ଦୂର୍ଘଟଣାରେ ମୃତ ନିରାକାର ପରିବାରକୁ ସହାୟତା ଦେଲେ ଅଲ ଓଡିଶା ମେକାନିକ ମହାସଙ୍ଘ

28 November 2024 kanika odisha 0

କେନ୍ଦ୍ରାପଡ଼ା,୨୮ା୧୧: ଦୂର୍ଘଟଣାରେ ମୃତ ମେକାନିକ ନିରାକାର ପରିବାରକୁ ସହାୟତାର ହାତ ବଢାଇଛନ୍ତି ଅଲ ଓଡିଶା ମେକାନିକ ମହାସଙ୍ଘ। ଶୋକ ସନ୍ତପ୍ତ ନିରାକାର ପରିବାରକୁ ସମବେଦନା ଜଣାଇବା ସହିତ ଆର୍ôଥକ ସହାୟତା ପ୍ରଦାନ କରିଛି ‘ଅଲ […]

କଷଣଅଣ୍ଟା ହାଇସ୍କୁଲରେ ପ୍ଲାଷ୍ଟିକ ବର୍ଜନ ସଚେତନତା

28 November 2024 kanika odisha 0

ପଟ୍ଟାମୁଣ୍ଡାଇ : ୨୭/୧୧ କଳ୍ପତରୁ ନାୟକ-ଭୁବନେଶ୍ୱର ଓଡିଶା ପରିବେଶ ଶିକ୍ଷଣ କେନ୍ଦ୍ର ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟା ହାଇସ୍କୁଲ ଠାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ପ୍ରଶିକ୍ଷଣ ତଥା ସଚେତନତା ଶିବିର ଅନୁଷ୍ଠିତ […]

ରକ୍ତଦାନ ଶିବିର ପାଇଁ ବଳଦେବ ସେନାର ପ୍ରସ୍ତୁତି ବୈଠକ

27 November 2024 kanika odisha 0

କେନ୍ଦ୍ରାପଡ଼ା, ୨୭ା୧୧: ବଳଦେବ ସେନା ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ମାସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠତ ହୋଇଆସୁଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଳଦେବ ସେନାର ପଞ୍ଚମ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ […]

କେନ୍ଦ୍ରାପଡା କଲେଜ ହତାରେ ଅଣଛାତ୍ର ପ୍ରବେଶ, କଲେଜ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ହାତାହାତି

27 November 2024 kanika odisha 0

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅଣଛାତ୍ର ପ୍ରବେଶ କରି ଜଣେ କଲେଜ ଛାତ୍ରକୁ ଆକ୍ରମଣ କରି କ୍ଷତାକ୍ତ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଉଭୟ ପକ୍ଷ ଆହତ ହୋଇଥିବା ଜଣାପଡିଛି। […]

ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

27 November 2024 kanika odisha 0

କେନ୍ଦ୍ରାପଡ଼ା,୨୬ା୧୧: ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳଙ୍କ ଅଧ୍ୟକ୍ଷତାରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ଡ. ହେମନ୍ତ କୁମାର ଶତପଥୀ ଯୋଗଦେଇ ସମ୍ବିଧାନରେ […]

ଆସନ୍ତା ୨୩ ଏପ୍ରିଲରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ରଜତ ଜୟନ୍ତୀ

27 November 2024 kanika odisha 0

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ଆଜି ଅପରାହ୍ନ ୪ଘଟିକା […]

କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା

27 November 2024 kanika odisha 0

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦଜୀଉ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ […]

ଟ୍ରଷ୍ଟ ପକ୍ଷରୁ ଆଦିବାସୀ ବସ୍ତିରେ ଶିତବସ୍ତ୍ର ବଣ୍ଟନ

22 November 2024 kanika odisha 0

କେନ୍ଦ୍ରାପଡ଼ା,୨୨ା୧୧: ଶ୍ରୀମତୀ ଦେବୀ ଓ ବାଞ୍ଛାନିଧି ଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମରଡପୁର ଆଦିବାସୀବସ୍ତିରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର […]

ଅଣ୍ଢରାରେ ମା’ଧ୍ୟାନଧ୍ୟାୟୀଙ୍କ ନୂଆ ଭଜନ ଲୋକାର୍ପିତ.

19 November 2024 kanika odisha 0

ପଟ୍ଟାମୁଣ୍ଡାଇ ୧୯/୧୧ -ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ପଂଚାୟତ ଅଣ୍ଢରା ଗ୍ରାମର ଆରାଧ୍ୟ ଗ୍ରାମ ଦେବତୀ ମା ଧ୍ୟାନଧ୍ୟାୟୀଙ୍କ ବହୁ ପ୍ରତିକ୍ଷୀତ ଭଜନ “ମା ଲୋ ମା ଧ୍ୟାନଧ୍ୟାୟୀ ” ରାହାସ ଉତ୍ସ୍ୱ ଅବସରରେ ଲୋକାର୍ପିତ […]

ବାଲିଯାତ୍ରା ମହୋତ୍ସବର ପଞ୍ଚମ ସନ୍ଧ୍ୟା : ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସ୍ମୃତିର ସ୍ୱାକ୍ଷର ବାଲିଯାତ୍ରା-ଅତିଥି

19 November 2024 kanika odisha 0

କେନ୍ଦ୍ରାପଡ଼ା,୧୯ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା […]

କାର୍ତିକେଶ୍ୱର ଭଷାଣି ଉତ୍ସବ ପାଳନ , ଶୋଭାଯାତ୍ରାରେ ଦୁଲୁକିଲା ସହର

19 November 2024 kanika odisha 0

ପଟ୍ଟାମୁଣ୍ଡାଇ ୧୯/୧୧–କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଜା ପାରମ୍ପରିକ ନୃତ୍ୟରେ ରେ କମ୍ପୁଛି ପଟ୍ଟାମୁଣ୍ଡାଇ ସହର । ଭଳିକି ଭଳି ଆଲୋକ ସଜାରେ ଝଲସି ଉଠିଛି ପୁରା ସହର । ଏଥିସହ ପଟ୍ଟାମୁଣ୍ଡାଇ ସହରବାସୀ ମେଳଣ […]

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ

19 November 2024 kanika odisha 0

କେନ୍ଦ୍ରାପଡ଼ା,୧୯ା୧୧: କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସ୍ମତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୧୦ ତାରିଖରୁ ୧୧୮ଟି […]

କେନ୍ଦ୍ରାପଡା ଶୌଣ୍ଢିକ ସମାଜ ଜିଲ୍ଲାସ୍ତରୀୟ ସମାବେଶ

18 November 2024 kanika odisha 0

କେନ୍ଦ୍ରାପଡ଼ା,୧୮ା୧୧: ଚଳିତ ନଭେମ୍ବର ମାସ ୧୨ ତାରିଖ ରବିବାର ସକାଳ ୯ଘଟିକା ସମୟରେ କେନ୍ଦ୍ରାପଡା ଟାଉନସ୍ଥିତ ସୁଜାତା ପ୍ୟାଲେସ୍ କେନ୍ଦ୍ରାପଡା ବ୍ଲକ ରୋଡ୍‌ଠାରେ କେନ୍ଦ୍ରାପଡା ଜିଲ୍ଲା ଶୌଣ୍ଢିକ ସମାଜ ତରଫରୁ ଏକ ବିଶାଳ ଜିଲ୍ଲା […]

ସମ୍ବିଧାନ ହୀରକ ଜୟନ୍ତୀ ପାଇଁ କେନ୍ଦ୍ରାପଡ଼ାରେ ବୁଲିଲା ୟୁନାଇଟେଡ଼ ଫୋରମର ସଚେତନତା ରଥ

18 November 2024 kanika odisha 0

କେନ୍ଦ୍ରାପଡ଼ା,୧୮ା୧୧: ସମ୍ବିଧାନ ହୀରକ ଜୟନ୍ତୀ ପାଇଁ କେନ୍ଦ୍ରାପଡ଼ାରେ ବୁଲିଲା ୟୁନାଇଟେଡ଼ ଫୋରମର, ସଚେତନତା ରଥ । କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଇନ ପ୍ରଣୟତା ଡ: ବି ଆର ଆମ୍ବେଦକରଙ୍କୁ ସମ୍ମାନର ସହିତ ରଥ […]

ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନାଚକ୍ର

18 November 2024 kanika odisha 0

କେନ୍ଦ୍ରାପଡ଼ା,୧୮ା୧୧: ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ ) କେନ୍ଦ୍ରାପଡା ବ୍ଲକ ଆନୁକୂଲ୍ୟରେ ଗରାପୁରସ୍ଥିତ ଶିକ୍ଷକ ଭବନରେ ଏକ ସମ୍ବର୍ଦ୍ଧନା ବୈଠକ, ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ମାନଙ୍କର ସମସ୍ୟା ସମ୍ପର୍କିତ […]

ରାଜନୈତିିକ ବୟାନବାଜୀ ବନ୍ଦ କରନ୍ତୁ ଜିଲ୍ଲାପାଳ : ବିଜେଡି

18 November 2024 kanika odisha 0

କେନ୍ଦ୍ରାପଡ଼ା,୧୮ା୧୧: ଜିଲ୍ଲାପାଳ ଜିଲ୍ଲାର ବିକାଶ ଦିଗରେ ମନୋନିବେଶ କରିବା ଉଚିତ। କାରଣ ଜିଲ୍ଲାର ବିକାଶ ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନର କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଜିଲ୍ଲାର ବିକାଶ ଦିଗରେ ମନୋନିବେଶ […]

୫ଦିନ ରେ ତୁଟିଲା ବିବାଦ: ଅନଶନରୁ ଓହରିଲେ ସରପଂଚ ସମିତି ସଂଘ

18 November 2024 kanika odisha 0

  ପଟ୍ଟାମୁଣ୍ଡାଇ ୧୭/୧୧ -ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳ ଘଟଣାକୁ ନେଇ ସରପଂଚ ଓ ସମିତି ସଭ୍ୟ ସଂଘ ଚଳାଇଥିବା ଆମରଣ ଅନଶନ ରବିବାର ୫ ଦିନରେ ଓହରିଯାଇଛନ୍ତି। ଆଜି ସଂନ୍ଧ୍ୟାରେ […]

ମହିଳା ବସ କଣ୍ଡକ୍ଟରଙ୍କୁ ବଳାତ୍କାର

17 November 2024 kanika odisha 0

କେନ୍ଦ୍ରାପଡ଼ା,୧୭ା୧୧: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ପରିସରରେ ଜଣେ ମହିଳା ବସ କଣ୍ଡକ୍ଟରଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ପୋଲିସ […]

କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କରେ ୭୧ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ

17 November 2024 kanika odisha 0

କେନ୍ଦ୍ରାପଡ଼ା,୧୭ା୧୧: କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପରିସରରେ ୭୧ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ସପ୍ତରଙ୍ଗି ସମବାୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ […]

ଦୀର୍ଘ ୧୨ଦିନ ହେବ ବ୍ଲକ ଅଚଳ , ଭତା ବଂଟନରେ ବାଧା

16 November 2024 kanika odisha 0

ପୋଲିସର ପାତରଅନ୍ତର ନୀତିକୁ ନେଇ ବିଜେଡି ଉଠେଇଲା ପ୍ରଶ୍ନ  ପଟ୍ଟାମୁଣ୍ଡାଇ ୧୬/୧୧ – ଗତ ୫ ତାରିଖରେ ଭାଜପା ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣାରେ ସରପଂଚ ଓ […]

ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଘଟଣା ; ଦାବୀପତ୍ର ବେଳେ ବିଜେଡି କର୍ମୀ ପୋଲିସ ଧସ୍ତାଧସ୍ତି

16 November 2024 kanika odisha 0

  ପଟ୍ଟାମୁଣ୍ଡାଇ ୧୬/୧୧ -ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଥାନାରୁ ଜାମିନରେ ଛାଡି ଦେବା […]

ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

16 November 2024 kanika odisha 0

କେନ୍ଦ୍ରାପଡ଼ା,୧୬ା୧୧: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ କପିଳେନ୍ଦ୍ର ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ […]

ଜିଲ୍ଲାର ସର୍ବପୁରାତନ ବୋଇତ ବନ୍ଦାଣ ସମିତିର ୫୬ତମ ବୋଇତ ବନ୍ଦାଣ ଉତ୍ସବ

16 November 2024 kanika odisha 0

କେନ୍ଦ୍ରାପଡ଼ା,୧୬ା୧୧: କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୬ତମ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ କପାଳେଶ୍ୱର ପଞ୍ଚାୟତର ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ […]

ଓଡିଶା ମହିଳା ଟେନିସ ବଲ କ୍ରିକେଟ ଦଳରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଖେଳାଳି ମନୋନୀତ

16 November 2024 kanika odisha 0

କେନ୍ଦ୍ରାପଡ଼ା,୧୬ା୧୧: ଜାମ୍ମୁ କାଶ୍ମୀରଠାରେ ଅନୁଷ୍ଠିତ ହେବାକୁ ଥିବା ୩୫ତମ ସର୍ବଭାରତୀୟ ମହିଳା କ୍ରିକେଟ ପ୍ରତିଯୋଗୀତାରେ ଓଡିଶା ଦଳ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ମହିଳା ଖେଳାଳୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ସୀତୁପ୍ରଭା ନାୟକ, […]