ଶରଣାର୍ଥୀମାନଙ୍କୁ ଥଇଥାନ ଦାବିରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ

କେନ୍ଦ୍ରାପଡା, ୨୮/୮- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ରାମନଗର, ଖରିନାସୀ, ବତୀଘର ଗ୍ରାମପଞ୍ଚାୟତର ଗ୍ରାମବାସୀମାନେ ୧୯୫୦ ମସିହାରୁ ସେଠାରେ ବସବାସ କରିଆସୁଛନ୍ତି । କେନ୍ଦ୍ରାପଡାରେ ଏକ ସମ୍ବାଦିକ...

ବିଜେଡି ବ୍ଲକ ସଭାପତିରୁ ହଟିଲେ ଅଶୋକ; ନିରଞ୍ଜନଙ୍କୁ ମିଳିଲା ଦାୟିତ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡି ସଭାପତି ପଦରୁ ଅଶୋକକୁମାର ପ୍ରତିହାରୀଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ବ୍ଲକ ବିଜେଡି ଉପସଭାପତି ଥିବା ନିରଂଜନ ରାଉତଙ୍କୁ...

ରାଜ୍ୟ ସ୍ତରୀୟ ଓକା ଆଇଡଲ ପ୍ରତିଯୋଗୀତା ଓ ସମ୍ବର୍ଦ୍ଧନା ମହୋତ୍ସବ

କେନ୍ଦ୍ରାପଡା ୨୮/୮- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସଂଙ୍ଗୀତ ମୁର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ପକ୍ଷରୁ ଓକା ଆଇଡଲ ପ୍ରତିଯୋଗୀତା ଓ ସମ୍ବର୍ଦ୍ଧନା ଉତ୍ସବ...

ପଡୋଶୀ ନାଲିବତୀ ଗାଡିରୁ ବଟିକା ଖାଇ ଫେରିଛନ୍ତି ରାଜନଗର ନେତା , ବିଧାୟକ ଟିକେଟ ଆଶାରେ ନେତା ଓ କର୍ମୀ

କେନ୍ଦ୍ରାପଡା,୨୮ା୮; ବଦଳିବ କି ରାଜନଗରର ରାଜନୈତିକ ଚିତ୍ର । ଶାସକ ଦଳରେ ଗୋଷ୍ଠୀ କନ୍ଦଳ ସାମାଜିକ ଗଣମାଧ୍ୟମରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଚାଲିଥିବା କଥାକଟାକଟି...

ବିଜୁପଟ୍ଟନାୟକ ସାହସିକତା ପୁରସ୍କାର ଅଦମ୍ୟ ସାହସ, ସେବା ଓ ତ୍ୟାଗ ପାଇଁ ସୁଦର୍ଶନ ଏବଂ ସରୋଜଙ୍କୁ ମିଳିବ ପୁରସ୍କାର

କେନ୍ଦ୍ରାପଡ଼ା, ତା୨୮/୦୮: ଅଦମ୍ୟ ସାହସ ଓ ନିର୍ଭୀକତାର ପରିଚୟ ଦେଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱର୍ଗତ ସୁଦର୍ଶନ ସ୍ୱାଇଁ ଏବଂ ସ୍ୱର୍ଗତ ସରୋଜ କୁମାର ଦାସଙ୍କୁ...

ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ

ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପ୍ରଫେସର...

ଧୋୟାଂଚଳ ବିଜେଡିର ବନ୍ଧୁମିଳନ

କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଂଚଳର ଦାଣ୍ଡିସାହି ଠାରେ ଆଜି ଧୋୟାଂଚଳ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ...

ଶ୍ରୀ ବିନୋଦବିହାରୀ ମନ୍ଦିରରେ ଝୁଲଣ ଯାତ୍ରା

କେନ୍ଦ୍ରାପଡ଼ା,୨୭/୮: ଆଜି ପବିତ୍ର ଶ୍ରାବଣ ଶୁକ୍ଳ ଏକାଦଶୀ ଉପଲକ୍ଷେ କେନ୍ଦ୍ରାପଡା ସହର ଗଣାମାହାଲସ୍ଥିତ ଶ୍ରୀ ବିନୋଦବିହାରୀ ମନ୍ଦିରରେ ରାଧାକୃଷ୍ଣଙ୍କର ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହି...

ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡାର ସ୍ୱାଧିନତା ସଂଗ୍ରାମୀ ଦୁର୍ଯ୍ୟୋଧନ ପଣ୍ଡା ସ୍ମୃତି କମିଟି ତରଫରୁ ସ୍ମୃତି କମିଟିର ସଭାପତି ବରିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଗରାପୁରସ୍ଥ କାଳୀ...

ଧୋୟାଞ୍ଚଳ ବିଜେଡି ବନ୍ଧୁମିଳନକୁ ନେଇ ରାଜନୈତିକ ଭୁକମ୍ପ

ଆଗାମୀ ସାଧାରଣ ନିର୍ବାଚନକୁ ନେଇ ସାଧାରଣ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳରେ ରାଜନୈତିକ ବାତାବରଣ ଧୀରେ ଧୀରେ ସରଗରମ ହେବାରେ...

କେନାଲରେ ପର୍ଯ୍ୟପ୍ତ ପରିମାଣରେ ପାଣି ଅଛି ; କ୍ଷେତରେ ପହଁଚି ପାରୁନି

  ଉପର ମୁଣ୍ଡ ଜମି ଶୁଖିଲା ପଡିଛି ଖାଲୁଆ ଜମିରେ ପାଣି ଲହରି ମାରୁଛି ଡ୍ରେନେଜ ନାଳ ପୋତି ହେଲାଣି କାଡା କେନାଲର ସତା ନାହିଁ କେନ୍ଦ୍ରାପଡା...

“ଫେରିଆସ ଡାକ୍ତର” ପୁସ୍ତକ ଉନ୍ମୋଚିତ ଓ ସ୍ମୃତି ସଭା

କେନ୍ଦ୍ରାପଡ଼ା, ୨୭ା୮: ଡ଼ାକ୍ତର ବୈଷ୍ଣବ ପରିଡା ଥିଲେ ସର୍ବୋଚ୍ଚ ମାନବୀୟ ଆଦର୍ଶ ସେବା, ସଂକଳ୍ପ ଓ ଉତ୍ସର୍ଗର ସର୍ବଶ୍ରେଷ୍ଠ ରୂପକାର । ତାଙ୍କ ପରି ମଣିଷ ଆଜିର...

ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ କବିତା ସଙ୍କଳନ ଉନ୍ମୋଚିତ

କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ସଂସଦର ସଭାପତି ଡଃ ବାସୁଦେବ ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ପବ୍ଲିକ...

ଶ୍ରୀକ୍ଷେତ୍ରରୁ ବଡଭାଇଙ୍କ ପାଇଁ ତୁଳସୀକ୍ଷେତ୍ର ଆସିଲା ପାଟ୍ଟରାକ୍ଷୀ

କେନ୍ଦ୍ରାପଡ଼ା, ୨୭ା୮: ସମଗ୍ର ବିଶ୍ୱକୁ ପ୍ରେମ ବନ୍ଧନରେ ବାନ୍ଧିରଖି ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଗତରନାଥ ଜଗନ୍ନାଥ ଶ୍ରୀମନ୍ଦିରରେ ତାଙ୍କର ମାନବୀୟ...

କୋଇଲା ବୋଝେଇ ଗାଡି ଜବତ, ଚାଳକ ଫେରାର

କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡା ସଦର ପୁଲିସ ଆଜି ସକାଳେ ଏକ ବେଆଇନ କୋଇଲା ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଜବତ କରିଛି । ଗାଡି ଚାଳକ ଘଟଣା...

ତିନି ୱାରେଣ୍ଟି ଗିରଫ

କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ସଦରଥାନା ପୋଲିସ ଆଜି ତିନି ଜଣ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ କଦଳୀବାଡି ଗ୍ରାମର...

କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତେଜିଲା

କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଫେସର ଅଜୟ...

ମାଇଁ ଏନ୍‌.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ “ହର ଘର ଏକ ପୌଧା” ୪୫ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ

କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ମାଇଁ ଏନ୍‌.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲିଥିବା “ହର ଘର...

ଜାଲିଆତି ଓ ଠକେଇ ଶେଷରେ ମହଙ୍ଗା ପଡ଼ିଲା ନବଯୁଗ ଇନଫୋଟେକ୍ ର ଜିଲ୍ଲା ମୁଖ୍ୟ ଓ ସହଯୋଗୀ ଗଲେ ଜେଲ୍‌

କେନ୍ଦ୍ରାପଡା, ୨୬ା୮ - କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ମିଥ୍ୟା ତଥ୍ୟ ଓ ଜାଲି କାଗଜପତ୍ର ଦେଖାଇ ଚଂଚକତା ଉପାୟରେ ଅନୁମତି ନେବା ସହିତ ଡିଜିଟାଲ ଡୋର ନମ୍ବର...

ବଡ଼ଭାଇ ମାଡ଼ଖାଉଥିବା ଦେଖି ବିରୋଧ କରିବା କାଳ ହେଲା,ସାନଭାଇକୁ ଲୁହାରଡ୍‌ରେ ପିଟି ମାରିଦେଲେ ଦୁର୍ବୁତ୍ତ

କେନ୍ଦ୍ରାପଡ଼ା,୨୬ା୮: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ବଡ଼ଭାଇକୁ କେତେଜଣ ଦୁର୍ବୁତ୍ତ ମାରୁଥିବା ଦେଖି ସାନଭାଇ ପ୍ରତିରୋଧକରିଥିଲେ...

ବିଜେପିର ସମ୍ବିଧାନ ବିରୋଧି କୃଷକ, ଶ୍ରମିକ ହତ୍ୟାକାରୀ ନୀତି ପାଇଁ ସି.ପି.ଆଇ.ର ଲଢେଇ ଡାକରା

କେନ୍ଦ୍ରାପଡ଼ା, ୨୫ା୮: ବିଜେପିର ସମ୍ବିଧାନ ବିରୋଧି କୃଷକ, ଶ୍ରମିକ ମାରଣ ନୀତି ପାଇଁ ସି.ପି.ଆଇ. ଲଢେଇ ଡାକରା ଦେଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ.)ର କେନ୍ଦ୍ରାପଡା...

ପାଟନାଳିରେ ପସିଲା କୁମ୍ଭୀର, ଆତଙ୍କରେ ସାଧାରଣ ଲୋକେ କୁମ୍ଭୀରକୁ ଧରିବାକୁ ଆସି ବନବିଭାଗ ବିଫଳ

ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବଳଦେବ ନଗର ଗ୍ରାମ ପାଖ ଏକ ପାଟ ନାଳିରେ ଗୁରୁବାର ସଂନ୍ଧ୍ୟାରେ ଏକ କୁମ୍ଭୀର ଭାସୁଥିବା ଗ୍ରାମବାସୀ ଦେଖି ରାଜନଗର ବନବିଭାଗକୁ ଖବର...

ଅଷ୍ଟମ ଦିନରେ ପଞ୍ଚାୟତ ଅଧିକାରୀ ସଂଘର ଧାରଣା

କେନ୍ଦ୍ରାପଡ଼ା, ୨୫ା୮: ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘର ଆହ୍ୱାନରେ ଜିଲ୍ଲାର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦୁଇ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

କେନ୍ଦ୍ରାପଡା ଜିଲ୍ଲା ମହିଳା ବିଜେଡିର ଟିମ୍ ଘୋଷିତ

କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳର ମହିଳା ଟିମ୍ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ସୁପାରିଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି ।...

Skip to content ↓