କେନ୍ଦ୍ରାପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ପଦଯାତ୍ରା ଉଦ୍ଯାପିତ
କେନ୍ଦ୍ରାପଡ଼ା, ତା୧୧/୧୦: ଗତ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳ ପଦଯାତ୍ରା କାର୍ଯ୍ୟକ୍ରମ ଆଜି ଜୟପ୍ରକାଶ ନାରାୟଣ ଜୟନ୍ତିରେ ଶେଷ ହୋଇଛି । କେନ୍ଦ୍ରାପଡା ବିଧାୟକ […]
