ପୁଣି କୁମ୍ଭୀର ମୁହଁରେ ଗଲା ଆଉ ଜଣଙ୍କ ଜୀବନ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମର ଭାସ୍କର ରାଉତ (୬୦)ଙ୍କୁ କୁମ୍ଭୀର ଝାମ୍ପି ନେଇ ଥିବା ସୁଚନା ମିଳିଛି।ନଦୀ କୂଳରେ ମଇଁଷି ଚରାଉଥିବ ବେଳେ ଟାଣିନେଇଥିବା ଜଣାପଡିଛି।


Next Post

ପୁଣି ମଣିଷ ଖିଆ କୁମ୍ଭୀର ଆକ୍ରମଣରେ ଚାଲି ଗଲା ଆଉ ଜଣଙ୍କ ଜୀବନ

Thu Aug 31 , 2023
ପୁଣି ମଣିଷ ଖିଆ କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ବ୍ରାହ୍ମଣୀ ନଦୀରେ ଧୋଇ ହେଉଥିବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଘଟିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ହେଲେ ଭାସ୍କର ରାଉତ (୬୦) । ଗ୍ରାମବାସୀଙ୍କ ଦ୍ୱାରା ଖୋଜା ଖୋଜି ଜାରି ରହିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ […]

You May Like