କେନ୍ଦ୍ରାପଡା ୨୦ା୬-ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି । ବର୍ଯ୍ୟବସ୍ତୁ, ଯାନବାହାନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି । ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ ହେବାକୁ ପରାମର୍ଶ ଦିଆଯାଉଛି । ଏହିକ୍ରମରେ ଭାରତ ସରକାର ବୃକ୍ଷରୋପଣଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଉଥିବା କୁହାଯାଉଛି । ଅନୁରୂପ ଭାବେ ପ୍ରତି ରାଜ୍ୟ ସରକାର ମଧ୍ୟ […]

କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରାକାରଙ୍କର ଅନେକ ଯୋଜନା କରିଛନ୍ତି । ଏମଏସଏମଇ ଓ ପିଏମଇଜିପି ମାଧ୍ୟମରେ ବେକାରି ଯୁବତୀ ଯୁବକମାନଙ୍କ ପାଇଁ କ୍ଷୁଦ୍ର ମଧ୍ୟମ ଉଦ୍ୟେଗ ଯୋଜନା ମାଧ୍ୟମରେ ବ୍ୟାବସାୟ ପାଇଁ ଋଣ ପ୍ରଦାନ କରାଯାଉଛି । ମାତ୍ର ବ୍ୟାଙ୍କରୁ ଆବଶ୍ୟକ ପରିମାଣ ରୁଣ ନମିଳିବାରୁ ମିଳିଥିବା ରୁଣରେ ଉଦ୍ୟେଗ ଚଳାଇବା କଷ୍ଟ ହେଉଛି । ପରେ କର୍ଜ ଦାମ କରି ଜମିବାଡି ବିକି କ୍ଷତି […]

ପଟ୍ଟାମୁଣ୍ଡାଇ – ପଟ୍ଟାମୁଣ୍ଡାଇ ବ୍ଲକର ଦୋଷିଆ ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୋଷିଆ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସରପଂଚ ସ୍ମୃତି ରେଖା ସ୍ୱାଇଁ ସମିତିସଭ୍ୟ ଆରତୀ ସାହୁ,ବରିଷ୍ଠ ସମାଜସେବୀ ଗୌରାଙ୍ଗ ସ୍ୱାଇଁ, ଶ୍ୟାମସୁନ୍ଦରପୁର ସମବାୟ ସମିତି ସଭାପତି ସୁଦାମ ରାଉତ ପ୍ରମୁଖ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ […]

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର କେନ୍ଦ୍ରାପଡ଼ା ସହରସ୍ଥିତ ଶାମଗୁଡ଼ିଆ ରାଜସ୍ୱ ଓ ବଡ଼ ବାରଙ୍ଗ ରାଜସ୍ୱ ଗ୍ରାମଦ୍ୱୟରେ ଅବସ୍ଥିତ । ବଳଦେବଜୀଉଙ୍କ ମନ୍ଦିରର ରତ୍ନ ସିହ୍ନାସନରେ ପ୍ରଭୁ ଶ୍ରୀ ବଲରାମ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ପୂଜା କରାଯାଏ । ପବିତ୍ର ସାତ ପାହାଚ ପରେ ତୁଳସୀଙ୍କୁ ଏକ ଦେବୀ ଭାବରେ ପ୍ରତିନିଧିତ୍ୱ କରୁଥିବା ଏକ ପ୍ରତିମା ମଧ୍ୟ ଉପସ୍ଥିତ । ସିଦ୍ଧ […]