kanika odisha

ଦାରିଦ୍ରତା ଶିଶୁଶ୍ରମିକ ସୃଷ୍ଟିର ମୁଖ୍ୟ କାରଣ ,ତାଲୁକ ଆଇନ ସେବା ସମିତି ପକ୍ଷରୁ ଶିଶୁ ଶ୍ରମିକ ନିବାରଣ ଦିବସ

  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶରେ ବୁଧବାର ତାଲୁକ ଆଇନ ସେବା...

ଜିଲ୍ଲାକୁ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ ନମିଳିବାରୁ କେନ୍ଦ୍ରାପଡାବାସୀ ନିରାଶ!

କେନ୍ଦ୍ରାପଡ଼ା, ୧୨ା୬: ଦିନ ଥିଲା କେନ୍ଦ୍ରାପଡାକୁ ମନ୍ତ୍ରୀପଡା ବୋଲି କୁହାଯାଉଥିଲା । ଜିଲ୍ଲାରେ ଏକାଥରକେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ୩/୪ଜଣ ମନ୍ତ୍ରୀ ଥିବା ବେଳେ କେନ୍ଦ୍ରାପଡା ଲୋକସଭା...

ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ କବି, ଲେଖକ, କଳାକାର ସମ୍ମିଳନୀ

କେନ୍ଦ୍ରାପଡା ୧୨ା୬ - କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଶ୍ୟାମସୁନ୍ଦରପୁର୍ ସ୍ଥିତ ଚଣ୍ଡିଆ ପାଲେସ୍ ପରିସରରେ କବି ଲେଖକ ଓ...

ଚଉଦକୁଲାଟରେ ଧନ୍ୟବାଦ ପଦଯାତ୍ରା

କେନ୍ଦ୍ରାପଡ଼ା,୧୨ା୬: କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ବିଜୟ ଲାଭ ପରେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା ମଙ୍ଗଳବାର ବିଜୟ ଶୋଭାଯାତ୍ରାରେ ବାହାରି ଚନ୍ଦନପୁର ପଞ୍ଚାୟତରେ ଧନ୍ୟବାଦ ପଦଯାତ୍ରାରେ...

ଓଡିଶସାରେ ବିଜେପିର ନୂଆ ସରକାର , ନିର୍ବାଚନ ଇସ୍ତାହାର ପାଳନ ନେଇ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ

ଭୁବନେଶ୍ୱର,- ଭାରତୀୟ ଜନତା ପାଟିର ଦଳ ଆଜି ନୂଆ ସରକାର ଦାୟିତ୍ୱ ଗ୍ରହଣ କରବାକୁ ଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ସଫଳତା ପରେ...

ମୌସୁମୀ ପ୍ରବେଶ ସତ୍ୱେ ବର୍ଷା ଅଭାବ, କେନାଲରେ ପାଣି ନାହିଁ , ଚିନ୍ତାରେ ଚାଷୀ, ଚାଷକାର୍ଯ୍ୟ ପ୍ରଭାବିତ

ଓଡିଶାରେ ମୌସୁମୀ ପ୍ରବେଶ ସତ୍ୱେ ରାଜ୍ୟରେ ବର୍ଷା ନାହିଁ । ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଛି । ଆସନ୍ତା ଶୁକ୍ରବାର ରଜପର୍ବ ଆରମ୍ଭ ହୋବ ।...

ବନ ବିଭାଗର ବେଆଇନ କାର୍ଯ୍ୟ ବିରୋଧରେ ରାମଚଣ୍ଡୀ କୃଷକସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୧୧ା୬: ବନ ବିଭାଗର ବେଆଇନ କାର୍ଯ୍ୟ ବିରୋଧରେ ରାମଚଣ୍ଡୀ କୃଷକସଭା ପକ୍ଷରୁ ଆଜି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରାଯାଇଛି ।...

ଅଳପୁଆ ହାଇସ୍କୁଲ ୨୦୦୪ ବ୍ୟାଚ ବନ୍ଧୁମିଳନ ଓ ଗୁରୁ ପୂଜନ

କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଳପୁଆ ନୋଡ଼ାଲ ଉଚ୍ଚବିଦ୍ୟାଳୟର ୨୦୦୪ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି...

ସରକାର ଗଠନ ପାଇଁ ଭାଜପାର ଦାବି ଉପସ୍ଥାପନ ,ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ,

ଭୁବନେଶ୍ଵର 11/6: ଓଡ଼ିଶାରେ ସରକାର ଗଠନ କରିବାକୁ ଭାଜପା ଦାବି କରିଛି। ରାଜଭବନ ଯାଇ ଭାଜପାର ଟିମ୍ ମଙ୍ଗଳବାର ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି।...

