No Image

ଅସରାଏ ବର୍ଷାରେ ଲହଡ଼ି ମାରୁଛି ବର୍ଷା ପାଣି ,କାଗଜକଲମରେ ଚାଲିଛି ଜଳନିଷ୍କାସନ ଯୋଜନା!

14 September 2023 kanika odisha 0

କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ବୁଧବାର ସଂନ୍ଧ୍ୟା ସୁଧା ୨୭ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ସହରବାସୀ କୁତ୍ରିମ ବନ୍ୟାରେ ଉବୁଡୁବୁ ହୋଇଛନ୍ତି । ପୌରପ୍ରଶାସନର ପ୍ରହସନ ଯୋଗୁଁ ବିଗତ ୧୫ ବର୍ଷରୁ […]

ରାଜ୍ୟବ୍ୟାପି ତୀବ୍ର ହେଉଛି ଏସଏସବି ଅଧ୍ୟାପକଙ୍କ ଆନ୍ଦୋଳନ

13 September 2023 kanika odisha 0

କେନ୍ଦ୍ରାପଡ଼ା,୧୩ା୯: ତୀବ୍ର ହେଲାଣି ଏସଏସବି ଅଧ୍ୟାପକଙ୍କ ଆନଦୋଳନ । ଅଧ୍ୟାପକର ମାନ୍ୟତା ଓ ଗ୍ରେଡ ପେ ସଂଶୋଧନ ଦାବିରେ ରାଜ୍ୟ ବ୍ୟାପି ସମସ୍ତ ୪୮୮ବର୍ଗ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ଆନ୍ଦୋଳନ ଜାରି ରଖିଛନ୍ତି […]

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଗଣଧାରଣାକୁ ୯ଦିନ ପ୍ରବଳ ବର୍ଷା ସତ୍ତ୍ୱେ ଧାରଣା ଅବ୍ୟାହତ

13 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଚାଲିଥିବା ଗଣଧାରଣାକୁ ଆଜି ୯ଦିନ ପୁରିଛି । କ୍ରିୟାନୁଷ୍ଟାନ କମିଟି ଦାବି ହାସଲ ପାଇଁ ଆନ୍ଦୋଳନକୁ ଏବେ ଶେଷ ଅସ୍ତ୍ର ରୂପେ ବିଚାର […]

‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ

13 September 2023 kanika odisha 0

କେନ୍ଦ୍ରାପଡ଼ା, ୧୩ା୯: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ “ଆୟୁଷ୍ମାନ ଭବ” ଅଭିଯାନର ଶୁଭାରମ୍ଭ ଆଜି ହୋଇଯାଇଛି । ଭାରତ ସରକାରଙ୍କ “ସୁସ୍ଥ ଭାରତ ସମର୍ଥ ଭାରତ” ଆଭିମୁଖ୍ୟରେ ଏକ ଐତିହାସିକ […]

ବିଶ୍ୱାସ ନ ହେଲେ ବି ସତ,ଲଣ୍ଡନ-କଲିକତା ବସ୍ ସେବା , ୧୯୫୭ ରେ ଆରମ୍ଭ ହୋଇଥିଲା ୧୯୭୬ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା

13 September 2023 kanika odisha 0

ବିଶ୍ୱାସ ନ ହେଲେ ବି ସତ ଦିନେ ଲଣ୍ଡନରୁ କଲିକତାକୁ ବସ୍ ଚାଲୁଥିଲା ଏବଂ ଯାତ୍ରୀ ମଧ୍ୟ ଯିବା ଆସିବା କରୁଥିଲା । ୧୯୫୭ ମସିହାରେ ଲଣ୍ଡନରୁ କଲିକତାକୁ ‘ଆଲବର୍ଟ’ ନାମକ ଏକ ବସ୍ […]

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଅଷ୍ଟମ ଦିନରେ, ଆନ୍ଦୋଳନରେ ସାମିଲ ହେଲା ଆପ୍‌,ବଡ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ

13 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ସରକାରଙ୍କ ପକ୍ଷରୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଏପର୍ଯ୍ୟନ୍ତ କୈାଣସି ପ୍ରତିକ୍ରିୟା […]

କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କର ଗଣଧାରଣା

13 September 2023 kanika odisha 0

କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱବନ୍ଧୁ ଜେନାଙ୍କ ସଭାପତିତ୍ୱରେ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ବାୟାବାବା ମଠ ପାଖରୁ ଏକ ଶୋଭାଯାତ୍ରାରେ ଆସି ଶାନ୍ତିପୂର୍ଣ୍ଣ ଭାବେ ଧାରଣାସ୍ଥଳରେ ପହଞ୍ଚି ଥିଲେ । […]

ବୃଦ୍ଧ ନିଖୋଜ, କୁମ୍ଭୀର ଆକ୍ରମଣ ଶିକାର ଆଶଙ୍କା!

