କେନ୍ଦ୍ରାପଡା ଜିଲ୍ଲା ମହିଳା ବିଜେଡିର ଟିମ୍ ଘୋଷିତ


କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳର ମହିଳା ଟିମ୍ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ସୁପାରିଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି । ଜିଲ୍ଲା ସଭାପତି- ରୋସନା ସାହୁ, ଉପସଭାପତି- ଲତିକା ସାହୁ, ବୈଜୟନ୍ତୀବାଳା ଲେଙ୍କା, କବିତା ମଲ୍ଲିକ, ଭାରତୀ ଦଳାଇ, ସୁଲୋଚନା ସାହୁ, ମଞ୍ଜୁଲତା ରାଉତ, ନମିତା ସାହୁ, କଳ୍ପନା ବେହୁରା, ସବିତା ସାହୁ ଓ ମିନତୀ ପରିଡା । ସାଧାରଣ ସମ୍ପାଦକ- ବିଦୂଲତା ଜେନା, ଜ୍ୟୋତିର୍ମୟୀ ବେହେରା, ସସ୍ମିତା ବରାଳ, ନଳିନୀପ୍ରଭା ଚୌଧୁରୀ, ପଦ୍ମାଳୟା ରାଉତ, ଆରତୀ ଦାସ, ଶାରଳାରେଖା ସାହୁ, ସୁଦୂସ୍ମିତା ଲେଙ୍କା, ନିଳିମା ଧଳ, ଇତିଶ୍ରୀ ଦାସ, ନହିଦ୍ ଅଖତରଙ୍କୁ ମନୋନୀତ କରାଯାଇଛି । ସେହିପରି ସଭାପତି ଭାବେ ସ୍ୱୟଂପ୍ରଭା କରଙ୍କୁ କେନ୍ଦ୍ରାପଡା ପୌରାଞ୍ଚଳ, ଲସ୍ୟମୟୀ ସାହୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ, ସୁମିତ୍ରା ପାଢୀଙ୍କୁ କେନ୍ଦ୍ରାପଡା ବ୍ଲକ, ରଶ୍ମିରଞ୍ଜିତା ସ୍ୱାଇଁ ରାଜନଗର ବ୍ଲକ, ଜୟନ୍ତୀ ସ୍ୱାଇଁ ପଟ୍ଟାମୁଣ୍ଡାଇ ବ୍ଲକ, ଅନୁରାଧା ପାଢୀ ଆଳି ବ୍ଲକ, ସଂଯୁକ୍ତା ଶତପଥୀ ରାଜକନିକା ବ୍ଲକ, ରଶ୍ମିତା ନାୟକ ମାର୍ଶାଘାଇ ବ୍ଲକ, ସରୋଜିନୀ ସେଠୀ ମହାକାଳପଡା ବ୍ଲକ, ତୃପ୍ତିମୟୀ କର ଡେରାବିଶ ବ୍ଲକ, ଶାନ୍ତିଲତା ପଟ୍ଟନାୟକ ଗରଦପୁର ବ୍ଲକ ମନୋନୀତ କରାଯାଇଛି । ଜିଲ୍ଲା ସମ୍ପାଦକ- ସୁଜାତା ନାୟକ, ମଧୁଛନ୍ଦା ରାଉତ, ଲିପ୍ସା ବେହେରା, ପଞ୍ଚମୀ ମଣ୍ଡଳ, ରୀନାରାଣି ପ୍ରଧାନ, ପ୍ରତିଭା ବାରିକ, ସୁଜାତା ରାଉତରାୟ, ସସ୍ମିତା ପଟ୍ଟନାୟକ, ନମିତା ଦାସ, ଅମ୍ବିକା ମଲ୍ଲିକ, ସାହିଦା ବିବି । ଯୁଗ୍ମ ସମ୍ପାଦକ- ସୁଶ୍ରୀ ସଙ୍ଗିତା ମିଶ୍ର, ଗୀତାଞ୍ଜଳି ଜେନା, ରଶ୍ମିତା ପାଢୀ, ସରିତା ପ୍ରଧାନ, ଉର୍ବଶି ସିଂ, ସ୍ୱର୍ଣ୍ଣଲତା ରାଉତ, ସୁଷମା ଦାସ, କବିତା ସାମଲ, ଇତିଶ୍ରୀ ମଲ୍ଲ, ରଣତମଞ୍ଜରୀ ମୁଦୁଲି, କଲ୍ୟାଣୀ ବୋଷଙ୍କୁ ମନୋନୀତ କରାଯାଇଛି । କେନ୍ଦ୍ରାପଡା ପୌରାଞ୍ଚଳ ଉପସଭାପତି- ମମତା ସେଠୀ, ପ୍ରମିଳା ପତି, ଶ୍ରଦ୍ଧାଞ୍ଜଳି ସିଂ, ତବସୁମ୍ ରୁହି, ଅନୁପମା ସାହୁ, ସାଧାରଣ ସମ୍ପାଦକ- ନଳିନୀପ୍ରଭା ରାଉତରାୟ, ପ୍ରମିଳା ସାହୁ, ମୀନାରାଣି ନାୟକ, ସୁଚିତ୍ରା ପତି, ମୁନି ବିବି, କୋଷାଧ୍ୟକ୍ଷ ଅମ୍ବିକା ବେହେରା, ଡିଜିଟାଲ ମେଡିଆ ପ୍ରିୟଙ୍କା ଧଳ ଓ ଜ୍ୟୋତ୍ସାରାଣୀ ଚୌଧୁରୀଙ୍କୁ ମନୋନୀତ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ଦିପ୍ତୀମୟୀ ପରିଡା, କୋଷାଧ୍ୟକ୍ଷ ବିଷ୍ଣୁପ୍ରିୟା ସାମଲ, ଡିଜିଟାଲ ମେଡିଆ ପୁଷ୍ପାଞ୍ଜଳି ପାତ୍ର, ସୁନୀତା ସାହୁ, ମମତା ଦାସ, ସ୍ନେହଲତା ବେହେରା, ସ୍ମୃତିମୟୀ ସେନାପତିଙ୍କୁ ମନୋନୀତ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଉପସଭାପତି ରେଣୁକା ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ରଶ୍ମିରେଖା ବିଶ୍ୱାଳ, ପୁଷ୍ପଲତା ସାମଲଙ୍କୁ ମନୋନୀତ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଅନୁସୂୟା ନାୟକ, ମନୋନା ମହାନ୍ତି, ରଶ୍ମିଲତା ଦାସ, ପଦ୍ମାବତୀ କରଙ୍କୁ ଚୟନ କରାଯାଇଛି । ସେହିପରି କୋଷାଧ୍ୟକ୍ଷ ଭାବେ ମୀନତି ଦାସ ଡିଜିଟାଲ ମେଡିଆ ଭାବେ ସ୍ମୃତିମୟୀ ସେନାପତି ଓ ଲକ୍ଷ୍ମୀପ୍ରିୟା ଦାସଙ୍କୁ ମନୋନୀତ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading