ଆନ୍ତର୍ଜାତୀୟ

ବାହୁଡା ଯାତ୍ରାରେ ଭଜନ ଓ ନୃତ୍ୟ ସମାରୋହ

କେନ୍ଦ୍ରାପଡା, ୧୮/୭: ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧବଳବେଜୀଉଙ୍କ ପବିତ୍ର ବାହୁଡା ଯାତ୍ରା ସନ୍ଧ୍ୟାରେ ମନ୍ଦିର ସନ୍ନିକଟ ଦୋଳ ମଣ୍ଡପରେ ବାରୋସ୍ଥିତ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ...

ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ବୈଠକ : ପାନୀୟଜଳ,ଯୋଗାଣ, ଶିକ୍ଷା,ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ଉପରେ ଗୁରୁତ୍ୱ

ପଟ୍ଟାମୁଣ୍ଡାଇ ୧୮/୯ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୩ୟ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌରହିତ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜନଗର...

ବେଆଇନ ପାଥୋଲାବକୁ ସିଲ୍ କଲା ପ୍ରଶାସନ

ପଟ୍ଟାମୁଣ୍ଡାଇ ୧୮/୭ - ପଟ୍ଟାମୁଣ୍ଡାଇରେ ଚାଲିଥିବା ଏକ ବେଆଇନ ପାଥୋଲାବକୁ ଆଜି ସିଲ୍ କରିଛି ପ୍ରଶାସନ । ପଟ୍ଟାମୁଣ୍ଡାଇ କେନାଲ ମୁଖ୍ୟ ରାସ୍ତା ଖୋଲିଥିବା ପାଥୋ ଲ୍ୟାବ...

ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ବିରକ୍ତି ପ୍ରକାଶ କଲେ ସାଂସଦ ପ୍ରତିନିଧି

ପଟ୍ଟାମୁଣ୍ଡାଇ ୧୮/୯ – ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଗୁରୁବାର ୩ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ...

ଆଷାଢ଼ରେ ଚାଷଜମି ଶୁଖିଲା: ଗଜାମରୁଡ଼ି ଆଶଙ୍କା

ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଏବେ ଖରିଫ ଧାନ ଚାଷ ପ୍ରଭାବିତ ହେବାକୁ ବସିଛି । ପଟ୍ଟାମୁଣ୍ଡାଇ ଅଂଚଳ୍‌ରେ ଏବେ ଗଜାମରୁଡ଼ି ଆଶଙ୍କା ଦେଖା ଦେଲାଣି...

ଗ୍ରୀଲଭାଙ୍ଗି ଲକ୍ଷାଧିକ ଟଙ୍କାରେ ସୁନାଗହଣା ଚୋରି ଅଭିଯୋଗ

କେନ୍ଦ୍ରାପଡ଼ା, ୧୪ା୭: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମର ପ୍ରିୟଦର୍ଶନ ସ୍ୱାଇଁଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ କେହିନଥିବାର ସୁଯୋଗ ନେଇ ଗ୍ରୀଲ ଭାଙ୍ଗି ଘର...

ଅଶୋକ ଧଳ ନଗର ଯୁବବିଜେଡି ସଭାପତି

ପଟ୍ଟାମୁଣ୍ଡାଇ, ତା ୮/୭-ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ଶାସନ କରିବା ପରେ ଚଳିତ ନିର୍ବାଚନରେ ବିଜେଡି ପରାଜୟ ବରଣ କରିଛି । ସମ୍ପ୍ରତି ବିରୋଧୀ ଦଳ ଭୂମିକାରେ...

ଶନିଲକ୍ଷ୍ମୀ ପୂଜା କମିଟିର ରକ୍ତଦାନ ଶିବିର

କେନ୍ଦ୍ରାପଡା, ୭/୭: କେନ୍ଦ୍ରାପଡା ସହରର ପୁରାତନ ଟାଉନ୍ ବଳରାମପୁର ଶନିଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ରଥଯାତ୍ରା ଅବସରରେ ଶନିଲକ୍ଷ୍ମୀ କ୍ଳବ୍‌ରେ ଆଜି ରକ୍ତ ଦାନ ଶିବିର ଅନୁଷ୍ଠିତ...

