ବିବାହ ପ୍ରସ୍ତାବ ଦେଖିବାକୁ ଆସି ଯୁବତୀଙ୍କ ଗଳା କାଟିଦେଲେ ଯୁବକ



କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ତାଙ୍କ ମାଆଙ୍କ ସହିତ ଝିଅ ଦେଖିବାକୁ ଆସି ଯୁବତୀଙ୍କ ଗଳା କାଟିଦେଲେ । ପରିବାର ଲୋକ ଝିଅର ଚିତ୍କାର ଶୁଣି ଘର ି ଝିଅକୁ ଉଦ୍ଧାର କରିଥିଲେ । ଗାଁ ଲୋକମାନେ ଅଭିଯୁକ୍ତକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରୁ ଯୁବକକୁ ଥାନାକୁ ଆଣି ତଦନ୍ତ ଚଳାଇଛି ।


Discover more from

Subscribe now to keep reading and get access to the full archive.

Continue reading