କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତଙ୍କୁ ନୂଆ ଦାୟିତ୍ୱ ,ବିଭିନ୍ନ ମହଲରୁ ଶୁଭେଚ୍ଛା



ପଟ୍ଟାମୁଣ୍ଡାଇ ୧୭/୮ -ଭାଜପା କେନ୍ଦ୍ରାପଡା ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡାଙ୍କୁ ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ମିଳିଛି । ଏମ୍‌ପି ବୈଜୟନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁ ଦାୟିତ୍ୱ ଦେଇଛନ୍ତି । ବୈଜୟନ୍ତଙ୍କୁ ଏହି ଦାୟିତ୍ୱ ମିଳିବା ପରେ ପଟ୍ଟାମୁଣ୍ଡାଇ ଭାଜାପା ପକ୍ଷରୁ ନଗର ପ୍ରଭାରୀ ଶୁଶିଲ ପରିଡା, ଗିରିଜା ଶଙ୍କର ସାମଲ,ଜିଲା ଭାଜପା ସଂପାଦକ ଚନ୍ଦନ ପାତ୍ର, ଭାରତ ଭୂଷଣ ଦାଶ, ପରେଶ ସାହୁ ପ୍ରମୁଖ ଶୁଭେଛା ଜଣାଇଛନ୍ତି ।


Next Post

ରାଜ୍ୟସ୍ତରୀୟ ପଦକ ପାଇଲେ କେନ୍ଦ୍ରାପଡା ପୁଅ ଅବିର ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ

Sun Aug 18 , 2024
କେନ୍ଦ୍ରାପଡ଼ା,୧୮ା୮: ରାଜଧାନୀରେ ରାଜ୍ୟସ୍ତରୀୟ ପଦକ ପାଇଛନ୍ତି କେନ୍ଦ୍ରାପଡ଼ାର ପୁଅ ସେକ୍ ଅବିର। କେନ୍ଦ୍ରାପଡ଼ା ପୌରାଞ୍ଚଳର ୧୧ ନଂ. ୱାର୍ଡ ଖଡିଅଙ୍ଗ ଗ୍ରାମର ପୁଅ ଅବିର ପେଶାରେ ଜଣେ ହାବିଲଦାର। ସେ ୧୯୮୮ ମସିହାରୁ ଭୁବନେଶ୍ୱର ସହରାଞ୍ଚଳ ଟି.ଟି.ଆଇ. ଭାବେ କାର୍ଯ୍ୟ କରୁଛନ୍ତି। ସେ ଜଣେ ଦକ୍ଷ ଫୁଟବଲ ଖେଳାଳୀ। ପଡିଆରେ ସେ ଡିଫେଣ୍ଡର ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ। କେନ୍ଦ୍ରାପଡ଼ା ସୁରଜ ସ୍ପୋର୍ଟିଂ କ୍ଲବର ସେ ଜଣେ ଦକ୍ଷ ଡିଫେଣ୍ଡର ଥିଲେ। […]

KANIKA