Day: 8 November 2023

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଏବଂ ବ୍ଲକ୍‌ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦ୍‌ଭାବନା...

ଜିଲ୍ଲା ସ୍ତରୀୟ ସୁରଭି–୨୦୨୩ ନିରୀକ୍ଷକ ମାନଙ୍କ ପକ୍ଷ ପାତିତା ଓ ଅଫିସରଙ୍କ ନିଷ୍କ୍ରିୟତା ନେଇ ଅସନ୍ତୋଷ

ଗତ ୧ ମାସ ଧରି ଛାତ୍ରୀଛାତଙ୍କୁ ନେଇ ଚାଲଥିବା କ୍ଲଷ୍ଟର ଓ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପରେ ଚଳିତ ମାସ ୧ ତାରିଖ ବୁଧବାର ଜିଲ୍ଲାସ୍ତରୀୟ...

ବିଦ୍ୟାଳୟର ପରିସରରେ ନଳକୂପ ନାହିଁ ; ବିପଦସଙ୍କୁଳ ଅବସ୍ଥାରେ ପୋଖରୀରେ ହାତମୁହଁ ଧୋଊଛନ୍ତି ଛାତ୍ରଛାତ୍ରୀ

ସରକାର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଉନ୍ନତି ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଅବହେଳା କାରଣରୁ ଛାତ୍ର ଛାତ୍ରୀଙ୍କ ଦୁଃଖ ସରୁନାହିଁ ।...

ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ତାଲିମପ୍ରାପ୍ତ ୨୦ଜଣଙ୍କୁ ନିଯୁକ୍ତି

କେନ୍ଦ୍ରାପଡ଼ା ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ଆସିଷ୍ଟାଂଟ୍ ଇଲେକ୍‌୍ରିକାଲ୍ ଟ୍ରେଡ୍‌ରେ ତାଲିମ୍ ସମାପ୍ତ କରିବା ପରେ ପୁଣି ୨୦ଜଣ ନିଯୁକ୍ତି ପାଇଛନ୍ତି । ଚେନ୍ନାଇସ୍ଥିତ ମଦରସନ୍ ସୁମି...

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ବିପଦସଂକୁଳ ବାତ୍ୟା ଆଶ୍ରୟସ୍ଥଳୀ ଉଛେଦ ଦାବି

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତିଗିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଲାଗି ରହିଥିବା ବିପଦସଂକୁଳ ବାତ୍ୟା ଆଶ୍ରୟସ୍ଥଳୀକୁ ଉଛେଦ କରାଯିବାକୁ ଦାବି ହୋଇଛି ।...

ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

  କେନ୍ଦ୍ରାପଡ଼ା, ୮ା୧୧: ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ...

ଓଡିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷଙ୍କ ଦ୍ୱାରା ଚାଷୀଙ୍କୁ ସରଞ୍ଜାମ ବଣ୍ଟନ

କେନ୍ଦ୍ରାପଡ଼ା, ୮ା୧୧: ଜଳନିଧି-୨ ପ୍ରକଳ୍ପ ଉଦ୍‌ଘାଟନ ପରିପ୍ରେକ୍ଷୀରେ ଓଡିଶାର କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେଜ୍ ଚାଷୀମାନଙ୍କୁ ବିଭିନ୍ନ କୃଷି ସରଞ୍ଜାମ ବଣ୍ଟନ କରିଛନ୍ତି...

ଭାଇକୁ ହତ୍ୟା କରାଯାଇଛି ବୋଲି ପୋଲିସ ଆଗରେ ବୟାନ ଦେବାରୁ ଭଉଣୀକୁ ଆକ୍ରମଣ,

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟ ଫାଣ୍ଡି ଅଧିନ ଚଉଦକୁଲାଟ ଛୋଟ ପୋଲ ପାଖରେ ବୁଧବାର ସଂନ୍ଧ୍ୟାରେ ଜଣେ ଯୁବତୀକୁ କିଛି ଯୁବକ ମରଣାସ୍ତ୍ରରେ ଆକ୍ରମଣ...

ପୌରପରିଷଦ ବୟନିକା ବିକ୍ରୟ କେନ୍ଦ୍ରକୁ ହଟାଇଦେଲେ ; କେନ୍ଦ୍ର ଖୋଲିବା ପୂର୍ବରୁ ଗୃହକୁ ଦିଆଯାଇଥିଲା ଭଡ଼ା

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳବାସୀଙ୍କୁ ସୁବିଧା ମୂଲ୍ୟରେ ହସ୍ତତନ୍ତ ବସ୍ତ୍ରାଳୟରେ ଧୋତି, ଶାଢ଼ି, ଶାର୍ଟ କପଡ଼ା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍‌ଷ୍ଟାଣ୍ଡ ନିକଟରେ ବୟନିକା ବିକ୍ରୟ...

ଶିକ୍ଷକ ଅଭାବ, ଶିକ୍ଷାଦାନରେ ବାଧାପ୍ରାପ୍ତ , ଗୋଟିଏ କୋଠରିରେ ୫ ଶ୍ରେଣୀର ଛାତ୍ରୀଛାତ୍ର

ସ୍କୁଲ୍ ରୂପାନ୍ତରୀକରଣ କରାଯାଉଛି, ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର, ଯେଉଁ ଉଦ୍ଦେଶ୍ୟ ରଖି ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ତାହାର ବାସ୍ତବତାକୁ...

ସିପିଆଇ ପକ୍ଷରୁ ପାଲେଷ୍ଟାଇନ ସଂହତି ଦିବସ ପାଳିତ

ପାଲେଷ୍ଟାଇନରେ ଇସ୍ରାଇଲର ନରସଂହାର ବନ୍ଦ କରିବା, ମାନବିକ ସହାୟତା ଯୋଗାଇ ଦେବା ଏବଂ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଦାବୀରେ ମଙ୍ଗଳବାର କେନ୍ଦ୍ରାପଡାରେ ଭାରତୀୟ...

୨୫ଟଙ୍କାରେ ପିଆଜ ବିକି କଂଗ୍ରେସ କଲା ପ୍ରତିବାଦ

କେନ୍ଦ୍ରାପଡା ୭ା୧୧:ପିଆଜ ଦର ବୃଦ୍ଧି ନେଇ କଂଗ୍ରେସର ଅଭିନବ ପ୍ରତିବାଦ କରାଯାଇଥିଲା । ଆଜି କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ୨୫...

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ,ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର,୭ା୧୧ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ତାଙ୍କର ଅନ୍ତିମ ସତ୍କାର କରାଯାଇଛି ।...