12 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମର ୯୦ବର୍ଷ ବୟସ୍କ ବୃଦ୍ଧ ଆଦିକନ୍ଦ ପାତ୍ର ସୋମବାର ଦିବା ୨ଟା ୩୦ମିନିଟ ସମୟରେ ଘରୁ ନିଖୋଜ ଥିବା ନେଇ ପୁତ୍ର ବିଶ୍ୱନାଥ […]

ବନ୍ୟା ପାଣି ପଚି ପୌରାଂଚଳରେ ବଢ଼ୁଛି ମଶାଙ୍କ ପ୍ରଦୃଭାବ: ୧୦ଟି ୱାର୍ଡରେ ସ୍ଥିତି ସଂଙ୍ଗୀନ: ଡେଙ୍ଗୁ ବ୍ୟାପିବା ଆଶଙ୍କା

12 September 2023 kanika odisha 0

କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ  ନିକଟରେ ବନ୍ୟା ଆସିବା ଯୋଗୁ ପଟ୍ଟାମୁଣ୍ଡାଇ ପୌରାଚଂଳର ୧୦ ଗୋଟି ୱାର୍ଡ ପ୍ରଭାବିତ ହୋଇଥିଲା । ବନ୍ୟା ଛାଡିଯିବା ପରେ ବିଭିନ୍ନ ଚାଷଜମି ଖାଲଖମା […]

ପଟ୍ଟାମୁଣ୍ଡାଇରେ ଜିଏସଟି ଏନଫୋର୍ସମେଂଟ ବିଭାଗର ଚଢାଉ

12 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ଥିବା ଏକ ଗ୍ରୋସରୀ ହୋଲସେଲ ଦୋକାନ ଉପରେ ପାରାଦୀପ ଜିଏସଟି ଏନଫୋରସମେଂଟ ବିଭାଗ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇଛି । ଜିଏସଟି ମୁଖ୍ୟାଳୟର ନିର୍ଦେଶ କ୍ରମେ ପାରାଦୀପ ଜୋନର […]

୧୮ନଂ ୱାର୍ଡ ତାତନାରେ ଘରପୋଡି, ଲକ୍ଷାଧିକ ଟଙ୍କା ସମ୍ପତି ନଷ୍ଟ

11 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୮ନଂ ୱାର୍ଡ ତାତନା ଗ୍ରାମର ଚିତରଞ୍ଜନ ସାହୁଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି […]

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ

11 September 2023 kanika odisha 0

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ବଡପଡା ପଂଚାୟତ କଂଟାବଣ ହାଟ ଠାରେ ମୋ ଦେଶ ଓ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଲେଖ କୁମାର ଜେନାଙ୍କ ନେତୃତ୍ୱରେ […]

ଗ୍ୟାଙ୍ଗଷ୍ଟାର ବିଭୂ ସାହୁ ହତ୍ୟା ଘଟଣା ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଗିରଫ

11 September 2023 kanika odisha 0

କେନ୍ଦ୍ରାପଡା,୧୧/୯- ଗ୍ୟାଙ୍ଗଷ୍ଟାର ବିଭୂ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାର୍ଶାଘାଇ ଥାନା ଧନିଆପଡା ଗ୍ରାମର ସାଜନ ବେହେରା(୩୧) ଏବଂ ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତ କାନପୁର ଗ୍ରାମର ଚିତ୍ତରଂଜନ ଖୁଣ୍ଟିଆ(୪୪)କୁ ଗିରଫ କରାଯାଇଛି ବୋଲି […]

କେନ୍ଦ୍ରାପଡା ମଣ୍ଡଳ ପ୍ରାଥମିକ ଶିକ୍ଷକ ସଂଘର ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

11 September 2023 kanika odisha 0

ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବି ସମ୍ପର୍କରେ ରାଜ୍ୟସରକାର କୌଣସି ପଦକ୍ଷେପ ନନେଇ ଟାଳଟୁଳନୀତି ଅବଲମ୍ବନ କରୁଥିବାରୁ ଓ କୌଣସି ନିଷ୍ପତ୍ତି ଘୋଷଣା ନ କରିବାରୁ ନିଖିଳ ଉତ୍କଳ […]

ଡିଜେଲ ଟ୍ୟାଙ୍କର ଉପରେ ଚଢାଉ, ୩ ଗିରଫ

11 September 2023 kanika odisha 0

  କେନ୍ଦ୍ରାପଡା,୧୧/୯- ମାର୍ଶାଘାଇ ପୋଲିସ ଏହି ଥାନା ଅର୍ନ୍ତଗତ କୁସୁନପର ଜାତୀୟ ରାଜପଥ ପାର୍କିଂ ନିକଟରୁ ରବିବାର ଦିନ ୩ଜଣ ଚୋରା ଡିଜେଲ ମାଫିଆଙ୍କୁ ମାର୍ଶାଘାଇ ପୋଲିସ ଗିରଫ କରିବା ସହିତ ଟ୍ୟାଙ୍କର ଜବତ୍ […]