ମୋହନ ମାଝୀ ହେବେ ଓଡ଼ିଶାର ନୂଆଁ ମୁଖ୍ୟମନ୍ତ୍ରୀ, ଘୋଷଣା କଲା ଭାଜପା

ଭୁବନେଶ୍ୱର,୧୧।୬- ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ଫଳାଫଳ ଗତ ୪ ତାରିଖ ଦିନ ଆସିଲା ପରେ ରାଜ୍ୟବାସୀ ଯେଉଁ ଘୋଷଣାକୁ ଅପେକ୍ଷା କରିଥିଲେ,...

ରାଜନଗର-ପଟ୍ଟାମୁଣ୍ଡାଇ ୭୦ ଦଶକ ଦୁଖଃଦ ମାନବର ଦେବୀଥିଲେ ନନ୍ଦିନୀ

୯୩ ତମ ଜୟନ୍ତୀ ପାଳନରେ ଜିଲ୍ଲା ସ୍ତରିୟ ଆଲୋଚନାଚକ୍ର ବିଶିଷ୍ଟ ନାରୀନେତ୍ରୀ, ଓଡି଼ଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ସାରସ୍ୱତ ସାଧିକା ନନ୍ଦିନୀ ଶତପଥୀଙ୍କର ବିଭିନ୍ନ କ୍ଷେତ୍ରରେ ଦକ୍ଷତା...

ଭାଗବତ ପ୍ରସାଦ ମହାନ୍ତିଙ୍କ ୯୬ତମ ଜନ୍ମବାର୍ଷିକ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୧୦ା୬: କେନ୍ଦ୍ରାପଡା ସହରର କାକଟସ୍ଥିତ ସୂର୍ଯ୍ୟଭବନରେ କେନ୍ଦ୍ରାପଡାର ଜନନେତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ...

ବରିଷ୍ଠ କଂଗ୍ରେସ କର୍ମୀଙ୍କ ବିୟୋଗ

କେନ୍ଦ୍ରାପଡ଼ା, ୧୦ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ଅଧିନସ୍ଥ ସମଲପୁର ଗ୍ରାମର ବରିଷ୍ଠ ନାଗରିକ ଯୁଧିଷ୍ଠିର ସ୍ୱାଇଁଙ୍କର ଅଠାଅଶୀ ବର୍ଷ ବୟସରେ ପରଲୋକ ହୋଇଯାଇଛି ।...

ଗୋପ ଅମରେଶ୍ୱର ପୀଠରେ ଶୀତଳ ଷଷ୍ଠୀ ଓ ଶିବ ବିବାହ

କେନ୍ଦ୍ରାପଡ଼ା, ୧୦ା୬: ପବିତ୍ର ଶୀତଳ ଷଷ୍ଠି ଉତ୍ସବ ଗୋପ ସ୍ଥିତ ଅମରେଶ୍ୱର ପୀଠରେ ସୋମବାର ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଶନିବାର ସନ୍ଧ୍ୟାରେ...

ବାପା ଶୁଦ୍ଧିକ୍ରିୟାର ନବମ ଦିନରେ ପୁଅର ମୃତ୍ୟୁ : ସମଗ୍ର ଅଂଚଳରେ ଶୋକର ଛାୟା ,ବଡମୁଣ୍ଡରେ ଶୁଦ୍ଧିକ୍ରିୟା ସମ୍ପର୍ଣ୍ଣ

ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । ଏହା ଏମିତି ଏକ ସତ୍ୟ ଯାହାକୁ ଆଜି ପର୍ଯ୍ୟନ୍ତ କିଏ ମିଛ ବୋଲି ପ୍ରମାଣିତ କରିପାରିନାହିଁ । ମୃତ୍ୟୁ କେତେବେଳେ...

କେନ୍ଦ୍ରାପଡା ମହାବିଦ୍ୟାଳୟର ଏନସିସି ସିନିଅର ଅଣ୍ଡର ଅଫିସର ଏଲୀନା ଜତିଙ୍କ ଦେହାନ୍ତ

କେନ୍ଦ୍ରାପଡ଼ା, ୯ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରୀ ଏନସିସି ବାଳିକା ବିଭାଗର ସିନିଅର ଅଣ୍ଡର ଅଫିସର ମିସ ଏଲୀନା ଜତିଙ୍କର ୨୩ବର୍ଷ ବୟସରେ ଦେହାନ୍ତ...

ବିଧାନସଭାରେ ବିଜୟ ପାଇଁ କେନ୍ଦ୍ରାପଡା ପୌରାଞ୍ଚଳରେ ପଦଯାତ୍ରା

କେନ୍ଦ୍ରାପଡ଼ା ୭/୬: କେନ୍ଦ୍ରାପଡା ପୌରାଞ୍ଚଳରେ ନବ ନିର୍ବାଚିତ ବିଧାୟକ ବିଜେଡି ନେତା ଗଣେଶ୍ୱର ବେହେରାଙ୍କ ସମେତ ପୌର ପ୍ରତିନିଧି ଓ କର୍ମୀମାନଙ୍କ ସହ ରବିବାର ଅପରାହ୍ନ ୪ଟା...

ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା ୯/୬: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ନବନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା ପହଞ୍ôଚ ଶିକ୍ଷକ ନେତାମାନଙ୍କ ସହିତ ସୋହାର୍ଦ୍ଧପୂର୍ଣ୍ଣ...

ପଟ୍ଟାମୁଣ୍ଡାଇରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଭିନ୍ନ ସଂଗଠନର ଭବ୍ୟ ସମ୍ବର୍ଦ୍ଧନା

ରାଜନଗର ବିଧାୟକ ଭାବେ ପ୍ରଭାବଶାଳୀ ବିଜେଡି ଯୁବନେତା ବିଧାୟକ ଧ୍ରୁବ ସାହୁ ପୁନର୍ବାର ବିଜୟ ବାନା ଉଡାଇ ଦ୍ୱିତୀୟ ବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି I...

ମର୍ତ୍ତିକା ସ୍ୱାସ୍ଥ୍ୟ ଯତ୍ନ ଓ ପରୀକ୍ଷଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡ଼ା ୮/୬ - କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତ ବାଲିଗୋଠ ଗ୍ରାମରେ ପିପିଏଲ ଓ ରିଲିଆନ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ମୂର୍ତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା...

ପ୍ରିୟଶ୍ଳୋକ ଆର୍ଯ୍ୟ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ , ଭିନ୍ନକ୍ଷମ ଓ ଅସହାୟଙ୍କୁ ଆର୍ଥିକ ସହାୟତା

କେନ୍ଦ୍ରାପଡ଼ା, ୮ା୬: କେନ୍ଦ୍ରାପଡା ଜିଲ୍ଲା ପ୍ରିୟଶ୍ଳୋକ ଆର୍ଯ୍ୟ ଫାଉଣ୍ଡେସନ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଆଜି ଶନିବାର ଦିନ କେଶପୁର ବଜାରଠାରେ ପାଳିତ ହୋଇଯାଇଛି । ଏହି...

କେନ୍ଦ୍ରାପଡା ବିଧାନସଭାରେ ବିଜୟ , ନଗର ବିଜେଡି ତରଫରୁ ନବୀନ ବାବୁଙ୍କୁ କୃତଜ୍ଞତା

କେନ୍ଦ୍ରାପଡ଼ା ୭/୬: ଆଜି କେନ୍ଦ୍ରାପଡା ନଗର ବିଜେଡି ତରଫରୁ ଏକ ଜରୁରୀ ବୈଠକ ଆହୁତ କରାଯାଇଥିଲା । କାକଟ ସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ଏହି...

ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ

ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଂଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ସାଧାରଣ ଖାଉଟି ଟମାଟୋ ବଜାରରୁ କିଣିପାରୁନାହିଁ । ୨ ସପ୍ତାହ ମଧ୍ୟରେ ଟମାଟୋ ଦର...

ଆଦର୍ଶ ଛାତ୍ରହିଁ ପ୍ରକୃତ ଗୁରୁଦକ୍ଷିଣା ଦେଇପାରେ

ଗୁରୁ ଶିଷ୍ୟର ସମ୍ପର୍କ ଅତୁଟ, ଯଦି ଗୁରୁ ଠିକ୍‌ଭାବରେ ଛାତ୍ରକୁ ଗଢିତୋଳିଥିବ ସେ କେବେ ଗୁରୁନିନ୍ଦା କରିବନାହିଁ । ଆଦର୍ଶ ଛାତ୍ରହିଁ ପ୍ରକୃତ ଗୁରୁଦକ୍ଷିଣା ଦେଇପାରିବ ବୋଲି...