ନନ୍ଦଲାଲଜୀଉଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ


ପଟ୍ଟାମୁଣ୍ଡାଇ ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ନନ୍ଦଲାଲପାଟଣାରେ ବିଶ୍ୱଶାନ୍ତି ମହାଯଜ୍ଞ ସଫଳତାର ସହ ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକାରୀ ପ୍ରଦୀପ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଅଳପୁଆ ସରପଂଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ପୂର୍ବତନ ସମିତ ସଭ୍‌୍ୟ ଚନ୍ଦନ ସାହୁ,ପୂର୍ବତନ ସରପଂଚ ରମେଶ ଦାସ,କୃତିବାସ ସାହୁ, ,ଅମରେନ୍ଦ୍ର ଦାଶ, ଗୋବର୍ଧନ ଦାଶ, ଶୁଭେନ୍ଦ୍ର ଦାଶ, ପଦ୍ମନାଭ ନାୟକ,ଜାନକୀ ବିଶ୍ୱାଳ,ଦୁଃଶାସନ ସାହୁ, ରାଜେନ୍ଦ୍ର ବିହାରୀ, ଉମାକାନ୍ତ ବିହାରୀ, ମଧୁସୂଦନ ଦାସ, ଡମ୍ବରୁ ଧର ବିଶ୍ୱାଳ, ଦିଲ୍ଲୀପ ବିଶ୍ୱାଳ, ଗୋପୀନାଥ ଦାସ, ଫଗୁଣୀ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ହେମନ୍ତ ଦାସ, ଉଦୟ କୁମାର ନାଥ, ସ୍ୱାଗତ ରଞ୍ଜନ ସାହୁ, ନାରାୟଣ ଦାଶ, ରଞ୍ଜିତ ନାୟକ, ରଶ୍ମିକାନ୍ତ ବେହେରା, ନିରାକାର ବିଶ୍ୱାଳ, ବୀରବର ବିଶ୍ୱାଳ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ


Next Post

ଡାମରପୁର ଘାଟ ନିକଟରୁ ମୃତ କୁମ୍ଭୀର ଉଦ୍ଧାର

Wed Oct 30 , 2024
ପଟ୍ଟାମୁଣ୍ଡାଇ ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ପଂଚାୟତ ଡାମରପୁର ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଏକ ମୃତ କୁମ୍ଭୀର ଠାବ କରାଯାଇଛି । ଏହି କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ପ୍ରକାଶ ଯେ ଡାମରପୁର ଘାଟ ନିକଟରେ ଆଜି ସକାଳେ ୮ଫୁଟ ଲମ୍ବର ଏକ ମୃତ ବଉଳା କୁମ୍ଭୀର ଭାସୁଥିବା ସ୍ଥାନୀୟ ଜନସାଧାରଣ ଦେଖି ରାଜନଗର ବନପାଳ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଏହି ଖବର […]

KANIKA