ମେଡିକାଲ କଲେଜ ଦାବିରେ ଗଣଧାରଣାକୁ ସପ୍ତାହେ ପୁରିଲା,ଆନ୍ଦୋଳନରେ ସାମିଲ ହେଲା କିଷାନ କଂଗ୍ରେସ

11 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନକୁ ଆଜି ସପ୍ତାହେ ପୁରିଛି । ଆନ୍ଦୋଳନକାରୀମାନେ ପ୍ରଶାସନ ସହ ଏକ ବଡ ଧରଣର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ […]

ଅରଡ଼ପଲ୍ଲୀ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

11 September 2023 kanika odisha 0

ପଟ୍ଟାମୁଣ୍ଡାଇ ବ୍ଲକର ଅରଡ଼ପଲ୍ଲୀ ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅରଡ଼ପଲ୍ଲୀ ସରପଂଚ ବୁଦ୍ଧିରାମ ବେହେରା, ସମିତିସଭ୍ୟା ସରିତା ବେହେରା,ସମାଜସେବୀ ସତ୍ୟବ୍ରତ […]

 ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ ,ଏକାଧିକ ନଦୀରେ କୁମ୍ଭୀର ଆତଙ୍କ,ନଦୀକୂଳରେ ସୁରକ୍ଷା ଶୂନ

11 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ସମୁଦ୍ର ଉପକୂଳ ହୋଇଥିବାରୁ ନଦୀନାଳ ପରିପୂର୍ଣ୍ଣ ଏହି ଅଂଚଳରେ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିମାସରେ କୁମ୍ଭୀର ଓ ମଣିଷ ଲଢ଼େଇରେ କୁମ୍ଭୀର ୬ ଜଣଙ୍କ ଜୀବନ ନେଲାଣି […]

୧୫ ବର୍ଷର ଗାଡ଼ିକୁ ରାସ୍ତାରୁ ହଟାଇବାକୁ ନିଷ୍ପତି, ଟ୍ରେକରରେ ଯାତ୍ରୀ ପରିବହନ, କାର୍ଯ୍ୟାନୁଷ୍ଠାନ ଶୂନ

10 September 2023 kanika odisha 0

ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାକୁ ସରକାର ନିଷ୍ପତି ନେଇଛନ୍ତି । ତେଣୁ ରାଜ୍ୟରେ ଏଣିକି ୧୫ ବର୍ଷ […]

ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟିରେ

10 September 2023 kanika odisha 0

ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ୫ଟି ରୁପାନ୍ତରିକରଣରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରଶାସନିକ […]

କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ଦାବି ଧାରଣା ୬ଷ୍ଠ ଦିନରେ,ପ୍ରତିରୋଧ ଆନ୍ଦୋଳନକୁ ଆଗକୁ ନେବା ପାଇଁ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ

10 September 2023 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଛଅ ଦିନ ପୁରିଛି । ମେଡିକାଲ କଲେଜ ଦାବି ପ୍ରତି ସରକାର ବୀତସ୍ପୃହତା ପ୍ରଦର୍ଶନ କରି ଚାଲିଥିବା ବେଳେ […]

କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ସମ୍ମିଳନୀ

10 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ଏକ ସମ୍ମିଳନୀ ସ୍ଥାନୀୟ ସ୍ୱୟଂସିଦ୍ଧା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ମହାସଙ୍ଘର ସଭାପତି ଅଶୋକ କୁମାର ଲେଙ୍କା, କାର୍ଯ୍ୟକାରୀ ସଭାପତି ଶିବାଶିଷ […]

मछली पकड़ते समये जाल में फंसा मगरमच्छ,

10 September 2023 kanika odisha 0

रविवार शाम को केंन्द्रापड़ा जिले के पट्टामुंन्डाइ थाने कुलसाही गांव के नदिक ब्राह्मणी नदी में एक ४ फुट लंबे खूंखार मगरमच्छ मछुआरे की जाल मे […]

ମାଛ ଧରା ଜାଲରେ ପଡିଲା ହିଂସ୍ର କୁମ୍ଭୀର, ଗ୍ରାମବାସୀ ଭୟଭୀତ

10 September 2023 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ନିକଟସ୍ଥ ନାଇଆଡିଆ ଗାଁ ଦେଇ ପ୍ରବାହିତ ହେଉଥିବା ବ୍ରହ୍ମଣୀ ନଦୀରେ ରବିବାର ସଂନ୍ଧ୍ୟା ଦୁଇଜଣ ଧୀବର ମାଛ ଧରିବା ପାଇଁ ଜାଲ ଟାଣୁଥିବାବେଳେ ଏକ ୪ ଫୁଟ୍ ଲମ୍ବର […]