

ପଟ୍ଟାମୁଣ୍ଡାଇ ତା ୨୫/୯- ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ୮,୯ ୧୦ନଂ ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ରାଜନଗର ବିଧାୟକ ଧ୍ରୁବ ସାହୁ,ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ହାଇଟେକ ହସ୍ପିଟାଲ ଉପାଧକ୍ଷ ମନୋଜ କୁମାର, ନଗର ବିଜେଡି ସଭାପତି ବୁଢା ଲେଙ୍କା ଯୁବନେତା ରାଜୁ ପାତ୍ର କାଉନସିଲର ପ୍ରିୟଙ୍କା ସେଠୀ କାଉନସିଲର ପ୍ରଶାନ୍ତ ବାରିକ ଯୁବନେତା ଚିତ୍ତରଞ୍ଜନ ସେଠୀ (ଦିଲୁ), ବରିଷ୍ଠ ନେତା ସୁରେନ୍ଦ୍ର ଗିରି ଅନିଲ ପଣ୍ଡା ପୁରୁଷୋତ୍ତମ ଗିରି ବାପି ସାମଲ ମେଘଶ୍ୟାମ ସାହୁ ପ୍ରମୁଖ ବନ୍ୟା ବିପନ୍ନ ୮,୯ ଓ ୧୦ନଂ ୱାର୍ଡକୁ ଯାଇ ରିଲିଫ ବଣ୍ଟନ କରିଥିଲେ I ରାଜନଗର ବିଧାୟକଙ୍କ ଅନୁରୋଧରେ ଭୁବନେଶ୍ୱର ହାଇଟେକ ହସ୍ପିଟାଲ କତୃପକ୍ଷ ବନ୍ୟା ବିପନ୍ନ ଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଇ ଥିଲେ I

Leave a Reply