ପଟ୍ଟାମୁଣ୍ଡାଇରେ ଜିଏସଟି ଏନଫୋର୍ସମେଂଟ ବିଭାଗର ଚଢାଉ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ଥିବା ଏକ ଗ୍ରୋସରୀ ହୋଲସେଲ ଦୋକାନ ଉପରେ ପାରାଦୀପ ଜିଏସଟି ଏନଫୋରସମେଂଟ ବିଭାଗ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇଛି । ଜିଏସଟି ମୁଖ୍ୟାଳୟର ନିର୍ଦେଶ କ୍ରମେ ପାରାଦୀପ ଜୋନର ଡେପୁଟୀ କମିଶନର ରମେସ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ ଏହି ଗ୍ରୋସରୀ ଦୋକାନ ଉପରେ ଚଢାଉ କରିଥିଲେ । ମାତ୍ର ଯାଞ୍ଚ ବେଳେ ସେପରି  କିଛି  ମିଳିନଥିବାରୁ  ଷ୍ଟକ ଯାଂଚ କରାଯାଇ ରେକର୍ଡ କରାଯାଇଛି । ଦୋକାନରେ ଥିବା ସାମଗ୍ରୀ ଗୁଡିକର ମୂଲ୍ୟ ଆକଳନ କରାଯାଇ ଜିଏସଟି ଟ୍ୟାକ୍ସ ଜରିମାନା କରାଯିବ ବୋଲି ଡେପୁଟୀ କମିଶନର ସାଇଁ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading