ଯୁବତୀଙ୍କୁ ପ୍ରତାରଣା କଲା ଯୁବକ ବିବାହ କରି ଘରକୁ ନେଲାନାହିଁ

28 September 2023 kanika odisha 0

କେନ୍ଦ୍ରାପଡ଼ା,୨୮ା୦୯ : ଭୁବନେଶ୍ୱର ଅଞ୍ଚଳରେ ସ୍ୱାତି(ଛଦ୍ମନାମ)ଙ୍କ ସହ କେନ୍ଦ୍ରାପଡା ସହର ସାନ୍ତସାହି ଅଞ୍ଚଳର ଜଣେ ଯୁବକଙ୍କର ପରିଚୟ ହୋଇଥିଲା । ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ଦୁହେଁ ଦୁହିଙ୍କୁ ଜାଣିଥିଲେ । ସ୍ୱାତିଙ୍କ ଅନିଚ୍ଛା ସତ୍ତ୍ୱେ […]

ସଦଭାବନା ୟୁଥ କ୍ଲବ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

28 September 2023 kanika odisha 0

କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସଦଭାବନା ୟୁଥ କ୍ଲବ ପକ୍ଷରୁ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଆଇନ ମହାବିଦ୍ୟାଳୟ ଛକସ୍ଥିତ ହନୁମାନ […]

ଫଏଜାନେ ଅଏଲେ ବେତ ପକ୍ଷରୁ କୁଇଜ ପ୍ରତିଯୋଗିତା

28 September 2023 kanika odisha 0

କେନ୍ଦ୍ରାପଡ଼ା, ୨୭ା୯: ପବିତ୍ର ମହମ୍ମଦଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜଇପୁରା ବସ୍ତିର ଫଏଜାନେ ଅଏଲେ ବେତ୍‌(ଇନଷ୍ଟିଟ୍ୟୁଟ ଫର ଲନିଙ୍ଗ କୋରାନ)ର କୁନି କୁନି ପିଲାମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ […]

ଆବାସିକ ସେବାଶ୍ରମ ବିଦ୍ୟାଳୟରେ “ଆମେ ଜାଣିବା ଆମେ ଜିଣିବା ” କାର୍ଯ୍ୟକ୍ରମ

28 September 2023 kanika odisha 0

କେନ୍ଦ୍ରାପଡ଼ା, ତା୨୭/୦୯: ୨୬/୦୯/୨୩ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବେରୁହାଁ ଆବାସିକ ସେବାଶ୍ରମ ବିଦ୍ୟାଳୟରେ […]

ପ୍ରଥମ ପର୍ଯ୍ୟାୟ ଇଭିଏମ୍ ମେସିନ୍ ପରୀକ୍ଷଣ ନେଇ ସର୍ବଦଳୀୟ ବୈଠକ

28 September 2023 kanika odisha 0

କେନ୍ଦ୍ରାପଡ଼ା, ୨୭/୦୯: ଇଭିଏମ୍ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ନେଇ ଏକ ସର୍ବଦଳୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) […]

କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦ୍ଦେଶ ବଣ୍ଟନ

28 September 2023 kanika odisha 0

କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦ୍ଦେଶ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଟାଉନହଲ ପରିସରରେ ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର […]

ଜିଗରଣ ୟୁ ଜି ଏମ ଇ ସ୍କୁଲ ଶିକ୍ଷକ ନିଯୁକ୍ତି ଦାବୀ କରି ଧାରଣା

28 September 2023 kanika odisha 0

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡ଼ିଅଂଟା ପଂଚାୟତ ଜିଗରଣ ୟୁଜିଏମ ଏଇ ସ୍କୁଲରେ ୧ମ ରୁ ୮ମ ପର୍ଯ୍ୟନ୍ତ ୧୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ବେଳେ ମାତ୍ର ୪ଜଣ ଶିକ୍ଷକରେ ପାଠପଢା ହେଉଛି । ଯାହାଫଳରେ […]

ସ୍ୱଛ ସବୁଜ ପଟ୍ଟାମୁଣ୍ଡାଇ ନାରାରେ କମ୍ପିଲା ପଟ୍ଟାମୁଣ୍ଡାଇ ସହର

28 September 2023 kanika odisha 0

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ସହିତ ପଟ୍ଟାମୁଣ୍ଡାଇ ସହରକୁ ଆବର୍ଜନା ମୁକ୍ତ କରି ସ୍ୱଚ୍ଛ ସବୁଜ ପଟ୍ଟାମୁଣ୍ଡାଇ ଗଢିବା ପାଇଁ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ, ପଟ୍ଟାମୁଣ୍ଡାଇ କଲେଜ ଓ ମହିଳା କଲେଜ […]

ଅସହାୟ ସରୋଜିନୀ ଓ ଶଶୀକଳାଙ୍କୁ ଭେଟିଲେ ପୂର୍ବତନ ବିଧାୟକ ଅଂଶୁମାନ

27 September 2023 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତ ସାହୁପଡ଼ା ଗ୍ରାମର ପକ୍ଷାଘାତ ପୀଡିତା ଅସହାୟ ବୃଦ୍ଧା ସରୋଜିନୀ ଓ ତାଙ୍କ ଦିବ୍ୟାଙ୍ଗ କନ୍ୟା ଶଶୀକଳାଙ୍କ ଦୁଃଖ ଯାତନା ସମ୍ପର୍କରେ ଶୁଣିବା ପରେ କେନ୍ଦ୍ରାପଡ଼ା […]

ଚୋରି ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

27 September 2023 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି ଓ ଲୁଟ୍ ନିତିଦିନିଆ ଘଟଣା ହୋଇଥିବା ବେଳେ ଏବେ ଏକ ଦୋକାନ ଚୋରି ଘଟଣାରେ ଜଣେ ଅପରାଧୀଙ୍କୁ ଶାସ୍ତି ମିଳିଛି ।  ୪ ମାସ ଭିତରେ ପଟ୍ଟାମୁଣ୍ଡାଇ ପ୍ରଥମଶ୍ରେଣୀ ବିଚାର […]

କୃଷକ ଓ କୃଷିଜୀବି ମହିଳା ତାଲିମ ଶିବିର

27 September 2023 kanika odisha 0

ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରୁଥିବାରୁ ସରକାର କୃଷି ଓ କୃଷକ କଲ୍ୟାଣ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ସମସ୍ତ କୃଷି […]

ବିଭିନ୍ନ ଦୁର୍ନୀତିର ପ୍ରତିବାଦରେ ବ୍ଲକ ଅଫିସରେ ତାଲା ପକାଇ ରଣହୁଙ୍କାର ଦେଲା କଂଗ୍ରେସ

27 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି , ଶାସକଦଳ ପ୍ରେମ. ସାଧାରଣ ଜନତାଙ୍କ ହକରେ ବାଧକ ସାଜିଥିବା ଧୃତରାଷ୍ଟ୍ର ସଦୃଶ୍ୟ ବିଡିଓଙ୍କ ବିରୁଦ୍ଧରେ ବୁଧବାର […]

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ

27 September 2023 kanika odisha 0

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମରେ ମୋ ଦେଶ ଓ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଲେଖ ଜେନାଙ୍କ ନେତୃତ୍ୱରେ ଭାଜପା […]

କବିତା ସଙ୍କଳନ “ବନ୍ଦେ ମାତରମ୍‌” ଉନ୍ମୋଚିତ

27 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବି ଡାଃ ମନୋରଞ୍ଜନ ଦାଶଙ୍କ ୮ମ କବିତା ସଙ୍କଳନ “ବନ୍ଦେ ମାତରମ୍‌” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପୋଖରୀଆପଡାସ୍ଥ ଟାଉନ କ୍ଲବ ଠାରେ ଉନ୍ମୋଚନ ସମାରୋହରେ […]

ଚାରିଆଡେ ଅଳିଆ,ସହରବାସୀଙ୍କୁ ଡେଙ୍ଗୁ ଭୟ

27 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳିକାର ସମସ୍ତ ୨୦ ଗୋଟି ୱାର୍ଡର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡି ଠିକାଦାରଙ୍କ କବଜାରେ ଥିବାଭଳି ମନେ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ରାଜ୍ୟରେ ଏବେ […]

ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୧୦ହଜାର ଜୋରିମାନା

27 September 2023 kanika odisha 0

କେନ୍ଦ୍ରାପଡ଼ା,୨୬ା୯: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ.ବିନୟଲକ୍ଷ୍ମୀ ମଲ୍ଲିକଙ୍କୁ ତଥ୍ୟ ପ୍ରଦାନରେ ଅବହେଳା ପାଇଁ ରାଜ୍ୟ ସୂଚନା କମିଶନ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ […]

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଯୁବକ କୋର୍ଟ ଚାଲାଣ

26 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଂଚଳରେ ଜନୈକା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଜଣେ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି । ଖୁଦୁରୁକୁଣୀ ଓଷା ସରିବା ପରେ ମୂର୍ତି ବିସର୍ଜନ କରିବା ପାଇଁ […]

ପଟ୍ଟାମୁଣ୍ଡାଇ ପୌରପରିଷଦରେ ଖୋଲାଖୋଲି ଅପଚୟ ହେଉଛି ବିଦ୍ୟୁତ, ବିଲ ଗଣୁଛି ପରିଷଦ

25 September 2023 kanika odisha 0

ସାରା ରାଜ୍ୟରେ ବିଜୁଳି ସଙ୍କଟ ଦେଖାଦେଉଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେଉଛି । ମାତ୍ର ପଟ୍ଟାମୁଣ୍ଡାଇ ପୌରପରିଷଦରେ ରାତି ଦିନ ୨୪ ଘଂଟା ବିଜୁଳି ଷ୍ଟ୍ରଟ ବତୀ ଜଳୁଛି । ବିଦ୍ୟୁତ ଅପଚୟ […]

ପୂର୍ବତନ ବିଧାୟକ କିଶୋର ତରାଇଙ୍କ ଧୋୟାଂଚଳ ଗସ୍ତ

25 September 2023 kanika odisha 0

୨୦୨୪ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ଧୋୟାଂଚଳରେ କିଛିଟା ଉଷ୍ମତା ଆସିଗଲାଣି । ସବୁ ଦଳ ନିଜ ନିଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବିକାଶମୂଳକ କାମ ସହ ଦଳୀୟ […]

ପଟ୍ଟାମୁଣ୍ଡାଇ ପୌରପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମୀକ୍ଷା ବୈଠକ

25 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକରିବା ସହିତ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ଅର୍ବାନ ହାଉସିଂ ମିଶନର […]

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

25 September 2023 kanika odisha 0

କେନ୍ଦ୍ରାପଡ଼ା, ତା୨୫/୦୯: ଆସନ୍ତା ଅକ୍ଟୋବର ୧ ତାରିଖରେ କେନ୍ଦ୍ରାପଡ଼ା ପୌର ପରିଷଦ ଟାଉନ୍‌ହଲ୍ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଘଟିକା ସମୟରେ […]

ଗୁଲନଗର ପଞ୍ଚାୟତରେ ଗଣେଶମେଢ ମେଲଣ ଓ ଭସାଣୀ ଉତ୍ସବ

25 September 2023 kanika odisha 0

କେନ୍ଦ୍ରାପଡା, ୨୫/୯: କେନ୍ଦ୍ରାପଡା ସହର ଉପଖଣ୍ଡ ଗୁଲନଗର ପଞ୍ଚାୟତରେ ଗଣେଶମେଢ ମେଲଣ ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭାସାଣୀ ଊତ୍ସବରେ ପାଞ୍ଚାତୟରୁ ୯ଟି ମେଢ ଯୋଗ ଦେଇଥିଲେ । ପ୍ରାତ […]

ମଦ ପିଇବାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ , ଜଣେ ମୃତ

25 September 2023 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲା  ନିକିରାଇ ଥାନା ଅନ୍ତର୍ଗତ ଧୂମାତ ପଞ୍ଚାୟତର ଶାସନ ଗ୍ରାମରେ ଦୁଇ ଯୁବକ ମଦ ପିଇବା ସମୟରେ ନିଜ ନିଜ ମଧ୍ୟରେ କଳି ହେବାରୁ ଜଣେ ଆଉ ଜଣଙ୍କୁ ଛୁରା ଭୁଷି ଦେଇଥିଲା […]

ଅଖିଳ ଭାରତୀୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବିକାଶ ପରିଷଦ ରାଜ୍ୟ ମହାସଚିବ ହେଲେ ମହମ୍ମଦ ଅମୀର

25 September 2023 kanika odisha 0

କେନ୍ଦ୍ରାପଡ଼ା, ୨୫ା୯: ଅଖିଳ ଭାରତୀୟ ଏସ.ସି. , ଏସ.ଟି. , ଓ.ବି.ସି. ଏବଂ ସଂଖ୍ୟାଲଘୁ ବିକାଶ ପରିଷଦର ରାଷ୍ଟ୍ରୀୟ ସଭାପତି ରାଜ ସିଂ ଭରଦ୍ୱାଜଙ୍କ ସହମତିରେ ୭ଟି ରାଜ୍ୟର ରାଜ୍ୟ ସଭାପତି ଓ ରାଜ୍ୟ […]