ମେଡିକାଲ କଲେଜ ଦାବି : ଜାରି ରହିବ ଆନ୍ଦୋଳନ,ସେପ୍ଟେମ୍ବର ୨୩ରେ ହେବ ଅର୍ଥନୈତିକ ଅବରୋଧ

10 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଆନ୍ଦୋଳନ ଥମିବାର ନାଁ ଧରୁନି । ଗତ ମଙ୍ଗଳବାର ଠାରୁ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି […]

ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ

10 September 2023 kanika odisha 0

କେନ୍ଦ୍ରାପଡ଼ା, ୯ା୯: ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଅନୁଷ୍ଠିତ ସଭାରେ ପୂର୍ବତନ ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନେ ନିଷ୍ଠାପର ଭାବରେ ଅଧ୍ୟୟନରତ […]

ମରକ୍କୋରେ ମୃତ୍ୟୁର ତାଣ୍ଡବ : ଶକ୍ତିଶାଳୀ ଭୂକମ୍ପରେ ଭୁଶୁଡ଼ିଲା ବଡ଼ ବଡ଼ କୋଠା, ମୃତ୍ୟୁ ସଂଖ୍ୟା ୬୦୦ ଟପିଲା

10 September 2023 kanika odisha 0

ମରକ୍କୋ,୯ା୯: ଭୂକମ୍ପରେ ଥରିଲା ମରକ୍କୋ । ତୁର୍କୀ ପରେ ମରକ୍େକାରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬.୮ । ଭୁଶୁଡ଼ିଲା ବଡ଼ ବଡ଼ କୋଠା । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୬୦୦ରୁ […]

ଏସିଆ କପ୍‌ : ଆଜି ଭାରତ-ପାକିସ୍ତାନ ମହାଲଢ଼େଇ

10 September 2023 kanika odisha 0

ଆଜି ଭାରତ ପାକିସ୍ତାନ ମଧ୍ୟରେ ମହାଲଢେଇ । ଏସିଆ କପର ସୁପର -୪ ରେ ସମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଚଳିତ ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ଭାରତ ପାକିସ୍ତାନ ମ୍ୟାଚ […]

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

10 September 2023 kanika odisha 0

କେନ୍ଦ୍ରାପଡ଼ା ସିଭିଲ କୋର୍ଟ ପରିସରରେ ଆଇନସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଜିଲ୍ଲା ଦୌରାଜଜ୍‌ ଶ୍ରୀ ବିଶ୍ୱଜିତ୍‌ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ […]

ଆୟବା ପଞ୍ଚାୟତରେ କଂଗ୍ରେସର ବୁଥ୍ କର୍ମୀ ସମ୍ମିଳନୀ

8 September 2023 kanika odisha 0

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତର ବୁଥ କଂଗ୍ରେସ କର୍ମୀ ସମ୍ମିଳନୀ ଶ୍ରୀ ମା ଛୁଆଳିଆ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କଂଗ୍ରେସ ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ […]

ସେପ୍ଟେମ୍ବର ୧୩ରେ ୫ନଂ ଜୋନ୍‌ର କଂଗ୍ରେସ କର୍ମୀ ସମ୍ମିଳନୀ

8 September 2023 kanika odisha 0

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୫ନଂ ଜିଲ୍ଲା ପରିଷଦ ଜୋନ୍‌ର ଏକ ବିଶାଳ କର୍ମୀ ସମ୍ମିଳନୀ ଆସନ୍ତା ସେପ୍ଟେମ୍ବର ୧୩ରେ ମାଳବଣଠାରେ ଅନୁଷ୍ଠିତ ହେବାକୁ ଆଜି ଜୋନ୍ କଂଗ୍ରେସର ବୈଠକରେ ସ୍ଥିର କରାଯାଇଛି । ଏହି […]

ଗରଦପୁର ବ୍ଲକ ବିଜେଡି ସଭାପତି ବିଜେଡିରୁ ନିଳମ୍ବିତ

8 September 2023 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବିଜୁଜନତା ଦଳ ସଭାପତି ଶଶାଙ୍କ ଶେଖର ପରିଡାଙ୍କୁ କେନ୍ଦ୍ରାପଡା ଟାଉନଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏହି ବ୍ଲକର ବିଜେଡି ନେତ୍ରୀ ରାଜଲକ୍ଷ୍ମୀ ରାଉତରାୟ ଗତକାଲି […]

ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଗଣଧାରଣାଚତୁର୍ଥ ଦିନରେ

8 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିତ୍ୟାନ୍ତ […]

ପୁନର୍ବାସ ପକ୍ଷରୁ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ

8 September 2023 kanika odisha 0

କେନ୍ଦ୍ରାପଡା ୮/୯: ପ୍ରତି ବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଏ । ଏହି ଭୌତିକ ଚିକିତ୍ସା ମାଧ୍ୟମରେ ସମସ୍ତ ପ୍ରକାର ସ୍ନାୟବିକ ଯନ୍ତ୍ରଣାର ଉପସମ ସହିତ ଆଧୁନିକ […]

No Image

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଳେଙ୍କାରୀ

8 September 2023 kanika odisha 0

ଅଟୋନୋମି ଟିମ ଗସ୍ତର ୮ଦିନ ପୂର୍ବରୁ ୭୧ଲକ୍ଷ ବ୍ୟୟ ଦର୍ଶାଇ ହରିଲୁଟ ଅଭିଯୋଗ କେନ୍ଦ୍ରାପଡ଼ା, ୮ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଳେଙ୍କାରୀ ଘଟଣାର ଗୋଟିଏ ପରେ ଗୋଟିଏ କଲେଜ ଅର୍ଥ ହରିଲୁଟ ହୋଇଥିବା […]

ଗରାପୁର ଶିବାନନ୍ଦ ଆଶ୍ରମରେ ଶିବାନନ୍ଦଙ୍କ ଜୟନ୍ତୀ

8 September 2023 kanika odisha 0

କେନ୍ଦ୍ରାପଡ଼ା, ୮ା୯: ବିଶ୍ୱ ଦିବ୍ୟ ଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୬ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଆଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଭାତରୁ ନଗର ପରିକ୍ରମା, […]

ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସ ପାଳନ

8 September 2023 kanika odisha 0

ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିରୋଗ ଓ ସୁସ୍ଥ ରହିବା ପାଇଁ ନୀଳଆକାଶ ଓ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଇ ସ୍ୱାସ୍ଥ୍ୟ ସଚେତନତା ବାର୍ତା ଦିଆଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା […]

ଏମ.ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦ ଓ ମୋସ୍କୁଲ ଅଭିଯାନ କମିଟ ମିଳିତ ବୈଠକ

8 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଚଂଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଏମ.ଏନ ହାଇସ୍କୁଲ ମୋସ୍କୁଲ ଅଭିଯାନ କମିଟି ଓ ପୁରାତନ ଛାତ୍ରସଂସଦ ପକ୍ଷରୁ ଏକ ମିଳିତ ବୈଠକ ଏମଏନ ହାଇସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମୋସ୍କୁଲ […]

ଭିତରକନିକା ଛକଠାରୁ ରାଜନଗର ପର୍ଯ୍ୟନ୍ତ ଆଲୋକୀ କରଣ

8 September 2023 kanika odisha 0

ପାଞ୍ଚଟି ଲାଇଟ୍‌କୁ ୫୦ ଲକ୍ଷ ଟଙ୍କା ! କେନ୍ଦ୍ରାପଡା ଜିଲ୍ଲା ରାଜନଗର-ତାଳଚୁଆ ପୂର୍ତ ବିଭାଗ ରାସ୍ତାର ଡାଙ୍ଗମାଳ ପଚାଂୟତ ଭିତରକନିକା ଅଭୟାରଣ୍ୟ ଛକଠାରୁ ରାଜନଗର ବଜାର ପର୍ଯ୍ୟନ୍ତ ଉଜ୍ୱଳ ଆଲୋକୀକରଣ କରାଯିବା ପାଇଁ ୨୦୨୦ […]

ମହେଶ୍ୱରଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ଅଂଶୁମାନ

8 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଚାଂୟତ ଜୁଣଗଡି ଗ୍ରାମର ମହେଶ୍ୱର ରାଉତ ମସ୍ତିଷ୍କ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ଏସଂପର୍କରେ […]