ନିମ୍ନମାନର ଛତୁଆ ବିକ୍ରୀ ବିବାଦରେ ସ୍ୱୟଂ ସହାୟକ ଗୋଷ୍ଠୀ

କେନ୍ଦ୍ରାପଡ଼ା, ୬ା୭: ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଛନ୍ଦି ହୋଇପଡୁଥିବା ରାଜକନିକା ବ୍ଲକର ଦୁଇ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ନିଜର ନିମ୍ନମାନର...

କେନ୍ଦ୍ରାପଡା ମହାବିଦ୍ୟାଳୟରୁ ନୂତନ ଏସି ଚୋରୀ ଅଭିଯୋଗ : ଚୋର ଗିରଫ

କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ନୂତନ ଏ.ସି. ଚୋରୀ ହୋଇଥିବା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷଙ୍କ ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନାରେ...

ନିର୍ମାଣର ୬ମାସ ଭିତରେ ୫-ଟି ସ୍କୁଲର ଛାତ ଓ କାନ୍ଥରେ ଫାଟ

କେନ୍ଦ୍ରାପଡା, ୫ା୭:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି । ୨୦୨୨-୨୩ ଆର୍ଥିକ...

ଶକ୍ତି, ଦୁର୍ବଳତା ଓ ଆହ୍ୱାନକୁ ସମୀକ୍ଷା କଲେ କଲେଜ ଆଗକୁ ଯିବ : ପଟ୍ଟାମୁଣ୍ଡାଇ କଲେଜ ୫୪ତମ ପ୍ରତିଷ୍ଠା ଦିବସ

ପଟ୍ଟାମୁଣ୍ଡାଇ କଲେଜ ତାର ଶକ୍ତି, ଦୁର୍ବଳତା ଓ ଆହ୍ୱାନକୁ ସମୀକ୍ଷା କରି ଆଗକୁ ବଢିଲେ ଓଡିଶାର ଏକ ଅଗ୍ରଣୀ କଲେଜ ଭାବେ ସୁନାମ ଅର୍ଜନ କରିବା ସହିତ...

ବାଳିକା ହାଇସ୍କୁଲ ରାସ୍ତା ଖାଲଖମାରେ ଭର୍ତ୍ତି

ଭରତପୁର କେନାଲବନ୍ଧ  କେନ୍ଦ୍ରାପଡ଼ା, ୪ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର କେନାଲ ପୋଲ ଠାରୁ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା କେନାଲବନ୍ଧ ରାସ୍ତାଟି ଖାଲଖମାରେ ପୂର୍ଣ୍ଣ...

କୋଭିଡ ଟୀକା ନେଇଥିବାରୁ ପୁରସ୍କାର ମିଳିବ କହି ଟଙ୍କା ଠକି ନେଲେ ସାଇବର ଲୁଟେରା

କେନ୍ଦ୍ରାପଡ଼ା, ୨ା୭: ଆପଣ କୋଭିଡ ଟୀକା ନେଇଥିଲେ । ତେଣୁ ଆପଣଙ୍କୁ ସରକାର ଙ୍କ ପକ୍ଷରୁ ଚାରି ହଜାର ଟଙ୍କା ପୁରସ୍କାର ରାଶି ମିଳିବ । ତେଣୁ...

ପୁନର୍ବାସ ପକ୍ଷରୁ ‘ସବୁଜିମା: ଏକ ଜୀବନଧାରା’ ଆଲୋଚନା ଚକ୍ର

କେନ୍ଦ୍ରାପଡା,୨ା୭: ସମ୍ପ୍ରତି ପୃଥିବୀ ପାଇଁ ଅସହ୍ୟ ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ଓ ଜୁଲାଇ ମାସ ୧ ତାରିଖ ଠାରୁ ଆରମ୍ଭ ହେଉଥିବା ଜାତୀୟ ବନ ମହୋତ୍ସବ...

ଓଡ଼ିଆ ଅସ୍ମିତା ପ୍ରବଂଚନା, ଦରଦାମ ବୃଦ୍ଧି ଓ ଦୁର୍ନୀତି ବିରୋଧରେ କଂଗ୍ରେସର ଆନ୍ଦୋଳନ ଧମକ

କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ ୨/୬ -ଓଡ଼ିଆ ଅସ୍ମିତାର ସୁରକ୍ଷା ନାରା ଦେଇ ଓଡିଶାରେ କ୍ଷମତା ହାସଲ କରିଥିବା ଭାରତୀୟ ଜନତା ପାର୍ଟି ଓଡ଼ିଆ ଅସ୍ମିତାକୁ ପ୍ରବଂଚନାରେ ପରିଣତ କରିବା ସହିତ...

ହଟିଲା ବ୍ରିଟସ ଆଇନ ଲାଗୁଲାଗୁ ହେଲା ନୂଆ ପୋଲିସ ଆଇନ

ଜୁଲାଇ ପହିଲା ସୋମବାର ଠାରୁ ସାରା ଦେଶରେ ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ନୂଆ ପୋଲିସ ଆଇନ ଲାଗୁ ହୋଇଛି । ନୂଆ ଆଇନ...

ଲାଗୁ ହେଲା ନୂଆ ଆଇନ:ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନାରେ ସଚତେନତା

ପଟ୍ଟାମୁଣ୍ଡାଇ ୧/୭ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ୩ଟି ନୂଆ ଆଇନ ଲାଗୁ କରିଛନ୍ତି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ...

ମରଣାନ୍ତଙ୍କ ଆକ୍ରମଣରେ ବୃଦ୍ଧା ନିହତ, ଥାନାରେ ୨ଅଟକ

କେନ୍ଦ୍ରାପଡ଼ା, ୩୦ା୬: ଏକ ମରଣାନ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧା ନିହତ ହୋଇଥିବା ବେଳେ ସେହି ପରିବାରର ବହୁ ଆହତ ହୋଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି...

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡାଦେଶ

କେନ୍ଦ୍ରାପଡା, ୨୮ା୬: କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ସଂପୃକ୍ତ ଅଭିଯୁକ୍ତକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ...

କେନ୍ଦ୍ରାପଡା ପୋଲିସ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର , ୧୬୪ୟୁନିଟ ରକ୍ତ ସଂଗୃହିତ

କେନ୍ଦ୍ରାପଡ଼ା, ୨୮ା୬: କେନ୍ଦ୍ରାପଡା ପୋଲିସ ପକ୍ଷରୁ ପ୍ରଥମ ଥର ପାଇଁ ରିଜର୍ଭ ପୋଲିସ କାର୍ଯ୍ୟାଳୟର କନଫରେନ୍ସ ହଲ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆଜି ଆୟୋଜିତ...

ତୁଳସୀକ୍ଷେତ୍ର ଇସିଏମ୍ ମହାସଂଘର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର ଇସିଏମ୍ ମହାସଂଘର ସଦସ୍ୟାମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଦସ୍ୟାମାନେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ...

କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ସଂଘ , ବିଧାୟକ ଗଣେଶ୍ୱର ବେହେରାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ତାଙ୍କର ଗରାପୁରସ୍ଥିତ ବାସ ଭବନରେ ଭେଟି ଫୁଲତୋଡା ଦେଇ...

ସଂସୃତି ଭବନକୁ ଭିନ୍ନକ୍ଷମଙ୍କ ସୁଗମ ପ୍ରବେଶ ବ୍ୟବସ୍ଥା ପାଇଁ ପୁର୍ନବାସର ଦାବିପତ୍ର

କେନ୍ଦ୍ରାପଡା, ୨୮/୬: କେନ୍ଦ୍ରାପଡ଼ା ସହର ସନ୍ନିକଟ ଗୁଆଳସିଂଠାରେ ନିର୍ମିତ ହୋଇଥିବା ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟକୁ ସୁଗମ କରିବା ନିମନ୍ତେ ଦାବି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ...