ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

17 April 2024 kanika odisha 0

କେନ୍ଦ୍ରାପଡ଼ା, ୧୬ା୪: କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରୀବିକ୍ରମ କେଶରୀ ଚିହ୍ନରା ଜନୈକ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୩୧ହଜାର ଟଙ୍କା ଜରିମାନା କରିଛନ୍ତି । […]

ବଜ୍ରପାତରେ ଜଣେ ମୃତ

16 April 2024 kanika odisha 0

କେନ୍ଦ୍ରାପଡ଼ା, ୧୬ା୪: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ବିରସ୍ୱତୀ ଗ୍ରାମର ନାରାୟଣ ମଳିକଙ୍କ ପତ୍ନୀ ଅମ୍ବିକା ମଳିକ(୫୨) ତାଙ୍କ ବିଲକୁ ମୁଗ ଉପାଡିବାକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ସମୟରେ […]

ସ୍ୱନକ୍ଷତ୍ର ଦିବସ ପାଳିତ

16 April 2024 kanika odisha 0

କେନ୍ଦ୍ରାପଡ଼ା, ୧୬ା୪: ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ଶ୍ୟାମସୁନ୍ଦରପୁର ପଞ୍ଚାୟତସ୍ଥିତ ପୁରୁଷୋତ୍ତମପୁର ଗ୍ରାମର ବିଶିଷ୍ଟ ପ୍ରବଚକ ତଥା ଅବସରପ୍ରାପ୍ତ ଶିକ୍ଷକ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥଙ୍କ ଧର୍ମପତ୍ନୀ ରୁକ୍ମଣୀ ରଥଙ୍କର ୭୧ତମ ସ୍ୱନକ୍ଷତ୍ର ଦିବସ […]

No Image

ରାଜନଗର ନିର୍ବାଚନ ମଣ୍ଡଳୀ ;  ହାତ ଧରି ପାରନ୍ତି ଅଲେଖ !

16 April 2024 kanika odisha 0

ପଟ୍ଟାମୁଣ୍ଡାଇ ୧୬/୪ କଳ୍ପତରୁ ନାୟକ -ଉପକୂଳ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଚଳିତ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି । ବିଜୁ ଜନତା ଦଳ ବର୍ତମାନ ବିଧାୟକ ଧ୍ରୁବ […]

ଆମ ସମ୍ପର୍କ ପକ୍ଷରୁ ମହାବିଷୁବ ମିଳନ ସମାରୋହ

16 April 2024 kanika odisha 0

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ କଳା, ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ଆମ ସମ୍ପର୍କ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ ଅବସରରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ମହାବିଷୁବ ମିଳନ […]

No Image

ପଟ୍ଟାମୁ୍‌ଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ଆଇନ ସଚେତନତା ଶିବିର

16 April 2024 kanika odisha 0

କେନ୍ଦ୍ରାପଡ ଜିଲ୍ଲା ପଟ୍ଟାମୁ୍‌ଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ମଙ୍ଗଳବାର ପଟ୍ଟାମୁଣ୍ଡାଇ କୋଟ୍ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତିର ଅଧ୍ୟକ୍ଷା ତଥା ବରିଷ୍ଠ ଦେୱାନୀ ବିଚାରପତି ସୃଶ୍ରୀସଙ୍ଗୀତା […]

ଦ୍ୱିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା

16 April 2024 kanika odisha 0

ଭୁବନେଶ୍ୱର,୧୬ ।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା) । ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ […]

ବ୍ରିଜ୍ ତଳକୁ ବସ୍ ଖସି 5 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ,ମୃତକଙ୍କ ପରିବାର ପାଇଁ 3 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା

16 April 2024 kanika odisha 0

ଯାଜପୁର କୁଆଖିଆ ବାରବାଟୀ ଛକଠାରେ ଏକ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନଏଚ-16ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡିଛି। ଏଥିରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ […]

ପ୍ରବଳ ଖରାରେ ଶ୍ରମିକଙ୍କୁ କାମନକରାଇବାକୁ ନିର୍ଦେଶ

15 April 2024 kanika odisha 0

କେନ୍ଦ୍ରାପଡ଼ା, ୧୫ା୪:ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରବଳ ଖରାରେ ଶ୍ରମିକମାମଙ୍କୁ କାମ ନକରାଇବାକୁ କଡାକଡି ଭାବେ ବାରଣ କରାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଏନେଇ […]

ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡା ଗୁରୁତ୍ତର

15 April 2024 kanika odisha 0

କେନ୍ଦ୍ରାପଡ଼ା, ୧୫ା୪: ପୂର୍ବତନ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡା ହଠାତ ଗୁରୁତ୍ତର ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀ ପରିଡାଙ୍କୁ […]

କେନ୍ଦ୍ରାପଡାରେ ହିନ୍ଦୁ ଏକତା ଶୋଭାଯାତ୍ରା

14 April 2024 kanika odisha 0

କେନ୍ଦ୍ରାପଡ଼ା, ୧୪ା୪: ଆଜି ଓଡିଆ ନବବର୍ଷ ତଥା ହନୁମାନଜୀଉଙ୍କ ଜୟନ୍ତୀ ଉତ୍ସବ ଅବସରରେ ପାଞ୍ଚଶହ ବର୍ଷର ସଂଘର୍ଷମୟ ଇତିହାସର ବିଜୟ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲା “ଧର୍ମରକ୍ଷା ସେନା” ଓ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ […]

କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

14 April 2024 kanika odisha 0

କେନ୍ଦ୍ରାପଡ଼ା, ୧୪ା୪: କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ରବିବାର ଭାରତରତ୍ନ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ହାଇସ୍କୁଲ ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ […]

ଜିଲ୍ଲା କଂଗ୍ରେସ ଭବନରେ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ଜୟନ୍ତୀ ପାଳନ

14 April 2024 kanika odisha 0

କେନ୍ଦ୍ରାପଡ଼ା, ୧୪ା୪: ଭାରତର ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ରବିବାର ପାଳନ କରାଯାଇଛି । ପ୍ରଥମେ ସେଠାରେ ଥିବା […]

ପୁର୍ବତନ ସୈନିକ ସଂଘ ପରିବାର ଜଳଛତ୍ର କାର୍ଯ୍ୟକ୍ରମ

14 April 2024 kanika odisha 0

କେନ୍ଦ୍ରାପଡା ୧୪/୪ – ପୁର୍ବତନ ସୈନିକ ସଂଘ ପରିବାର ତରଫରୁ ପଣା ସଂକ୍ରାନ୍ତି ଉପଲକ୍ଷେ ସକାଳ ୮ ଘଟିକା ସମୟରେ ତିନିମୁହାଣୀ ଛକ ସ୍ଥିତ ଅମର ଯବାନ ସ୍ତମ୍ଭ ପରିସରରେ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ […]

ଭୀମରାଓ ବାବା ସାହେବ୍ ଆମ୍ବେଦକରଙ୍କ ଜୟନ୍ତୀ : ଯେତେଦିନ ସମ୍ବିଧାନ ସୁରକ୍ଷିତ,ସେତେଦିନ ଆମ୍ବେଦକରଙ୍କ ସ୍ମୃତି ଉଜ୍ଜୀବିତ

14 April 2024 kanika odisha 0

କେନ୍ଦ୍ରାପଡା ୧୪/୪- ଆଜି କେନ୍ଦ୍ରାପଡା ଡକ୍ଟର ଆମ୍ବେକରଙ୍କ ବିଚାର ମଂଚ ତରଫରୁ ସମ୍ବିଧାନର ମୁଖ୍ୟ ସ୍ଥପତି ଡକ୍ଟର ଭୀମରାଓ ବାବା ସାହେବ୍ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ବାବା ସାହେବ […]

ମହାବିଷୁବ ସଂକ୍ରାନ୍ତି ପାଳିତ

14 April 2024 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଓଡ଼ିଆ ନୂଆ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ସମାରୋହରେ ପାଳିତ ହୋଇଯାଇଛି । ଉତିକଣ ଅଂଚଳର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଚନ୍ଦ୍ରମଉଳି, ପଟ୍ଟାମୁଣ୍ଡାଇ ଶ୍ରୀରାମମନ୍ଦିର ପୋଖରୀଆପଡା ହରପାର୍ବତୀ ମନ୍ଦିର, […]

ସମ୍ବିଧାନ ପ୍ରତି ପ୍ରତିବଦ୍ଧତା ହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

14 April 2024 kanika odisha 0

କେନ୍ଦ୍ରାପଡା  ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତୀୟ ସମ୍ବିଧାନର ମୁଖ୍ୟ ବିନ୍ଧାଣୀ ଡ଼ଃ ଭି. ଆର୍‌. ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ […]

ପାଣ୍ଡିଆନଙ୍କୁ ଭେଟିଲେ ବିଜେଡି ସଂଖ୍ୟାଲଘୁ ସେଲ କର୍ମକର୍ତା

14 April 2024 kanika odisha 0

କେନ୍ଦ୍ରାପଡ଼ା ତା ୧୪/୪-ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟିଛି ବିଜେଡି ସଂଖ୍ୟାଲଘୁ ସେଲ । ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ରାପଡ଼ା ବିଜେଡି ସଂଖ୍ୟାଲଘୁ ସେଲର ପାଣ୍ଡିଆନଙ୍କୁ ଭେଟଘାଟ ସ୍ୱତନ୍ତ୍ର ଗୁରୁତ୍ୱ […]

ସଂସାରଫଳରେ ନୂତନ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

14 April 2024 kanika odisha 0

କେନ୍ଦ୍ରାପଡ଼ା ୧୩/୪ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ସଂସାରଫଳ ଗ୍ରାମରେ ନୂତନ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ଅବସରରେ […]

କିଶୋର ସ୍ୱାଇଁ ଖଡିଅଣ୍ଟା ପଂଚାୟତ ବିଜେଡି ପର୍ଯ୍ୟବେକ୍ଷକ

14 April 2024 kanika odisha 0

କେନ୍ଦ୍ରାପଡ଼ା ୧୩/୪ -ଆଗାମୀ ସାଧାରଣ ନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଆଞ୍ଚଳିକ […]

ଆଳି ତଟବନ୍ଧର ଗଞ୍ଜା -ସାତଘରିଆ ବଗି ବନ୍ଧ ରାସ୍ତା ଟେଣ୍ଡର ପରେବି ଆରମ୍ଭ ହେଉନି

14 April 2024 kanika odisha 0

କେନ୍ଦ୍ରାପଡ଼ା, ୧୩ା୪: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନ ଗଞ୍ଜା-ସାତଘରିଆ ବଗିବନ୍ଧ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ସେହି ରାସ୍ତାରେ ଯାତାୟତ କରିବାରେ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ଲକ […]

ରାଜ୍ୟ ଦେବୋତ୍ତର କମିଶନରଙ୍କ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ

14 April 2024 kanika odisha 0

କେନ୍ଦ୍ରାପଡ଼ା, ୧୩ା୪: ଓଡିଶା ରାଜ୍ୟ ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା ଏକ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିଦର୍ଶର୍ନ କରିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । […]

ବିଜୁ ପରିବାର ପକ୍ଷରୁ ସାମାଜିକ ଗଣମାଧ୍ୟମର ବନ୍ଧୁ ମିଳନ ଅନୁଷ୍ଠିତ

14 April 2024 kanika odisha 0

କେନ୍ଦ୍ରାପଡ଼ା, ୧୩ା୪: କେନ୍ଦ୍ରାପଡା ବିଜୁ ପରିବାର ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ କଲୟାଣ ମଣ୍ଡପରେ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଜିଲ୍ଲା ବିଜୁଛାତ୍ର ଜନତାଦଳର ସଭାପତି […]