କେନ୍ଦ୍ରାପଡ଼ା, ୨୫ା୮: ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘର ଆହ୍ୱାନରେ ଜିଲ୍ଲାର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦୁଇ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅଷ୍ଟମ ଦିନରେ ପହଞ୍ଚିଛି । ଆଜି ସେହି ଧାରଣା ସ୍ଥଳରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପହଞ୍ଚି ଧାରଣାକାରୀଙ୍କୁ ସମର୍ଥନ ଜଣାଇ କିଛି ସମୟ ସେଠାରେ ବସିରହିଥିଲେ । ସେମାନଙ୍କ ଦାବି ଗୁଡିକ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ପ୍ରବେଶିକା ଶିକ୍ଷାଗତ […]
Day: 25 August 2023
କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳର ମହିଳା ଟିମ୍ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ସୁପାରିଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି । ଜିଲ୍ଲା ସଭାପତି- ରୋସନା ସାହୁ, ଉପସଭାପତି- ଲତିକା ସାହୁ, ବୈଜୟନ୍ତୀବାଳା ଲେଙ୍କା, କବିତା ମଲ୍ଲିକ, ଭାରତୀ ଦଳାଇ, ସୁଲୋଚନା ସାହୁ, ମଞ୍ଜୁଲତା ରାଉତ, ନମିତା ସାହୁ, କଳ୍ପନା ବେହୁରା, ସବିତା ସାହୁ ଓ ମିନତୀ ପରିଡା । ସାଧାରଣ ସମ୍ପାଦକ- ବିଦୂଲତା […]










