ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଚାଷୀଙ୍କ ଆନ୍ଦୋଳନ ଡାକରା


କେନ୍ଦ୍ରାପଡା ୨୧/୦୮- ଅଖିଳ ଭାରତ କୃଷକ ସଭା (ଇଓକଝ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ତୁରନ୍ତ ଜିଲ୍ଲାରେ ଏକ ବୃହତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ଦାବୀକୁ ନେଇ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲା (ରାଜସ୍ୱ)ଶ୍ରୀଯୁକ୍ତ ନିଲୁ ମହାପାତ୍ରଙ୍କୁ ଚାଷୀ ନେତା ରମଣୀରଂଜନ ରାଉତରାୟ ଡେରାବିଶ ବ୍ଳକର ସଂପାଦକ ସାଥି କୁବେର ସାହୁ, ଜିଲ୍ଲା ଉପ ସଭାପତି ସାଥି ଦାମୋଦର ମଳିକ, ସାଥି ପ୍ରମୋଦ ରାଉତ ପ୍ରମୁଖ ଭେଟି ସରକାର ଲୋକଙ୍କୁ ବ୍ରିଟିଶ ଅମଳର ଶାସନ ଭଳି ହୀନ ଦୃଷ୍ଟିରେ ଦେଖୁଛନ୍ତି, ମିଛରେ ଶୀତଳ ଭଣ୍ଡାର , ମହିଳା ମଣ୍ଡଳ କରିବେ କହି ମନ୍ତ୍ରୀ, ବିଧାୟକଙ୍କ ଦ୍ୱାରା ଉଦଘାଟନ କଲେ ଫଳ କଣ ମିଳିଲା ଆଉ ଆମ ଜଗଉ ଦୁହୁରିଆରେ ୫୦୦ ମେଟ୍ରିକଟନର ଶୀତଳ ମଣ୍ଡାର ବୋଲି ଘୋଷଣା ଖାଲି ସେ କଥାରେ ଅପର ପକ୍ଷରେ ଆମେ ଟମାଟର, ଆଳୁ, ବାଇଗଣ ଇତ୍ୟାଦିକୁ ଶାଗ ମାଛ ଦରରେ ଦେଉଛୁ ୨/୩ ମାସ ପରେ ୧୦/୨୦ ଗୁରରେ କିଣନ୍ତୁ । ଏହାର ଦୃଢ ପ୍ରତିବାଦ କରାଯାଉଛି ସରକାର ଯଦି ୨୦୦୦ ମେଟ୍ରିକଟନର ଶୀତଳ ଭଣ୍ଡାର ନ କରନ୍ତି ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ଚାଷୀ ମାନେ ଆମରଣ ଅନଶନ କରି ବୋଲି ଦାବୀ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading