ମୈାସୁମୀ ସାହିତ୍ୟ ପରିଷଦର ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ

କେନ୍ଦ୍ରାପଡ଼ା, ୨୮ା୧୦ : ଜିଲ୍ଲାର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ମୈାସୁମୀ ସାହିତ୍ୟ ପରିଷଦର ରାଜ୍ୟ ସ୍ତରୀୟ ୫ମ ସ୍ୱନକ୍ଷତ୍ର ଦିବସ, ପତ୍ରିକା ଉନ୍ମୋଚନ ଓ କବିତା ପାଠୋତ୍ସବ...

ଜିଲ୍ଲା ସ୍ତରୀୟ ୱାକଥନ ଓ ପଥ ଉତ୍ସବ: ସୁସ୍ଥ ଗଣତନ୍ତ୍ର ପାଇଁ ସଂଶୋଧନ ପ୍ରକ୍ରିୟାରେ ସକ୍ରୀୟ ଅଂଶଗ୍ରହଣ ଜରୁରୀ- ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୨୮ା୧୦ : ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ । ତେଣୁ ଭୋଟର୍ ତାଲିକାରେ ରହିଯାଇଥିବା ତ୍ରୁଟିର ସଂଶୋଧନ ଏବଂ ନୂତନ ପଞ୍ଜିକରଣ ପାଇଁ ସଚେତନତା ସୃଷ୍ଟି କରିବା...

ରାଜ୍ୟ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିବସ

କେନ୍ଦ୍ରାପଡା ୨୮-୧୦- ଡ଼ ବୈଷ୍ଣବ ପରିଡା ମେମୋରିଆଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ ର ୩ ୟ ବାର୍ଷିକ ରାଜ୍ୟ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ରାପଡା...

୧୩୯ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ନିଜସ୍ୱ ଗୃହ,ଶିଶୁଙ୍କ ଶିକ୍ଷା ଚାଲିଛି ଭଡ଼ାଘରେ   

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତତ୍ୱାବଧାନରେ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ଶିକ୍ଷାର ମୂଳଦୂଆ ପଡୁଥିବା କୁହାଯାଉଥିବା...

ଗୋପବନ୍ଧୁ ପାଠାଗାରରେ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା : ଓଡିଶା ପଯତ୍ନ ପରିବାର ଆନୁକୂଲ୍ୟରେ ଆଜି କେନ୍ଦ୍ରାପଡା ତହସିଲ ନିକଟସ୍ଥ ଗୋପବନ୍ଧୁ ପାଠାଗାର ପରିସରରେ ୩ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।...

ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀଙ୍କ ମୃତ୍ୟୁ , ସହାୟତା ପାଇଁ ପତ୍ନୀଙ୍କ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡ଼ା : ବିପଦସଙ୍କୁଳ ଅବସ୍ଥାରେ ରାସ୍ତାରେ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି...

ୱାକଥନ୍ ଓ ପଥ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,: ଭୋଟର୍ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଶନିବାର ଆୟୋଜନ ହେବାକୁ ଥିବା ୱାକଥନ୍ ଓ ପଥଉତ୍ସବ ପାଇଁ ଜିଲ୍ଲା...

ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ଡ୍ରାଫ୍ଟ ଭୋଟର୍ ତାଲିକା ପ୍ରକାଶିତ

କେନ୍ଦ୍ରାପଡ଼ା,: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଡ୍ରାଫ୍ଟ ଭୋଟର୍ ତାଲିକା ପ୍ରକାଶିତ ହୋଇଛି । ସମସ୍ତ ରାଜନୈତିକ ଦଳର...

ମା ପଞ୍ଚୁବରାହୀ ମନ୍ଦିରରେ ଚୋରୀ

କେନ୍ଦ୍ରାପଡା : ରାଜନଗର ବ୍ଲକ ସାତଭାୟାର ମା ପଚୁଂବରାହୀଙ୍କ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଉପକୂଳ ଓଡିଶାର ଅନ୍ୟତମ ଆରାଧ୍ୟ...

ସମବାୟ ସମିତି ସମ୍ପାଦକଙ୍କ ଏକଚାଟିଆ ନୀତି, କୃଷିଯୋଜନା ହେଉଛି ବାଟମାରଣା ସମ୍ପାଦକଙ୍କ ବଦଳି ନିତି କାର୍ଯ୍ୟାକାରୀ ହେଉ

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ ୮୦ ଭାଗ ଲୋକ ଗ୍ରାମାଂଚଳରେ ବାସ କରନ୍ତି ଏବଂ କୃଷି ଉପରେ ନିର୍ଭର କରି ଚଳନ୍ତି । କୃଷିର ଉନ୍ନତି...

ବଢ଼େଇପଦା ଗ୍ରାମରେ ପାନୀୟଜଳ ସଂକଟ, ନଳକୂପ ଅବରୋଧ

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ପଂଚାୟତ ବଢ଼େଇପଦା ଗ୍ରାମର ନଳକୂପକୁ ଜନୈକ ବ୍ୟକ୍ତି ମାଟି ପକାଇ ଅବରୋଧ କରିଥିବାରୁ ନଳକୂପ ନିକଟକୁ ଗ୍ରାମବାସୀ ଯାଇନପାରି...

ଗୁମର ଖୋଲିଲା ଆରଟିଆଇ ତଥ୍ୟ , ଉଠାଦୋକାନୀଙ୍କୁ କୋଭିଡ ସହାୟତା ପ୍ରଦାନରେ ହେରେଫେର

କେନ୍ଦ୍ରାପଡା :କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଜନସାଧାରଣ କୋଭିଡ୍ ପଞ୍ଝାରେ ପଡି ଜୀବନ ଓ ଜୀବିକା ହରାଇ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ସେଥିନେଇ...

 “ଶିଶୁ ପାଇଁ ଦିନଟିଏ”ର ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା : ଶିଶୁ ହସିଲେ ଦେଶ ହସିବ । ତେଣୁ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଏକ ତ୍ରୈମାସିକ ସମୀକ୍ଷା ବୈଠକ ପ୍ରଦକ୍ଷଣ ଭବନ ସମ୍ମିଳନୀ...

କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା: ପୈାର ଟାଉନହଲ ପରିସରରେ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ନିମନ୍ତେ ତୃତୀୟ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର...

୨୮ରେ ପୁନର୍ବାସ ମେଧାଛାତ୍ର ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା ୨୬ ।୧୦: ଆର୍ଥିକ ଅନଗ୍ରସର ଭିନ୍ନକ୍ଷମ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ପୁନର୍ବାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବାର୍ଷିକ ମେଧାବୃତ୍ତି...

ଜୀବନରେ ଭଲ ହେବା ଓ ସଫଳ ହେବାର ସଂକଳ୍ପ ନେବା -ପରମହଂସ ପ୍ରଜ୍ଞାନାନନ୍ଦ

  ନୈତିକ ଶିକ୍ଷା ଶିବିର ‘ସଂକଳ୍ପ’ ଉଦ୍‌ଯାପିତ କେନ୍ଦ୍ରାପଡ଼ା : “ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି, ମନକୁ ସ୍ଥିର ଓ...

ଗୋପରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଧାୟକ

କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ୫ନଂ ୱାର୍ଡ ଗୋପରେ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ଦୁଇଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିବା ବେଳେ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ...

ଇନ୍ଦୁପୁର ଦୁର୍ଗା ଭସାଣୀ ଉତ୍ସବ , ମେଲଣ ପଡିଆକୁ ସଫେଇକଲେ ବିଧାୟକ

କେନ୍ଦ୍ରାପଡା ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଇନ୍ଦୁପୁର ଦୁର୍ଗାପୂଜା ମେଲଣ ଓ ଭାସାଣୀ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଲଣ ଓ ଭସାଣୀ...

କୁମାର ପୂର୍ଣ୍ଣିମା ରାହୁ ସ୍ତ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗହଣରେ ଶ୍ରୀବଳଦେବଜୀଉଙ୍କ ନୀତି ନିର୍ଘଣ୍ଟ

କେନ୍ଦ୍ରାପଡ଼ା, ୨୫ା୧୦ : ଆସନ୍ତା ୨୮ ତାରିଖ ଶନିବାର ଆଶ୍ୱିନ ଶୁକ୍ଳ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ନୀତିକାନ୍ତି ନିମନ୍ତେ କୋହେନୁର୍...

ଶିବାନନ୍ଦ ଆଶ୍ରମରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା

କେନ୍ଦ୍ରାପଡ଼ା,୨୫ା୧୦: ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା (କୁମାରୀ ପୂଜନ) ଉତ୍ସବ ଦଶହରା ଅବସରରେ ଅନୁଷ୍ଠିତ ହୋଇଯାଇଛି...

ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ସଂଖ୍ୟାଲଘୁ ଅନୁଷ୍ଠାନର ଉନ୍ନତିକରଣ ପାଇଁ ବୈଠକ

କେନ୍ଦ୍ରାପଡ଼ା, ୨୫ା୧୦ : କେନ୍ଦ୍ରାପଡା ବିଜେଡି ସଂଖ୍ୟାଲଘୁ ସେଲ ଆନୁକୂଲ୍ୟରେ ଜିଲ୍ଲାର ସଂଖ୍ୟାଲଘୁ ଅନୁଷ୍ଠାନ ଗୁଡିକର ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ଉର୍ଦ୍ଧୁ ପାଠାଗାର ପରିସରରେ ଏକ ବୈଠକ...

ପଟ୍ଟାମୁଣ୍ଡାଇରେ ମା’ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ , ବାଲିପଡା କାଠପାଇ ଅସ୍ଥାୟୀ ପୋଖରୀରେ ହେଉଛି ବିସର୍ଜ୍ଜନ

ମା'ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ପଟ୍ଟମୁଣ୍ଡାଇରେ ବୁଧବାର ପୂର୍ବାହ୍ନରୁ ଆରମ୍ଭ ହୋଇଯାଇଛି । ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା । ପଟ୍ଟାମୁଣ୍ଡାଇ ସହର ଏବେ...

ମୋବାଇଲ ଘୁଁ ଘୁଁ କମ୍ପନ ସହ ଥରି  ଆସୁଛି ଏମରଜେନ୍ସି ଆଲର୍ଟ

ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୋବାଇଲ  ଘୁଁ ଘୁଁ କମ୍ପନ ସହ ଥରି  ଆସୁଛି ଏମରଜେନ୍ସି ଆଲର୍ଟ। ଅଚାନକ ବାଜିଉଠୁଛି ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ ଉଭୟ...

ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳେ ନିଜସ୍ୱ ସ୍ୱତନ୍ତ୍ର ପୂଜା ପଦ୍ଧତି ଏବଂ ପରମ୍ପରା।

କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇର ନିଳକଣ୍ଠପୁରରେ ନବମୀ ଦୃର୍ଗାପୂଜାରେ ଭକ୍ତମାନେ ମାଙ୍କୁ ଏକ ନିଆରା ଶୈଳୀରେ ଝୁଣା ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା । ନବମୀରେ ଦିନସାରା ନିର୍ଜଳ ଉପବାସ...

Skip to content ↓