୍ୟା । ସେ +୩ ପରୀକ୍ଷାରେ ସେ ୭୮.୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ସୁଶ୍ରୀ ସ୍ୱାଇଁଙ୍କ ଏହି କୃତିତ୍ୱ କେନ୍ଦ୍ରାପଡା ମହାବିଦ୍ୟାଳୟକୁ ଗୈାରବାନ୍ୱିତ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ତାଙ୍କ ପାଇଁ ଗର୍ବିତ ।
kanikanews.in
Next Post
ବଜ୍ରମହାକାଳୀ ସାନମାଣତିଆ ପଞ୍ଚାୟତ ହାଇସ୍କୁଲରେ ଚାରାରୋପଣ କାର୍ଯ୍ୟକ୍ରମ
Tue Aug 6 , 2024
କେନ୍ଦ୍ରାପଡ଼ା, ୫/୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତସ୍ଥିତ ଜରିଆବାଡ ବଜ୍ରମହାକାଳୀ ପଞ୍ଚାୟତ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଚାରାରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସଭାପତି ସମାଜସେବୀ ଗଣେଶ୍ୱର ସାମଲ, ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା, ଇକୋ କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଣବ କୁମାର ଜେନା, ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର କୁମାର ପରିଡା, ଶିକ୍ଷୟିତ୍ରୀ ବବିତା ରାଉତଙ୍କ ସମେତ ବିଦ୍ୟାଳୟ […]

KANIKA
- 6 months ago
ବଳଦେବ ଉଚ୍ଚ ବିଦ୍ୟାଳୟରେ ପଞ୍ଚସଖା ଶିକ୍ଷା ସେତୁର ସଭା
- 1 year ago
ରିଲ୍ସ କରି ବାହାର ଲୋକଙ୍କୁ ଦେଖାଇବା ଅଶୋଭନୀୟ
- 2 years ago
ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳିତ
- 4 months ago
କେନ୍ଦ୍ରାପଡାରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ
- 12 months ago
ମତ୍ସ୍ୟ ଅଧିକାରୀଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ
- 8 months ago
ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ
- 11 months ago
ପଟ୍ଟାମୁଣ୍ଡାଇ ବ୍ଲକରେ ୱାର୍ଡ ସଭ୍ୟ ତାଲିମ ଶିବିର ଉଦଯାପିତ