ଜବରଦଖଲକାରୀଙ୍କ କବ୍‌ଜାରେ ନଦୀ ନାଳ, ଜଳାଶୟ,ଜଳସେଚନରେ ବାଧା ,ପଡିଆ ପଡିଛି ଏକରଏକର ଚାଷଜମୀ

8 September 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଓ ଅଖପାଖ ଅଂଚଳରେ ପ୍ରାକୃତିକ ନାଳ, କେନାଲ, ନୟନଜୋରୀ ଓ ଜଳାଶୟଗୁଡିକ ଜବରଦଖଲ ହେବାରେ ଲାଗିଛି । ଜବରଦଖଲକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ […]

ଅବକାରୀ ବିଭାଗ ଇତିହାସରେ ପ୍ରଥମ ଅବକାରୀ ଏସ୍‌ଆଇଙ୍କ ଦକ୍ଷତା ବୃଦ୍ଧି ତାଲିମ

8 September 2023 kanika odisha 0

ଅବକାରୀ ସବଇନ୍ସପେକ୍ଟରମାନଙ୍କ ଦକ୍ଷତା ବୃଦ୍ଧି ଲାଗି ବିଭାଗ ଇତିହାସରେ ପ୍ରଥମଥର ପାଇଁ ସେମାନଙ୍କୁ ଅବକାରୀ ଆଇନ୍‌, ଏଥିରେ ଥିବା ବିଭିନ୍ନ ଧାରା, ଏନ୍‌ଡିପିଏସ୍ ଆଇନ୍ ସହିତ ଅବକାରୀ ମାନୁଆଲ ସଂକ୍ରାନ୍ତରେ ତାଲିମ ଦିଆଯାଉଛି । […]

ସନାତନି ବିରୋଧ ମନ୍ତବ୍ୟକୁ ନେଇ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ

8 September 2023 kanika odisha 0

ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ବଳଦେବ ସେନା ପକ୍ଷ ରୁ ଉଦୟନିଧି ଷ୍ଟଲିନ ଦେଇଥିବା ସନତାନି ବିରୋଧ ମନ୍ତ୍ୟବକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶପୁତ୍ତଳିକା ଦାହ ଚପଲ […]

ପିଇଓଙ୍କ ୨୧ ଦିନର ଧାରଣା ଏକମାସ ପାଇଁ ସ୍ଥଗିତ ; କାର୍ଯ୍ୟରେ ଯୋଗଦେବେ ସମସ୍ତ ପିଇଓ

8 September 2023 kanika odisha 0

ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ଅନିର୍ଦ୍ଦିଷ୍ଟକାଳ କାର୍ଯ୍ୟବନ୍ଦ ଧାରଣା ଆଜିଠାରୁ ଏକ ମାସପାଇଁ ସ୍ଥଗିତ ରଖି କାର୍ଯ୍ୟରେ ଯୋଗଦେବେ ଜିଲ୍ଲାର ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ।ରାଜ୍ୟ ସଂଘ […]

ଚମକିବ ପାର୍କ-ବ୍ୟାୟାମଶାଳା ,ମୁକ୍ତା ଯୋଜନାରେ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ

8 September 2023 kanika odisha 0

ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ […]

ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ ଶିବିର

7 September 2023 kanika odisha 0

କେନ୍ଦ୍ରାପଡାର ୟୁନିୟନ ବ୍ୟାଙ୍କ ଆନୁକୂଲ୍ୟରେ ବାରୋଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । […]

କେନ୍ଦ୍ରାପଡାରେ କଂଗ୍ରେସ ଭାରତ ଯୋଡ ସ୍ମାରକୀ ପଦଯାତ୍ରା

7 September 2023 kanika odisha 0

ରାଜ୍ୟ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକୀ […]

ଭୋଟର୍ ସଚେତନତାର ଆମ୍ବାସାଡାର୍ ‘ମୁଁ ବି ମିତା’

7 September 2023 kanika odisha 0

କେନ୍ଦ୍ରାପଡ଼ା, ୭ା୯: ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର୍ ତାଲିକା ସଂଶୋଧନର ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ମୁଁ ବି ମିତା’ ଅଭିଯାନ । ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ […]