ଶତାଧିକ ବିଜେଡି କର୍ମୀଙ୍କୁ ନେଇ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ବିଶାଳ ସମାବେଶ

4 April 2024 kanika odisha 0

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଂଚାୟତକୁ ନେଇ ଏକମିଳିତ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର […]

ପଟ୍ଟାମୁଣ୍ଡାଇ କଲେଜରେ ଏଡ଼ସ ସଚେତନତା

4 April 2024 kanika odisha 0

ପଟ୍ଟାମୁଣ୍ଡାଇ କଲେଜ ରେଡକ୍ରସ ଓ ରେଡରିବନ କ୍ଲବ ପକ୍ଷରୁ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ପ୍ରାଧ୍ୟାପକ […]

ପାଣିରେ ବୁଡି ଶିଶୁପୁତ୍ରର ମୃତ୍ୟୁ

4 April 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କଖାରୁଣି ପଂଚାୟତ ଓସଙ୍ଗରା ଗାଁରେ ଗୁରୁବାର ସଂନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଥିବା ଖବର ମିଳିଛି । ପୋଖରୀରେ ବୁଡି ୪ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି […]

ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଜଣଙ୍କ ଜୀବନ

4 April 2024 kanika odisha 0

କଟକ : ମୁକୁଳା ଡ୍ରେନ୍‌ରେ ପଡ଼ି ଜଣକର ଜୀବନ ଯାଇଛି । ସିଆରଆରଆଇ ଥାନା ଅନ୍ତର୍ଗତ ନୂଆବଜାର ମହିମାନଗରରେ ଘଟିଛି ଏହି ଅଘଟଣ । ଗୁରୁବାର ସକାଳୁୁ ମୃତକ ଜଣକ ରାସ୍ତା ପାର୍ଶ୍ୱ ମୁକୁଳା […]

ଅସହ୍ୟ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ : ଅଘୋଷିତ ବିଦ୍ୟୁତ୍ କାଟ ବଢାଉଛି ସମସ୍ୟା

3 April 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ଅତିଷ୍ଠ କରିଦେଉଛି । ଦିନରେ ତାତି ଓ ରାତିରେ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବାରୁ ବିଦ୍ୟୁତ୍‌ର ଆବଶ୍ୟକତା ବଢ଼ିଯାଇଛି । ହେଲେ […]

ଅଂଶୁମାନ ଓ ଗଣେଶ୍ୱରଙ୍କ ଇସ୍ତଫା କଂଗ୍ରେସଦଳ ପାଇଁ କିଛି ଫରକ ପଡିବନି- ହଳଧର

3 April 2024 kanika odisha 0

କେନ୍ଦ୍ରାପଡ଼ା, ୩ା୪: ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଇସ୍ତଫା ପ୍ରଦାନ କଂଗ୍ରେସ ଦଳ ପାଇଁ କିଛି ଫରକ ପଡିବନି ବୋଲି କହିଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି […]

ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତ ସମସ୍ୟାର ମୁକାବିଲା ପାଇଁ ସମୀକ୍ଷା ବୈଠକ

3 April 2024 kanika odisha 0

କେନ୍ଦ୍ରାପଡ଼ା, ତା ୦୩/୦୪: ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ଲହରୀ । ଏହାର ମୁକାବିଲା ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି […]

ଶିକ୍ଷୟତ୍ରୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ : ଚକ୍ଷୁ ଦାନ କଲେ ପରିବାର ଲୋକେ

3 April 2024 kanika odisha 0

କେନ୍ଦ୍ରାପଡ଼ା, ୩ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ଗ୍ରାମର ଅବିବାହିତା ଶିକ୍ଷୟତ୍ରୀ ଯମୁନା ସାମଲ(୫୫)ଙ୍କ ଆଜି ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ତାଙ୍କର ଦୁଇଟି ଚକ୍ଷୁକୁ ଦାନ କଲେ ସମ୍ପର୍କୀୟ । […]

ହିନ୍ଦୁ ନବବର୍ଷ ପାଳନ ପ୍ରସ୍ତୁତି ବୈଠକ

3 April 2024 kanika odisha 0

କେନ୍ଦ୍ରାପଡା ୩/୪ : ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ସ୍ଥାନୀୟ ବାରଙ୍ଗେଇ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ପାଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ତିଥି […]

କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

3 April 2024 kanika odisha 0

କେନ୍ଦ୍ରାପଡା : ଚଳିତ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଅନନ୍ୟ ସଫଳତା ହାସଲ କରିଥିବା ଗୋଗୁଆ ଉ ପ୍ରା ବିଦ୍ୟାଳୟ ଛାତ୍ରୀ ସୁଲଗ୍ନା ସ୍ଥିତିପ୍ରଜ୍ଞାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି […]

ପୁନର୍ବାସ ତରଫରୁ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳନ

3 April 2024 kanika odisha 0

କେନ୍ଦ୍ରାପଡ଼ା, ୨/୪: ମାଧପୁରର ପୁନର୍ବାସ ଅନୁଷ୍ଠାନ ତରଫରୁ ବିଶ୍ୱ ଅଟିଜିମ୍‌(ସ୍ୱପରାୟଣତା) ଦିବସ ପାଳନ କରାଯାଇଛି । ମୁଖ୍ୟ ଉପଦେଷ୍ଟା କଥାକାର ଡକ୍ଟର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା […]

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ କଂଗ୍ରେସରୁ ଇସ୍ତଫା

3 April 2024 kanika odisha 0

କେନ୍ଦ୍ରାପଡ଼ା, ୨ା୪: ପୂର୍ବତନ ମନ୍ତ୍ରୀ, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ମିଡିଆସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଗତ […]

ବିଜେପି ପକ୍ଷରୁ କେନ୍ଦ୍ରାପଡାର ୩ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା

3 April 2024 kanika odisha 0

  ଆଳିରୁ କୃଷ୍ଣଚନ୍ଦ୍ର, ପାଟକୁରାରୁ ତେଜେଶ୍ୱର ଓ ମହାକାଳପଡାରୁ ଦୁର୍ଗାପ୍ରସନ୍ନ ପ୍ରାର୍ଥୀ କେନ୍ଦ୍ରାପଡ଼ା, ୨ା୪: ସାଧାରଣ ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ […]

ଧ୍ରୁବ-ଅଂଶୁମାନଙ୍କ ଶକ୍ତି ପ୍ରଦର୍ଶନ : ବିଶାଳ ଶୋଭାଯାତ୍ରାରେ ଦୁଲୁକିଲା ପଟ୍ଟାମୁଣ୍ଡାଇ , ଭବ୍ୟ ସ୍ୱାଗତ ସହ କଲେ ଦିଅଁ ଦର୍ଶନ

2 April 2024 kanika odisha 0

ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମର୍ଯ୍ୟାଦା ଜନକ କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଭାବେ ଟାଣୁଆ ଯୁବନେତା ଅଂଶୁମାନ ମହାନ୍ତି ଓ ରାଜନଗର ବିଧାନସଭା ଆସନର ପ୍ରାର୍ଥୀ ଭାବେ ଅଭିଜ୍ଞ […]

କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଗଣେଶ୍ୱର ବେହେରା

2 April 2024 kanika odisha 0

କେନ୍ଦ୍ରାପଡା ୨ ।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସର ଇସ୍ତଫା ଦେଇଛନ୍ତି । ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା […]

ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

1 April 2024 kanika odisha 0

କେନ୍ଦ୍ରାପଡ଼ା, ୧ା୪: ସ୍ଥାନୀୟ ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତୀରେ […]

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

1 April 2024 kanika odisha 0

କେନ୍ଦ୍ରାପଡା,୧ା୪ : କେନ୍ଦ୍ରାପଡାରେ ୮୯ତମ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜଜାଙ୍ଗସ୍ଥିତ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ ଯୋଗଦେଇ […]

କବି ନିରୁପମା ଦାସଙ୍କ “ନୀଳ ଲଫାପାର ଚିଠି”ଲୋକାର୍ପିତ

1 April 2024 kanika odisha 0

କେନ୍ଦ୍ରାପଡା,୧ା୪: କେନ୍ଦ୍ରାପଡା ଫ୍ରେଜର ସ୍କୁଲ ପରିସରରେ ସମ୍ବର୍ତକୀ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ କବି ନିରୁପମା ଦାସଙ୍କ ପୁସ୍ତକ “ନୀଳ ଲଫାପାର ଚିଠି” ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ […]

ସାପ କାମୁଡାରେ ୧ମୃତ

1 April 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ବାଲିପାଟଣା ଗ୍ରାମର ଶ୍ରୀଚରଣ ନାୟକଙ୍କ ପୁଅ ଚନ୍ଦନ କୁମାର ନାୟକ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଏକ ବିଷଧର ସାପ ତାକୁ କାମୁଡି ଦେଇଥିଲା […]

ଧାନେଶ୍ୱରୀ ପୀଠରେ ନୃତ୍ୟ ମହୋତ୍ସବ

1 April 2024 kanika odisha 0

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଧାନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ହୋଲି ମେଳଣ ଅବସରରେ ସାଇ ଇନଫ୍ରା ଟେକ୍ ଦ୍ୱାରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।. ମା ଧାନେଶ୍ୱରୀ ସାଂସ୍କୁତିକ […]

ପ୍ରସନ୍ନ ପରିଡାଙ୍କ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ

1 April 2024 kanika odisha 0

କେନ୍ଦ୍ରାପଡ଼ା,୧ା୪: କେନ୍ଦ୍ରାପଡ଼ାର ଗରାପୁରସ୍ଥିତ ସ୍ୱୟଂସିଦ୍ଧା ରିଶୋର୍ଟଠାରେ କେନ୍ଦ୍ରାପଡ଼ା ଲୋକସଭା ଆସନର ପୂର୍ବତନ ଆଶାୟୀ ଭାଜପା ପ୍ରାର୍ଥୀ ପ୍ରସନ୍ନ କୁମାର ପରିଡ଼ାଙ୍କ ଆବାହକତ୍ୱରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ […]

ଜିଲ୍ଲାସ୍ତରୀୟ ୮୯ତମ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ମାତୃଭାଷାର ପ୍ରଗତିରେ ଜାତିର ଉନ୍ନତି: ଜିଲ୍ଲାପାଳ

1 April 2024 kanika odisha 0

କେନ୍ଦ୍ରାପଡ଼ା, ୧ା୪: ବୀରପ୍ରସବିନୀ ଓଡ଼ିଶା ମାଟିର ସୁଯୋଗ୍ୟ ବରପୁତ୍ରମାନେ ଥିଲେ ଦୂରଦ୍ରଷ୍ଟା । ସେମାନେ ବୁଝିଥିଲେ ହୃଦୟର ଭାଷା ଅର୍ଥାତ୍ ମାତୃଭାଷା ହେଉଛି ଆମ ଅତୀତର ଅସ୍ତିତ୍ୱ ପୁଣି ଆମ ଭବିଷ୍ୟତ । ମାତୃଭାଷା […]

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଶ୍ରୀବଳଦେବଜୀଉଙ୍କ ଆଶ୍ରିର୍ବାଦ ଭିକ୍ଷା କଲେ

1 April 2024 kanika odisha 0

କେନ୍ଦ୍ରାପଡ଼ା, ୧ା୪: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ରର ବିଜେପି ସଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ସନ୍ଦ୍ୟାରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି […]

ଉତ୍କଳ ଦିବସ : ୮୮ ବର୍ଷ ତଳେ ଓଡ଼ିଶାକୁ ମିଳିଥିଲା ଭାଷାଭିତ୍ତିିକ ରାଜ୍ୟ ମାନ୍ୟତା ।

1 April 2024 kanika odisha 0

ଉତ୍କଳ ଦିବସ ଓଡିଶା ରାଜ୍ୟ ର ପ୍ରତିଷ୍ଠା ଦିବସ । ପୁରା ରାଜ୍ୟ ରେ ୧ ଅପ୍ରେଲକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଉତ୍କଳ ଦିବସ ପାଳନ କରିବା ର ମୂଳ […]