କେନ୍ଦ୍ରାପଡାର ଦୁଇ କନିଷ୍ଠ ଟେନିସ କ୍ରିକେଟ ଖେଳାଳି ଓଡିଶା ଦଳପାଇଁ ମନୋନୀତ


କେନ୍ଦ୍ରାପଡ଼ା : ଷୋହଳ ବର୍ଷରୁ କମ ଓଡିଶା ଟେନିସ କ୍ରିକେଟ ଦଳରେ କେନ୍ଦ୍ରାପଡାରୁ ଦୁଇ ଜଣ ଖେଳାଳି ମନୋନୀତ ହୋଇ ମହାରଷ୍ଟ୍ର ଯାତ୍ରା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର ଗୋପବନ୍ଧୁ କ୍ରିକେଟ କ୍ଲବର ସୌମ୍ୟ ମଲ୍ଲିକ ଓ ଯଥାର୍ଥ ମଲ୍ଲିକ ଏହି ଦଳର ଖେଳାଳିଭାବେ ମନୋନୀତ ହୋଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି ।


Discover more from

Subscribe now to keep reading and get access to the full archive.

Continue reading