ମନଇଚ୍ଛା କାଟି ପାରିବେନି ତାଳଗଛ , ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧/୭-ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି । ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ...

ମରଣାନ୍ତଙ୍କ ଆକ୍ରମଣରେ ବୃଦ୍ଧା ନିହତ, ଥାନାରେ ୨ଅଟକ

କେନ୍ଦ୍ରାପଡ଼ା, ୩୦ା୬: ଏକ ମରଣାନ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧା ନିହତ ହୋଇଥିବା ବେଳେ ସେହି ପରିବାରର ବହୁ ଆହତ ହୋଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି...

ଶ୍ରୀବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, ୩୦ା୬: ଆଇନ ମହାବିଦ୍ୟାଳୟ କଲୋନୀ ସ୍ଥିତ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଶିକ୍ଷାନୁଷ୍ଠାନ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ଦ୍ୱାବିଂଶତମ ବାର୍ଷିକ ଉତ୍ସବ ଆଜି ଉଦ୍‌ଯାପିତ...

କର୍କଟ ପିଡିତାକୁ ସହାୟତାର ହାତବଢାଇଲା ଚାରିଟେବୁଲ ଟ୍ରଷ୍ଟ

କେନ୍ଦ୍ରାପଡା, ୨୯/୬: କେନ୍ଦ୍ରାପଡ଼ା ସହରର କଜଳା ନିବାସୀ ନାରାୟଣ ମଲ୍ଲିକ(୪୫) ଗତ କିଛି ବର୍ଷ ହେବ ମୁଖ କର୍କଟ ରୋଗରେ ପିଡିତ ହେଇଛନ୍ତି । ଶ୍ରୀ ମଲ୍ଲିକ...

ଜଳସଂପଦ ସହନିର୍ବାହୀ ଯନ୍ତ୍ରିଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଦନା

ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଆସନ୍ତାକାଲି ଅବସର ଗ୍ରହଣ କରିବେ । ସେ ୧୮/୧/୨୦୨୧ୁର ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଏସଡିଓ ଭାବେ...

ମାଲବାହି ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା, ୧ ମୃତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଚନ୍ଦ୍‌ନନଗର ବାଲିଆ ଗ୍ରାମ ନିକଟରେ ଏକ ମାଲବାହି ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ...

ପଟ୍ଟାମୁଣ୍ଡାଇ ତହସିଲରେ ଭିଜିଲାନ୍ସ ଚଢାଉ: ମୁଖ୍ୟ କିରାଣୀ ଗିରଫ

ପଟ୍ଟାମୁଣ୍ଡାଇ ୨୯/୬ -ଜମିପଟ୍ଟା ଆରଓଆର (ରାଇଟ୍ ଅଫ୍ ରେକର୍ଡସ) ଅବିକଳ (ସାଠିଫାଏ) ନକଲ କରିଦେବା ବାବଦରେ ଜଣେ ବ୍ୟକ୍ତିିଙ୍କଠାରୁ ୧୦ ହଜାର ଟଙ୍କା ଲାଂଚ ନେବାବେଳେ ପଟ୍ଟାମୁଣ୍ଡାଇ...

ବକ୍ତାରପୁର ମାଉସୀ ମା ମନ୍ଦିର ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ

ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ମାଉସୀ ମା ମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠଳ ବକ୍ତାରପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି...

କମୁଛି ଚାଷ ଜମି, ବଢୁଛି ଘରବାରି : ଚାଷୀଙ୍କ ପାଇଁ ସମସ୍ୟା ଜମି କିସମ ପରିବର୍ତନ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ୮୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ । ଏଠାକାର ଲୋକେ ବିଭିନ୍ନ ଚାଷବାସକରି ନିଜର ଗୁଜରାଣ ମେଂଟାଇ ଥାନ୍ତି ।...

ନୟାକୋଟ ପ୍ରାଥମିକବିଦ୍ୟାଳୟରେ ବିଦାୟକାଳୀନ ସଭା

ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚବିଦ୍ୟାଳୟ ଓ ସିଦ୍ଧ ପରମହଂସ ନୋଡାଲ ଉପ୍ରା ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ନୟାକୋଟ ପ୍ରାଥମିକ ବିଦ୍ୟାଳୟ ଠାରେ ଅବସର...

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡାଦେଶ

କେନ୍ଦ୍ରାପଡା, ୨୮ା୬: କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ସଂପୃକ୍ତ ଅଭିଯୁକ୍ତକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ...

ର୍ଦୁବ୍ୟବହାର କରୁଥିବା ଏମ.ବି.କେ. ଓ ସି.ଆର.ପି.ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସ୍ଥାୟୀ ମାନ୍ୟତା ଦାବିରେ ଜିପିଏଲଏଫ ଇସି ମେମ୍ବରଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, ୨୮ା୬: ଗ୍ରାମପଞ୍ଚାୟତ ସ୍ତରୀୟ ମିଶନସକ୍ତି ଫେଡେରେସନ୍‌(ଜି.ପି.ଏଲ.ଏଫ୍‌)କାର୍ଯ୍ୟକାରୀ କମିଟି ସଦସ୍ୟ(ଇ.ସି.)ମାନଙ୍କୁ ର୍ଦୁବ୍ୟବହାର କରୁଥିବା ଏମ.ବି.କେ. ଓ ସି.ଆର.ପି.ମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ...

କେନ୍ଦ୍ରାପଡା ପୋଲିସ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର , ୧୬୪ୟୁନିଟ ରକ୍ତ ସଂଗୃହିତ

କେନ୍ଦ୍ରାପଡ଼ା, ୨୮ା୬: କେନ୍ଦ୍ରାପଡା ପୋଲିସ ପକ୍ଷରୁ ପ୍ରଥମ ଥର ପାଇଁ ରିଜର୍ଭ ପୋଲିସ କାର୍ଯ୍ୟାଳୟର କନଫରେନ୍ସ ହଲ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆଜି ଆୟୋଜିତ...

ଜିଲ୍ଲା ପ୍ରଶାସନର ‘ମା ପାଇଁ ଗଛଟିଏ’ ଅଭିଯାନ

କେନ୍ଦ୍ରାପଡ଼ା, ୨୮ା୬ : ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମା ପାଇଁ ଗଛଟିଏ’ ଅଭିଯାନ କେନ୍ଦ୍ରାପଡାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଜି ସକାଳେ ବାରୋ ଗ୍ରାମପଞ୍ଚାୟତର...

ତୁଳସୀକ୍ଷେତ୍ର ଇସିଏମ୍ ମହାସଂଘର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର ଇସିଏମ୍ ମହାସଂଘର ସଦସ୍ୟାମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଦସ୍ୟାମାନେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ...

କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ସଂଘ , ବିଧାୟକ ଗଣେଶ୍ୱର ବେହେରାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ତାଙ୍କର ଗରାପୁରସ୍ଥିତ ବାସ ଭବନରେ ଭେଟି ଫୁଲତୋଡା ଦେଇ...

ସଂସୃତି ଭବନକୁ ଭିନ୍ନକ୍ଷମଙ୍କ ସୁଗମ ପ୍ରବେଶ ବ୍ୟବସ୍ଥା ପାଇଁ ପୁର୍ନବାସର ଦାବିପତ୍ର

କେନ୍ଦ୍ରାପଡା, ୨୮/୬: କେନ୍ଦ୍ରାପଡ଼ା ସହର ସନ୍ନିକଟ ଗୁଆଳସିଂଠାରେ ନିର୍ମିତ ହୋଇଥିବା ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟକୁ ସୁଗମ କରିବା ନିମନ୍ତେ ଦାବି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ...

୩୯ବର୍ଷ ପରେ ଦ୍ୱିତୀୟ ଅଣ ଓଡ଼ିଆ ଅଫିସର ନେଲେ ରାଜ୍ୟରେ ବଡ଼ ଦାୟିତ୍ୱ : ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା 

ଭୁବନେଶ୍ୱର,୨୮/୬- ରାଜ୍ୟର ମୁଖ୍ୟ ଶାସନ ସଚିବ ପଦକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନାରେ ପଡିଛି ପୂର୍ଣ୍ଣଚ୍ଛେଦ । ଏବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ...

ବିଭିନ୍ନ ସମସ୍ୟା ନେଇ ବ୍ଲକ ଅଫିସରେ ବିଡ଼ିଓଙ୍କୁ ଘେରିଲେ ମହିଳା

ଗାଁରେ ମୌଳିକ ସୁବିଧା ଅପହଂଚ ହୋଇରହିଛି । ବାରମ୍ବାର ନିବେଦନ ପରେ ବି ବ୍ଲକ ପ୍ରଶାସନ ଶୁଣୁନାହାଁନ୍ତି । ଏଭଳି ବିଭିନ୍ନ ସମସ୍ୟାର ସମାଧାନ ନେଇ ବାରମ୍ବାର...

ବାଲ୍ୟ ଅପରାଧ ଓ ପିଡିତା କ୍ଷତିପୁରଣ ସର୍ମ୍ପକିତ ସଚତେନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବଦମୋହନପୁର ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ପୋସକୋ ଆକ୍ଟ ଏବଂ ବାଲ୍ୟ ଅପରାଧ ଓ ପିଡିତା...

ଜ୍ଞାନପ୍ରଭା ମିଶନ ପକ୍ଷରୁ ବ୍ରହ୍ମଚାରିଣୀ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା, ୨୭/୬: ଜ୍ଞାନପ୍ରଭା ମିଶନ ପକ୍ଷରୁ ବ୍ରହ୍ମଚାରିଣୀ ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମିଶନର ସଦସ୍ୟାମାନେ ଉପସ୍ଥିତ ରହି...

ପୋଷକତତ୍ୱପୂର୍ଣ୍ଣ ଫଟିଫାଏଡ୍ ଚାଉଳ ବ୍ୟବହାର ନିମନ୍ତେ ସଚେତନତା ବୈଠକ

କେନ୍ଦ୍ରାପଡ଼ା, ୨୭ା୬: ପୋଷକତତ୍ୱପୂର୍ଣ୍ଣ ଫର୍ଟିଫାଏଡ୍ ଚାଉଳ ବ୍ୟବହାର ନିମନ୍ତେ ଏକ ସଚେତନତା ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜାତିସଂଘର ବିଶ୍ୱ...

ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନୂତନ ପଦକ୍ଷେପ

  ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ଆକାଉଣ୍ଟ ଖୋଲିବାକୁ ନିର୍ଦେଶ  କେନ୍ଦ୍ରାପଡ଼ା, ୨୭ା୬: ପ୍ରଶାସନର କାର୍ଯ୍ୟକୁ ଲୋକାଭିମୁଖୀ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିକ୍ଷାନବିଶମାନଙ୍କୁ ପ୍ରଶିକ୍ଷଣ

କେନ୍ଦ୍ରାପଡା, ୨୭/୬: କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ଶିକ୍ଷାନବିଶମାନଙ୍କୁ ଆଇନ ଶିକ୍ଷା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।...

Skip to content ↓