ପଟ୍ଟାମୁଣ୍ଡାଇରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ
ଓଡ଼ିଆ ସଂସ୍କୃତିରେ ମହାନ ଆଧ୍ୟାତ୍ମିକଧାରାର ପ୍ରତୀକ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପଟ୍ଟାମୁଣ୍ଡାଇର ପୁରପଲ୍ଲୀରେ ବିପୁଳ ଆନନ୍ଦଉଲ୍ଲାସର ସହିତ ମହାସମାରୋହରେ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଅଂଚଳର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଉତିକଣର ଚନ୍ଦ୍ରମଉଳି ମନ୍ଦିର […]
